Daily Archives

December 7, 2022

ମେଡିକାଲ ପଢ଼ିବା ପାଇଁ ମୂଲ ଲାଗୁଛନ୍ତି ମେଧାବୀ ଛାତ୍ର ଇଫୁ। କନକ ନ୍ୟୁଜର ଖବର ପ୍ରସାରଣ ପରେ ବଢ଼ିଲା ସହାୟତାର ହାତ।

କନକ ବ୍ୟୁରୋ: ବିଲରେ କାମ କରୁଥିବା, ଗାଁରେ ମୁଲ ଲାଗୁଥିବା ଯୁବକଙ୍କୁ ଦେଖିଲେ ହୁଏତ କେହି କହିବେ ନାହିଁ ଯେ, ଇଏ ଜଣେ ଡାକ୍ତରୀ ଛାତ୍ର । କାରଣ, ଡାକ୍ତର କିମ୍ବା ଡାକ୍ତରୀ ଛାତ୍ରଙ୍କୁ ନେଇ ସାଧାରଣରେ ଯେଉଁ ଧାରଣା ରହିଛି, ସେଇ ଧାରଣା ସହ ଏହି ଚିତ୍ର ମେଳଖାଉନାହିଁ । ଗରିବ ଘରର ପୁଅଟିଏ…

ଜାତି ପ୍ରମାଣ ପତ୍ର ପାଇଁ ଆରଆଇ ନେଉଛନ୍ତି ଲାଞ୍ଚ ! ଭାଇରାଲ ହେଉଛି ଭିଡିଓ

କନକ ବ୍ୟୁରୋ: ଭଦ୍ରକ ଆରଆଇଙ୍କ ଭିଡିଓ ଭାଇରାଲ । ଜାତିଗତ ପ୍ରମାଣ ପତ୍ର ପାଇଁ ୫ଶହ ଟଙ୍କା ଲାଂଚ ନେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି । ଜାତିଗତ ପ୍ରମାଣ ପତ୍ର ପାଇଁ ରାଜସ୍ୱ ନିରୀକ୍ଷକ ତାପସ ଜେନା ଟଙ୍କା ନେଉଥିବାର ଭିିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭଦ୍ରକ ଧାମନଗର ତହସିଲ…

ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ମଉଳିଲା ପଦ୍ମ, ଝାଡୁର ବାଜିମାତ। ମ୍ୟାଜିକ ନମ୍ବର ୧୨୬ରୁ ଅଧିକ ଆସନରେ ବିଜୟୀ ହେଲା…

କନକ ବ୍ୟୁରୋ: ସତ ହେଲା ଏଗଜିଟ ପୋଲ ଆକଳନ । ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ, ଏମସିଡି ନିର୍ବାଚନରେ ବାଜି ମାରିଲା ଆମ୍ ଆଦମୀ ପାର୍ଟି । ଏମସିଡିରେ ୧୫ ବର୍ଷ ଧରି ରାଜୁତି କରିଆସୁଥିବା ବିଜେପିକୁ ଦେଖିବାକୁ ପଡ଼ିଛି ପରାଜୟର ମୁହଁ । ମୋଟ୍ ୨୫୦ ମ୍ୟୁନିସପାଲ ୱାର୍ଡ ପାଇଁ ନିର୍ବାଚନ ହୋଇଥିଲା…

ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଫଳାଫଳ। ଦିନକ ପୂର୍ବରୁ ଦମ୍ଭୋକ୍ତି ଦେଖାଇଲେ ବିଜେଡି ନେତା କହିଲେ, ଜିତିବେ…

କନକ ବ୍ୟୁରୋ: ପଦ୍ମପୁରରେ କିଏ ମାରିବ ବାଜି? ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ? ଏହି ପ୍ରଶ୍ନର ଉତ୍ତର ପାଇବାକୁ ସମସ୍ତଙ୍କୁ ଆଉ କିଛି ଘଣ୍ଟା ଅପେକ୍ଷା କରିବାକୁ ପଡିବ । କାରଣ କାଲି ଇଭିଏମ ଖୋଲିବା ସହ ସକାଳ ୮ଟା ୩୦ରୁ ଆରମ୍ଭ ହେବ ଭୋଟ ଗଣତି । ୨୩ଟି ରାଉଣ୍ଡରେ ହେବ ଭୋଟ ଗଣତି । ଆଉ ସନ୍ଧ୍ୟା…

ବିଲରେ ଧାନ କାଟୁ କାଟୁ ମିଶିଲା ମନ । ଚର୍ଚ୍ଚାରେ କେନ୍ଦ୍ରାପଡାର ୬୭ବର୍ଷୀୟା ବୃଦ୍ଧାଙ୍କ ସହ ସହ ୬୩ବର୍ଷୀୟ ବୃଦ୍ଧଙ୍କ…

କନକ ବ୍ୟୁରୋ: ପ୍ରେମ ହେଉଛି ଏଭଳି ଏକ ପ୍ରତିଶ୍ରୁତି ଯାହା ସାରା ଜୀବନ ସାଥୀ ହୋଇ ରହିବାକୁ ପ୍ରେରଣା ଦିଏ । କିନ୍ତୁ ପ୍ରେମ, ବିବାହ ରୂପ ନେଇଗଲା ପରେ ଅନେକ ଦମ୍ପତିଙ୍କ ଜୀବନର ଭଲ ପାଇବାର ସ୍ୱରୁପ ବଦଳି ଯାଏ । ଆଜି କିନ୍ତୁ ଆମେ ଏଭଳି ଏକ ଦମ୍ପତିଙ୍କ କାହାଣୀ ଦେଖାଇବୁ ଯେଉଁ ଦମ୍ପତି ହୁଏତ…

ମଧ୍ୟାହ୍ନ ଭୋଜନରେ ସାଲୁବାଲୁ ପୋକ । ପ୍ରଧାନଶିକ୍ଷକଙ୍କ ନାଁରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫେରାଦ ହେଲେ ଅଭିଭାବକ

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ । ପିଲାଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ଡାଲି । ଦେବଗଡ଼ ରିଆମାଳ ବ୍ଲକ ବୁଢ଼ାପାଳ ପଂଚାୟତର ଫୁଟବଲ ସ୍କୁଲରୁ ଆସିଛି ଏଭଳି ଅଭିଯୋଗ । ଏହି ବିଦ୍ୟାଳୟରେ ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଏଠାରେ…