Daily Archives

December 5, 2022

ଏପଟେ ଚାଲିଥିଲା ଭୋଟ୍, ସେପଟେ ଉଡୁଥିଲା ନୋଟ୍: ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି ଓ ବିଜେପି

କନକ ବ୍ୟୁରୋ: ଭୋଟ ପାଇଁ ପୁଣି ଉଡ଼ିଲା ନୋଟ୍ । ନିର୍ବାଚନ ସମୟରେ ପଦ୍ମପୁରରୁ ପୁଣି ଟଙ୍କା ବାଂଟିବାର ଅଭିଯୋଗ ଆସିଛି । ପଦ୍ମପୁର ବ୍ଲକର ବଗାଇଜୁରୀ ଗାଁରେ ଟଙ୍କା ବଂଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହଁ ହୋଇଛନ୍ତି । ଗତକାଲି ଭଳି ଆଜି ମଧ୍ୟ ଟଙ୍କା ବଂଟା ଅଭିଯୋଗକୁ ନେଇ ନିର୍ବାଚନ ଅଧିକାରୀଙ୍କ…

ଗୁଜରାଟ ଓ ହିମାଚଳ ପ୍ରଦେଶରେ ଝଡିବ ପଦ୍ମ ନା ଉଠିବ ହାତ । ଜାଣନ୍ତୁ ଏକଜିଟ୍ ପୋଲ ଦେଲା କଣ ସଂକେତ?

କନକ ବ୍ୟୁରୋ : କିଏ ଜିତିବ ଗୁଜରାଟ, ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର । ଏପଟେ ପଦ୍ମପୁର ଉପନିର୍ବାଚନରେ କାହାର ପଲା ଭାରି । ଏହା ଉପରେ ରହିଛି ନେତାଠୁଁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ନଜର । କୁହାଯାଉଛି, ଏହି ନିର୍ବାଚନ ଦେଶର ରାଜନୈତିକ ଭବିଷ୍ୟତ । ରାଜ୍ୟର ରାଜନୈତିକ ମୁଡ୍ ଦର୍ଶାଇବ…

ଆସିଲା ବୁଥ୍ ବାହୁଡା ମତ । ହିମାଚଳରେ ପୁଣି ହେବ କି ବିଜେପି ସରକାର? ପଦ୍ମକୁ କଡା ଟକ୍କର ଦେଉଛି ହାତ ।

କନକ ବ୍ୟୁରୋ: ଆସିଲା ବୁଥ ବାହୁଡା ମତ । ଏକଜିଟ୍ ପୋଲ ସର୍ଭେ ଅନୁସାରେ ହିମାଚଳ ପ୍ରଦେଶରେ ପୁଣିଥରେ ସରକାର ଗଢିପାରେ ଭାରତୀୟ ଜନତା ପାର୍ଟି । ତେବେ ଏଥର ନିର୍ବାଚନରେ କିନ୍ତୁ ବିଜେପିକୁ କଡା ଟକ୍କର ଦେଇଛି କଂଗ୍ରେସ । ବିଭିନ୍ନ ଏକଜିଟ ପୋଲର ରିପୋର୍ଟ ମୁତାବକ ହିମାଚଳ ପ୍ରଦେଶରେ ବିଜେପି…

ଆସିଲା ବୁଥ୍ ବାହୁଡା ମତ । ଗୁଜରାଟରେ ସହଜରେ ମ୍ୟାଜିକ ନମ୍ବର ହାସଲ କରିପାରିବ କି ବିଜେପି , ଭାଙ୍ଗିଯିବ କି ଆପ ଓ…

କନକ ବ୍ୟୁରୋ :  ସରିଲା ନିର୍ବାଚନ, ଆସିଲା ବୁଥ୍ ବାହୁଡା ମତ । ଗୁଜରାଟ ଓ ହିମାଚଳ ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ବୁଥ୍ ବାହୁଡା ମତ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା ହୋଇଥିବା ଏକଜିଟ୍ ପୋଲରେ ଗୁଜରାଟରେ ପୁଣିଥରେ ବିଜେପି ସରକାରରେ ବସିବା…

ନୂଆବର୍ଷରେ ନୂଆ ଅଧିନାୟକ ଓ ନୂଆ କୋଚ୍! ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆରେ ହୋଇପାରେ ବଡ ପରିବର୍ତ୍ତନ, ବିସିସିଆଇ…

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପରାଜିତ ହେବା ପରେ ଆକ୍ସନ ମୋଡରେ ଏବେ ବିସିସିଆଇ । ପ୍ରଥମେ ଚୟନକର୍ତ୍ତା କମିଟିକୁ ବିସିସିଆଇ ଭଙ୍ଗ କରିବା ପରେ ଏବେ ଦଳରେ ବଡ ଧରଣର ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି । ଏପରିକି ଟି-୨୦ ଫର୍ମାଟରେ ବଡ ଧରଣର ଅଦଳବଦଳ କରିବାକୁ ବିସିସିଆଇ…

୭ ଦିନିଆ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ: ଅନୁମତି ଦେଲେ ଜିଲ୍ଲା ଦୌରାଜଜ

କନକ ବ୍ୟୁରୋ: ୭ ଦିନିଆ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ । ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି । ୭ ଦିନ ପାଇଁ ରିମାଣ୍ଡ ଅନୁମତି ଦେଲେ ଜିଲ୍ଲା ଦୌରାଜଜ । ଆଜି କୋର୍ଟରେ ହାଜର ହୋଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଝାରପଡା ଜେଲରୁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର…