Daily Archives

November 24, 2022

ବ୍ୟକ୍ତିଗତ ସହାୟକଙ୍କୁ ଜାତିଆଣ ମନ୍ତବ୍ୟ ସହ ଗାଳି ଗୁଲଜ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ସେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଜାତିଆଣ ମନ୍ତବ୍ୟ ସହିତ ନିଜ ଭାଷା ଅର୍ଥାତ୍ ଓଡିଆ ଭାଷାକୁ ନେଇ ଗାଳି ଗୁଲଜ କରନ୍ତି ବୋଲି ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ…

କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ବୀର ସାବରକରଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିବ ହିନ୍ଦୁମହାସଭା, ପ୍ରଧାନମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ବୀର ସାବରକରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଏବେ ଆକ୍ସନ ମୋଡକୁ ଆସିଛି ହିନ୍ଦୁ ମହାସଭା । ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀ…

ଅଫତାବର ଚାଲିଛି ପଲିଗ୍ରାଫି ଟେଷ୍ଟ । ଦିଲ୍ଲୀ, ମୁମ୍ବାଇ ପୋଲିସ ଓ ଡାକ୍ତରୀ ଦଳର ଉପସ୍ଥିତିରେ କରାଯାଉଛି ପଲିଗ୍ରାଫି…

କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ଚାଲିଛି ପଲିଗ୍ରାଫି ଟେଷ୍ଟ । ଦିଲ୍ଲୀ, ମୁମ୍ବାଇ ପୋଲିସ ଉପସ୍ଥିତିରେ ଚାଲିଛି ଅଫତାବର ପଲିଗ୍ରାଫି ଟେଷ୍ଟ । ଆଜି ଦ୍ୱିତୀୟ ଥର ପାଇଁ ପଲିଗ୍ରାଫି ଟେଷ୍ଟ କରାଯାଉଛି । ଡାକ୍ତର ଟିମ୍ ଉପସ୍ଥିତ ରହି ଅଫତାବର…

୨୦ ବର୍ଷ ହେବ ଚାଲିଯାଇଛି ଦୃଷ୍ଟିଶକ୍ତି । ଦେଖି ନପାରିବାରୁ ଦୁଃଖ ଯନ୍ତ୍ରଣାରେ ପୂରା ପରିବାର ।

କନକ ବ୍ୟୁରୋ: ଚାଳ ଛପର ଘର, ମାଟି ଚଟାଣ ଉପରେ ଚାରି ଜଣ ମଣିଷ । ବଡ଼ପୁଅକୁ ଦେଖାଯାଉନି ବୋଲି ଅଗଣାରେ ନିସ୍ତେଜ ହୋଇ ଶୋଇ ରହିଛି ୨୦ ବର୍ଷ ତଳୁ ଦୃଷ୍ଟିଶକ୍ତି ହରାଇଥିବା ଭେଣ୍ଡିଆ ପୁଅ । ଘରର ଅବସ୍ଥା ଭଳି ଏମାନଙ୍କ ଦୁଃଖର ଦଦରା କାନ୍ଥ ବାହାରୁ ଦେଖିଲେ ଅତିବ୍ୟସ୍ତ କରିଦେଉଛି । ଆଉ ସେଥିପାଇଁ…

ବିଧାନସଭାରେ କେନ୍ଦ୍ର ଅବହେଳା ଓ ଫସଲବୀମା ପ୍ରସଙ୍ଗ ଉଠାଇବ ବିଜେଡ଼ି : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା…

କନକ ବ୍ୟୁରୋ : ବିଧାନସଭାରେ ବିଜେଡି ଉଠାଇବ କେନ୍ଦ୍ର ଅବହେଳା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ଯେଉଁଥିରେ ଚାଷୀ ଅବହେଳା ପ୍ରସଙ୍ଗ, ରେଳବାଇ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କଥା ଉଠାଇବାକୁ ନିଷ୍ପତ୍ତି ହୋଇଛି । ଏଥିସହ…

ମା’ କୁ ଗାଳି ଦେବାରୁ ନିର୍ମମ ହତ୍ୟା : ବାପାକୁ ପିଟିପିଟି ହତ୍ୟା କଲେ ପୁଅ 

କନକ ବ୍ୟୁରୋ : ସାତ ଜନ୍ମକୁ ସାକ୍ଷୀ ରଖି ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ନିମିଷକରେ ତୁଚ୍ଛ କରିଦେଲେ ସବୁ ସମ୍ପର୍କ । ୩ ପିଲାଙ୍କ ସହ ମିଶି ମହିଳା ଜଣକ ନିଜ ସ୍ୱାମୀଙ୍କୁ କରିଛନ୍ତି ହତ୍ୟା । ମାଆ ସହ ମିଶି ବାପାକୁ ପିଟିପିଟି ମାରି ଦେଇଛନ୍ତି ଏହି ୩ ପିଲା । ଏହିଭଳି ଜଘନ୍ୟ କାଣ୍ଡ…