Daily Archives

December 6, 2022

ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରାରେ ଅଶାନ୍ତ ମାହୋଲ। ସ୍ଥିତିକୁ ସମ୍ଭାଳିବା ପାଇଁ ସାରା ସହରରେ ୧୪୪ ଧାରା ଜାରି।

କନକ ବ୍ୟୁରୋ: କଡ଼ା ସୁରକ୍ଷା ବଳୟ ଭିତରେ ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା । ଶାହି ଇଦଗାହରେ ହନୁମାନ ଚାଳିଶା ପାଠ କରିବା ପାଇଁ ଭାରତ ହିନ୍ଦୁ ମହାସଭା ଘୋଷଣା କରିବା ପରେ ଏଠାରେ ସୁରକ୍ଷା ଛାଉଣୀ କରାଯାଇଛି । ମଥୁରାରେ ଅନ୍ୟ ସହରରୁ ଆସୁଥିବା ଯାନବାହାନ ଉପରେ କଡ଼ା ନଜର ରଖାଯାଇଛି । ସ୍ଥାନେ…

ଭାରତର ଅର୍ଥନୀତିକୁ ନେଇ ବିଶ୍ୱ ବ୍ୟାଙ୍କର ବଡ ଆକଳନ। ଚଳିତ ବିତ୍ତୀୟ ବର୍ଷରେ ୬ ଦଶମିକ୍ ୯ ପ୍ରତିଶତକୁ ବୃଦ୍ଧି ପାଇବ…

କନକ ବ୍ୟୁରୋ: ଭାରତର ଅର୍ଥନୀତିକୁ ନେଇ ବଡ଼ ଆକଳନ କରିଛି ବିଶ୍ୱ ବ୍ୟାଙ୍କ୍ । ଚଳିତ ବିିତ୍ତୀୟ ବର୍ଷରେ ଭାରତର ଜିଡିପି ୬ ଦଶମିକ୍ ୯ ପ୍ରତିଶ୍ରତକୁ ବୃଦ୍ଧି ପାଇବ ବୋଲି ବୁଧବାର ବିଶ୍ୱ ବ୍ୟାଙ୍କ୍ ଏକ ରିପୋର୍ଟରେ ପ୍ରକାଶ କରିଛି । କଡା ମନିଟାରୀ ପଲିସି ଏବଂ ଦରଦାମ ବୃଦ୍ଧି ଦେଶର ଏହି ବିକାଶ…

ପରକୀୟା ପ୍ରୀତି ଉଜାଡିଦେଲା ପରିବାର: ବନ୍ଧୁ ପତ୍ନୀଙ୍କୁ ନେଇ ଫେରାର ମାରିଲେ ବନ୍ଧୁ, ଜୀବିତ ସ୍ତ୍ରୀର ଶୁଦ୍ଧି କଲେ…

କନକ ବ୍ୟୁରୋ: ଜଣକର ମୃତ୍ୟୁ ପରେ ଯେମିତି ଶୁଦ୍ଧି କରି ଭୋଜିଭାତ ଦିଆଯାଏ, ଠିକ ସେମିତି ପରପୁରୁଷ ସହିତ ଫେରାର ପତ୍ନୀର ଶୁଦ୍ଧି କରି ସ୍ୱାମୀ ଲୋକଙ୍କୁ ଭୋଜିଭାତ ଦେଇଛନ୍ତି । ଏଭଳି ଏକ ଘଟଣା ଏବେ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲାଙ୍ଗୀର ସହରର ବିକାଶ ଜେନା ଓ ଅକ୍ଷୟ ରାଉତ ଏକ…

ହୃଦୟ ଛୁଇଁଲା କାହାଣୀ, ଆଖିରୁ ଝରିଲା ଲୁହ: ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ଦେଖି ଭାବ ବିହ୍ୱଳ ଦେଲେ ଦର୍ଶକ

କନକ ବ୍ୟୁରୋ: କାହାଣୀ ଯେତେବେଳେ ହୃଦୟକୁ ଛୁଏଁ, ନଚାହିଁଲେ ବି ହୁଏତ ଆଖିରୁ ଲୁହ ଝରିଆସେ । ଆଖିରୁ ଝରି ଆସୁଥିବା ଏହି ଲୁହ ପଛରେ ଏମିତି ଏକ ଫିଲ୍ମର କାହାଣୀ ରହିଛି, ଯେଉଁ କାହାଣୀରେ ବାସ୍ତବତାର ଝଲକ୍ ଖୋଜି ପାଇଛନ୍ତି ଦର୍ଶକ । ଭାବ ବିହ୍ୱଳ ହୋଇ ହଲରୁ ଫେରୁଥିବା ଦର୍ଶକ ଏବଂ ଆର୍ଶୀବାଦ…

ବ୍ଲାକରୋଜ୍ ଜାହାଜ ବୁଡି ଘଟଣା। ତଦନ୍ତକୁ ବନ୍ଦ କରିଦେଇଛି ସିବିଆଇ।

କନକ ବ୍ୟୁରୋ: ପାରାଦୀପରେ ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ତଦନ୍ତକୁ ବନ୍ଦ କରିଦେଇଛି ସିବିଆଇ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅସହଯୋଗରୁ ଏଭଳି କରିବାକୁ ବାଧ୍ୟହେଲା ସିବିଆଇ । ସୂଚନା ଅଧିକାର ଅଭିଯାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ସତ୍ୟ…

କାଇ ଚଟଣୀରୁ କଣ୍ଟା ବାଇଗଣ, କିଏ ପାଇବ ଜିଆଇ ମାନ୍ୟତା? ୯ଟି ସାମଗ୍ରୀର ମୂଲ୍ୟାୟନ କଲେ ଚେନ୍ନାଇରୁ ଆସିଥିବା ପ୍ରତିନିଧି…

କନକ ବ୍ୟୁରୋ: ଢେଙ୍କାନାଳର ମଗଜୀ ଲଡୁ କେବେ ଖାଇଛନ୍ତି? ମୟୁରଭଞ୍ଜର କାଇ ଚଟଣୀ ଚାଖିବାର ସୁଯୋଗ ମିଳିଛି କି? କେନ୍ଦ୍ରାପଡାର ରସାବଳୀ ତ’ ନିଶ୍ଚୟ ଖାଇଥିବେ । ଯଦି ଏସବୁ ଖାଦ୍ୟ ଆପଣ ଖାଇଛନ୍ତି ତେବେ ଜାଣିନିଅନ୍ତୁ ଆପଣ ଖାଇଥିବା ଏହି ଖାଦ୍ୟ ଏବେ ବିଶ୍ୱ ଦରବାରରେ ନୂଆ ପରିଚୟ ପାଇବାକୁ ଯାଉଛି…