Daily Archives

November 24, 2022

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସକୁ ଟଣା ହେଲେ ବିଜେଡି ବିଧାୟକଙ୍କ ଭାଇ । ଅର୍ଚ୍ଚନାଙ୍କ ଦାମୀ କାର ସଉକ ପଛର ଖୋଲିପାରେ…

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସକ୍ରିୟ ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଫିଲ୍ମ ପ୍ରଯୋଜକ, ବ୍ୟବସାୟୀଙ୍କ ପରେ ଏବେ ଇଡିକୁ ଟଣା ହୋଇଛନ୍ତି ନେତାଙ୍କ ସମ୍ପର୍କୀୟ । ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଓରଫ ନିଧି ସାମଲ ଇଡିରେ ହାଜର ହୋଇଛନ୍ତି । ଏକ…

ବିଧାନସଭାର ଫାଷ୍ଟ ଡେ’ ଫାଷ୍ଟ ସୋ’ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା । ପ୍ରଥମ ଦିନରେ…

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆରମ୍ଭ ହୋଇଥିଲା ବିଧାନସଭା । ଆଉ ଫାଷ୍ଟ ଡେ ଫାଷ୍ଟ ସୋରେ ଗୃହକୁ ଚଳାଇ ନଦେବାକୁ ବିରୋଧୀ କରିଥିଲେ ଜବରଦସ୍ତ ପ୍ରୟାସ । ସନ୍ଧ୍ୟା ୫ଟାରେ ଗୃହ ଆରମ୍ଭ ହେବାମାତ୍ରେ ଅର୍ଚ୍ଚନା ନାଗ…

ଖୋଲା ଆକାଶ ତଳେ ଭବିଷ୍ୟତ ଗଢ଼ୁଛନ୍ତି କୋମଳମତୀ ଛାତ୍ରଛାତ୍ରୀ । ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା ।

କନକ ବ୍ୟୁରୋ: ଖୋଲା ଆକାଶ ତଳେ ଭବିଷ୍ୟତ ଗଢ଼ୁଛନ୍ତି କୋମଳମତୀ ଛାତ୍ରଛାତ୍ରୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏମିତି ଅଭାବନୀୟ ଖବର । ବିଦ୍ୟାଳୟରେ ୫ଟି ଶ୍ରେଣୀ ଅଧ୍ୟୟନ କରନ୍ତି ୧୨୭ ଜଣ ଛାତ୍ରଛାତ୍ରୀ । ତେବେ ଶ୍ରେଣୀଗୃହ ଭାଙ୍ଗିଯିବାରୁ ପିଲାମାନେ…

ମାତିଲେ ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତବାସୀ । ମୋବାଇଲ ଟାୱାର ସ୍ଥାପନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ…

କନକ ବ୍ୟୁରୋ: ମୋବାଇଲ ଟାୱାର ସ୍ଥାପନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ ।  ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତରୁ ଆସିଛି ଏପରି ଖବର । ପଞ୍ଚାୟତରେ ଦୀର୍ଘ ଦିନ ହେବ ମୋବାଇଲ ଟାଓ୍ୱାର ସ୍ଥାପନ ପାଇଁ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ନିର୍ମାଣ ହୋଇ…

ଜରାଜୀର୍ଣ୍ଣ ଅବସ୍ଥାରେ କୋଟି ଟଙ୍କାର ପ୍ରକଳ୍ପରେ ନିର୍ମିତ ଗ୍ରାମୀଣ ପାର୍କ । ରାଜ୍ୟର ସବୁଠାରୁ ବଡ଼ ବ୍ଲକ…

କନକ ବ୍ୟୁରୋ: ରାଜ୍ୟର ସବୁଠାରୁ ବଡ଼ ବ୍ଲକ ବୋରିଗୁମ୍ମା । ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ପାର୍କ ଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । କୋଟି କୋଟି ଟଙ୍କାର ଏହି ପ୍ରକଳ୍ପ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ପଞ୍ଚାୟତରେ ନିର୍ମିତ ପାର୍କ ଏବେ ହରଡଘଣାରେ ଛନ୍ଦି ହୋଇପଡ଼ିଛି ।…

ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଓ କଂଟାବାଞ୍ଜିରେ ୧୨ ଘଂଟିଆ ବନ୍ଦ ଡାକରା: ସମର୍ଥନ କଲା ବିଭିନ୍ନ…

କନକ ବ୍ୟୁରୋ: ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଓ କଂଟାବାଞ୍ଜିରେ ୧୨ ଘଂଟିଆ ବନ୍ଦ ପାଳନ । କଂଟାବାଞ୍ଜିରେ ସଂଘର୍ଷ ସମିତିର ଡାକରାରେ ଏହି ବନ୍ଦ ପାଳନ କରାଯାଉଛି । ବନ୍ଦରେ ସାମିଲ ଅଛି ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ତହସିଲ,…