Daily Archives

November 24, 2022

ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଧନ ପାହାଡ଼ରେ ପୋଲିସ-ନକ୍ସଲ ଗୁଳିବିନିମୟ: ଏସଓଜି ଯବାନଙ୍କ ଗୁଳିରେ ଦୁଇ ମହିଳା ନକ୍ସଲ…

କନକ ବ୍ୟୁରୋ: ପୋଲିସ୍ ଗୁଳିରେ ଟଳିଲେ ଦୁଇ ନକ୍ସଲ । ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଧନ ପାହାଡ଼ରେ ଗୁରୁବାର ପୋଲିସ୍ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ୍ ଗୁଳିରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । ଦୁଇ ନିହତ ନକ୍ସଲ ମହିଳା । ବୁଧବାର ରାତିରୁ ଏଠାରେ କମ୍ବିଂ ଚାଲିଥିଲା । ଦୁଇ…

ନିର୍ବାଚନ କମିଶନର ନିଯୁକ୍ତି ମାମଲା, ରାୟ ସଂରକ୍ଷିତ ରଖିଲେ ସୁପ୍ରିମ କୋର୍ଟ

କନକ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଓ ୨ ଜଣ ନିର୍ବାଚନ କମିଶନର ନିଯୁକ୍ତିରେ ଅଧିକ ପାରଦର୍ଶିତା ଆଣିବାକୁ ହୋଇଥିବା ଦାବି ଉପରେ ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି    । ଏହି ଆବେଦନରେ ଅନୁରୋଧ କରାଯାଇଥିଲା କି ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଗଠିତ ହୋଇଥିବା…

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍ । ଜାଣନ୍ତୁ, ୧୬,୮୦୦ କୋଟି ଟଙ୍କାର ବଜେଟରେ କେଉଁ ବିଭାଗକୁ କେତେ?

କନକ ବ୍ୟୁରୋ: ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଜି ବିଧାନସଭା ଶୀତ ଅଧିବେଶନରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ । ତେବେ ଏଥିପାଇଁ ମୋଟ୍ ୧୬ ହଜାର ୮ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯେଉଁଥିରେ ପ୍ରଶାସିକ ବ୍ୟୟବରାଦ ୪୯୩୪ କୋଟି ରହିଥିବାବେଳେ,…

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଦେଶିନୀ କହି ବିଜେପିର ଆକ୍ଷେପ । ବର୍ଷାଙ୍କ ଜବାବ, ମୁଁ ଏ ମାଟିର…

କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନ ପାଇଁ ଚାଲିଛି ଜୋରଦାର ଲଢେଇ । ଆଉ ଏହାରି ଭିତରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଦେଶିନୀ କହି ଆକ୍ଷେପ କରିଛି ବିଜେପି । ବିଜେପି ସିଧାସଳଖ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆକ୍ଷେପ କରିଛି । ବିଜେପି କହିଛି, ବର୍ଷା ଏ ମାଟିର ଝିଅ…

ଅର୍ଚ୍ଚନା ନାଗ ପ୍ରସଙ୍ଗରେ ତେଜୁଛି ରାଜନୀତି । ବିଜେପି କହିଲା ବ୍ୟବସାୟୀ ଓ ପ୍ରଯୋଜକ ଆସିଲେ, ଆଗକୁ କିଏ ?

କନକ ବ୍ୟୁରୋ: ଅର୍ଚ୍ଚନା ଲିଙ୍କର ଗୁମର ଖୋଲୁଛି ଇଡି । ଯେଉଁଥିରେ ଫିଲ୍ମ ପ୍ରଯୋଜକ, ବ୍ୟବସାୟୀଙ୍କୁ ଇଡି ପଚରା ଉଚରା କରିଛି । ତେବେ ଆଗକୁ କାହା ପାଳି ଆସିବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଅର୍ଚ୍ଚନାଙ୍କ ସହ ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଫଟୋ ଭାଇରାଲ ହୋଇଛି । ଆଗକୁ ଅନେକ…

ହରେକୃଷ୍ଣ ହରେରାମ କୀର୍ତ୍ତନ ବେଳେ ଟଳିପଡିଲେ ସତସଙ୍ଗର ମୁଖ୍ୟ ପୂଜକ । ବରଗଡ ଟୁକୁରା ଗାଁରୁ ଆସିଲା ହୃଦୟ ବିଦାରକ ଘଟଣା…

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ! କୀର୍ତନ ଚାଲିଥିବାବେଳେ ଚାଲିଗଲା ଜୀବନ । ବରଗଡ ଜିଲ୍ଲା ଟୁକୁରା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ସତସଙ୍ଗ କାର୍ଯ୍ୟକ୍ରମରେ ନାମ ସଂକୀର୍ତନ କରୁଥିଲେ, ଆଉ ହଠାତ୍ ଟଳିପଡିଲେ ସତସଙ୍ଗର ମୁଖ୍ୟ ପୂଜକ କୈଳାଶ ଚନ୍ଦ୍ର ପଣ୍ଡା । ତେବେ ହରେକୃଷ୍ଣ ହରେରାମ…