Daily Archives

November 23, 2022

ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ଛାନିଆ କଲା ବିସ୍ଫୋରଣ ଭଳି ଶବ୍ଦ । ୧୦୦ କିଲୋମିଟର ପର୍ଯ୍ୟନ୍ତ ଶୁଭିଲା ଶବ୍ଦ ।

କନକ ବ୍ୟୁରୋ: ପ୍ରଚଣ୍ଡ ଶବ୍ଦରେ ଥରିଛି ୩ ଜିଲ୍ଲା । ଯାଜପୁର, କେନ୍ଦୁଝର ଓ ଭଦ୍ରକ ଆଜି ପ୍ରଚଣ୍ଡ ଶବ୍ଦରେ ଥରିଉଠିଛି । ୧୦୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଅନୁଭୂତ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦରେ କମ୍ପିଉଠିଥିଲା ପୂରା ପରିବେଶ । ଯାହା ଫଳରେ ଭୟରେ ଘରୁ ବାହାରି…

ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ବସାଇ ଜେରା କଲା ଇଡି । ପଢନ୍ତୁ, ଦୁଇ ଜଣଙ୍କୁ କଣ ପ୍ରଶ୍ନ କଲା ଇଡି?

କନକ ବ୍ୟୁରୋ: ଯେଉଁ ଦୁଇ ଚରିତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା ଅର୍ଚ୍ଚନା ନାଗର କାହାଣୀ, ଆଜି ଇଡି କାର୍ଯ୍ୟାଳୟରେ ସେହି ଦୁଇ ଚରିତ୍ରଙ୍କୁ ନେଇ ତଦନ୍ତ ଆଗେଇଛି । ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ତୁହାକୁ ତୁହା ପ୍ରଶ କରିଛି । ଅକ୍ଷୟ ପରିଜା ବି ଇଡି ପ୍ରଶ୍ନର ସାମ୍ନା କରିଛନ୍ତି । ଭୁବନେଶ୍ୱରରେ ଥିବା…

ଗୋଟିଏ ଟେବୁଲରେ ବସେଇ ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ଜେରା । ପୁରୁଣା ପୃଷ୍ଟାରୁ ଅର୍ଥ କାରବାରର ଖିଅ ଖୋଜୁଛି ଇଡି

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଚାଲିଛି ଇଡିର ଖୋଳତାଡ । ଆଜି ଦ୍ୱିତୀୟ ଦିନ ପାଇଁ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଖାଲି ଅକ୍ଷୟ ନୁହେଁ, ଇଡି ଅଫିସରେ ବି ହାଜର ହେଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ଇଡି ଅଧିକାରୀ ।…

ଅଧା ତିଆରି ହୋଇ ପଡିଛି ପୋଲ: ଗାଁକୁ ନାହିଁ ଭଲ ରାସ୍ତା, ବାଉଁଶ ପୋଲ ଉପରେ ବିପଦଶଙ୍କୁଳ ଯାତ୍ରା

କନକ ବ୍ୟୁରୋ: ଅଧା ତିଆରି ହୋଇ ପଡିଛି ପୋଲ । ଯିବାଆସିବାକୁ ଭଲ ରାସ୍ତାଟିଏ ନଥିବାବେଳେ ଗାଁ ମୁଣ୍ଡ ନାଳ ଉପରେ ତିଆରି ହୋଇଛି କାଠ ପୋଲ । ଆଉ ଏହି ବାଉଁଶ ପୋଲ ଉପରେ ବିଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ଯିବାଆସିବା କରୁଛନ୍ତି ଲୋକେ । କନ୍ଧମାଳର ଗଡିପଦର ଓ ବିନ୍ଦୁପଦର ଏହି ଦୁଇଟି ଗାଁର ଲୋକଙ୍କ…

ଓଡ଼ିଆ ଫିଲ୍ମ ଦମନକୁ ନେଇ ଚାରିଆଡେ ଚର୍ଚ୍ଚା: ଫିଲ୍ମରେ ଅଧିକାଂଶ ଭୂମିକାରେ ଅଭିନୟ କରିଥିଲେ ହାଲ୍ କର୍ମଚାରୀ

କନକ ବ୍ୟୁରୋ: ଓଡ଼ିଆ ଫିଲ୍ମ ଦମନ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଆଉ ସବୁଠୁ ବେଶୀ ଚର୍ଚ୍ଚା ପାଲଟିଛି ଫିଲ୍ମରେ ଅଭିନୟ କରିଥିବା ହାଲ୍’ର ପ୍ରାୟ କର୍ମଚାରୀ । ଉପାନ୍ତ ମାଲାକନଗିରି ଜିଲ୍ଲାରେ ଜଣେ ଡାକ୍ତର କିଭଳି ନିର୍ଭୀକ ଭାବେ ରୋଗୀଙ୍କ ସେବାରେ ଲାଗିଛନ୍ତି ତାକୁ ନେଇ ଦର୍ଶାଯାଇଛି ଫିଲ୍ମରେ…

ବାପା, ମା’ ପୋଡିଗଲା ପରେ ପାଠପଢା ବୟସରେ ପରିବାର ବୋଝ: ଭଙ୍ଗା ଦଦରା ଘରେ ୩ ଭାଇଭଉଣୀଙ୍କୁ ଲାଳନ ପାଳନ ଦାୟିତ୍ୱ

କନକ ବ୍ୟୁରୋ: ଖେଳକୁଦ ଓ ପାଠପଢା ବୟସରେ ପରିବାର ବୋଝ । ବାପା ମା’ ନଥିବାବେଳେ ନିଜେ ବାପା ମା’ ହୋଇ ପାଳୁଛନ୍ତି ୩ ଛୁଆଙ୍କୁ । ନା ଘର ଅଛି ନା ମିଳୁଛି କୌଣସି ସାହାଯ୍ୟ ସହଯୋଗ । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ଭଙ୍ଗା ଦଦରା ଘରେ ଅସହାୟ ଜୀବନ ଜୀଉଁଛନ୍ତି ଖୋର୍ଦ୍ଧା ନୀଳକଣ୍ଠପୁର…