Daily Archives

December 5, 2022

ପଦ୍ମପୁର ଉପନିର୍ବାଚନ: ରେକର୍ଡ ମତଦାନ, ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫% ଭୋଟିଂ

କନକ ବ୍ୟୁରୋ: ଭୋଟ ଦେଉଛନ୍ତି ପଦ୍ମପୁରବାସୀ । ପଦ୍ମପୁର ଉପନିର୍ବାଚନରେ ହେଉଛି ରେକର୍ଡ ମତଦାନ । ୭୧ଟି ବୁଥରେ ଚାଲିଛି ମତଦାନ । ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ମନୀଷା ବାନାର୍ଜୀ । ତେବେ କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ…

‘ସେନା-ସରକାର ବନ୍ଦ କରନ୍ତୁ ହସ୍ତକ୍ଷେପ’, ନହେଲେ ସ୍ଥିତି ବିଗିଡିବ: ଫାରୁକ ଅବଦୁଲ୍ଲା

କନକ ବ୍ୟୁରୋ: ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ପୁଣି ଥରେ ଦଳର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ଦଳ ଦ୍ୱାରା ୨୦୧୮ରେ ପଞ୍ଚାୟତ ନିର୍ବାଚନକୁ ବଏକଟର ନିଷ୍ପତ୍ତିକୁ ଭୁଲ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ଆଗାମୀ ସମସ୍ତ ନିର୍ବାଚନରେ ଦଳ ସାମିଲ…

ପୁଣି ବିବାଦରେ ‘ଖାନ୍ ସାର୍’ ।  ତୁରନ୍ତ ଗିରଫ କରିବାକୁ କଂଗ୍ରେସ ନେତାଙ୍କ ଦାବି । 

କନକ ବ୍ୟୁରୋ: ସୋସିଆଲ୍ ମିଡିଆ ଯୁଗରେ ଆପଣ ଖାନ୍ ସାରଙ୍କୁ ନିଶ୍ଚୟ ଜାଣିଥିବେ । ଏହି ସାରଙ୍କ ଭିଡିଓ ୟୁଟ୍ୟୁବରେ କେବେ ନା କେବେ ଦେଖିଥିବେ । ଖାନ୍ ସାର ପାଟନା ନାମରେ ପରିଚିତ ଏ ବ୍ୟକ୍ତି, ସୋସିଆଲ୍ ମିଡିଆରେ ଏତେ ପରିଚିତ ଯେ, ତାଙ୍କର ଶିକ୍ଷାର୍ଥୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ ।…

ନେହରୁ, ପଟେଲ ଇଂରେଜ ହାତରେ ଦେଇଥିଲେ ଭାରତ ଶାସନ! ଫ୍ରେଞ୍ଚ ଲେଖକ ଡୋମିନିକ କାହିଁକି ଲେଖିଲେ ଏମିତି?

କନକ ବ୍ୟୁରୋ: ଭାରତର ସ୍ୱାଧୀନତା ଏବଂ ବିଭାଜନ ଉପରେ ‘ଫ୍ରିଡମ ଆର୍ଟ ମିଡନାଇଟ’ ପୁସ୍ତକ ଲେଖିଥିବା ପ୍ରଖ୍ୟାତ ଲେଖକ ଡୋମିନିକ ଲୈପିୟରଙ୍କ ପରଲୋକ ହୋଇଛି । ୯୧ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଅନେକ ଐତିହାସିକ ଘଟଣା ଉପରେ ପୁସ୍ତକ ଲେଖି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ ।…

୧୯ ବର୍ଷରୁ କମ ମହିଳା ବିଶ୍ୱକପ୍ । ଶେଫାଳୀ ବର୍ମାଙ୍କ ହାତରେ ଟିମ୍ ଇଣ୍ଡିଆର ମଙ୍ଗ, ପ୍ରଥମ ସଂସ୍କରଣରେ ଚାମ୍ପିୟନ ହେବା…

କନକ ବ୍ୟୁରୋ : ୧୯ ବର୍ଷରୁ କମ ମହିଳା ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଭାରତ । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଶେଫାଳୀ ବର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିପାକ୍ଷିକ ସିରିଜ ସହ ୧୯ ବର୍ଷରୁ କମ ବିଶ୍ୱକପ ପାଇଁ ଏହି ଦଳ ଘୋଷଣା ହୋଇଛି ।…

ବେରୋଜଗାରୀରେ ହରିୟାଣା, ଚାକିରୀ ଦେବାରେ ଛତିଶଗଡ ସବୁଠାରୁ ଆଗରେ। ଜାଣନ୍ତୁ ଦେଶର ସ୍ଥିତି କଣ?

କନକ ବ୍ୟୁରୋ: ଭାରତରେ ବେରୋଜଗାରୀ ଦର ନଭେମ୍ବର ମାସରେ ଗତ ୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମଆଇଇ)ର ନଭେମ୍ବରର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ବେରୋଜଗାରୀ ମାମଲାରେ ସହରଠାରୁ ଗାଁ ଭଲ ସ୍ଥିତିରେ ରହିଛି ।…