Daily Archives

November 23, 2022

୨୩ବର୍ଷ ପରେ ପ୍ରମିଳାଙ୍କ ମଥାରେ ପୁଣି ଝଟକିଲା ସିନ୍ଦୂର: ମହାବାତ୍ୟା ସମୟରେ ନିଖୋଜ ହୋଇଯାଇଥିଲେ ସ୍ୱାମୀ

କନକ ବ୍ୟୁରୋ: ମହିଳାଙ୍କ ମଥାରେ ପୁଣି ଝଟକିଲା ଲାଲ୍ ସିନ୍ଦୂର । ଦୀର୍ଘ ୨୩ ବର୍ଷ ହେଲା ବିଧବା ଜୀବନ ଜୀଉଁଥିବା ମହିଳା ଏବେ ସଧବା ହୋଇଛନ୍ତି । ମୃତ ଘୋଷିତ ତାଙ୍କ ସ୍ୱାମୀ ଫେରିଆସିଛି , ଆଉ ନିଜ ହାତରେ ମହିଳାଙ୍କ ମଥାରେ ଦେଇଛି ସିନ୍ଦୂର । ୧୯୯୯ ମହାବାତ୍ୟା ସମୟରୁ ନିମାପଡା ପାତିପାଇକ…

ବାହାରକୁ ଆସିଲା ବାବା ଆଖଣ୍ଡଳମଣିଙ୍କ ଗୁପ୍ତ ସେବାର ଚିତ୍ର: କଟକଣା ପରେ ବି ସମସ୍ତ ନିୟମକୁ ଉଲ୍ଲଂଘନ କଲେ ସେବାୟତ

କନକ ବ୍ୟୁରୋ: ବାହାରକୁ ଆସିଲା ବାବା ଆଖଣ୍ଡଳମଣିଙ୍କ ଗୁପ୍ତ ସେବାର ଚିତ୍ର । ଗର୍ଭ ଗୃହରେ ଚାଲିଥିବା ବାବାଙ୍କ ନୀତିର ଭିଡ଼ିଓ ପଦାରେ ପଡିବା ପରେ ନିଆଯାଇଛି ପଦକ୍ଷେପ । ମନ୍ଦିରରେ କଟକଣା ପରେ ବି ସମସ୍ତ ନିୟମକୁ ଉଲ୍ଲଂଘନ କରିଛନ୍ତି ସେବାୟତ । ଘଟଣର ସମ୍ପୃକ୍ତି ନେଇ ୨୯ ଜଣ ବିଶୃଙ୍ଖଳିତ…

ହିନ୍ଦୀରେ ରିମେକ୍ ହେବ ଓଡିଆ ଫିଲ୍ମ ପ୍ରତୀକ୍ଷା । ଫିଲ୍ମରେ ନଜର ଆସିବେ ବଲିଉଡ୍ ଅଭିନେତା ଅନୁପମ ଖେର୍ । 

କନକ ବ୍ୟୁରୋ: ହିନ୍ଦୀ ଭାଷାରେ ରିମେକ୍ ହେବା ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ ପାଇଁ ଘୋଷଣା କଲେ ବଲିଉଡ ଅଭିନେତା ଅନୁପମ ଖେର। ଗୋଆରେ ଚାଲିଥିବା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହା ଘୋଷଣା କରିଛନ୍ତି ବଲିଉଡ୍ ଅଭିନେତା ଅନୁପମ ଖେର। ଖାଲି ସେତିକି…

ଶ୍ରମିକଙ୍କୁ ଦୈନିକ ମଜୁରୀ କ୍ଷେତ୍ରରେ ପ୍ରଥମ ସ୍ଥାନରେ କେରଳ, ଜାଣନ୍ତୁ ସବୁଠାରୁ ପଛରେ ରହିଛି କେଉଁ ରାଜ୍ୟ ?

କନକ ବ୍ୟୁରୋ : ଦେଶରେ ପ୍ରତି ୧୨ ମିନିଟରେ ଜଣେ ଦୈନିକ ମଜୁରୀଆ ଆତ୍ମହତ୍ୟା କରୁଛନ୍ତି । ଅନେକ ଥର ଆତ୍ମହତ୍ୟା ପଛରେ ଆର୍ଥିକ ଦୂରାବସ୍ଥା ବୋଲି କୁହାଯାଉଛି । ଏହି ସମୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦୈନିକ ମଜୁରୀ ପ୍ରଦାନକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ୨୦୨୧-୨୨ ର…

ମନ୍ତ୍ରୀଙ୍କ ସହ ବୈଠକ ପଡିଲା ମହଙ୍ଗା: ନିଲମ୍ବିତ ହେଲେ ତିନି ଅଧ୍ୟାପକ, ବିଜେପି କହିଲା କେବେ ହେବ ମନ୍ତ୍ରୀଙ୍କ…

କନକ ବ୍ୟୁରୋ: କଲେଜ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ମନ୍ତ୍ରୀଙ୍କ ବିରୋଧରେ କେବେ । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏଭଳି ପ୍ରଶ୍ନ କରିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁରରେ ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ ଉଚ୍ଚ…

ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ପରେ ନ୍ୟାୟ ମାଗୁଛି କୌପିନ ସମାଜ: କୁଆଡେ ଯିବେ, କେଉଁଠି ରହିବେ ସେନେଇ ଚିନ୍ତାରେ…

କନକ ବ୍ୟୁରୋ: ଖୋଲା ଆକାଶ ତଳେ ବାବା । ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ କୌପୁନି ସମାଜଙ୍କର ସବୁ ମନ୍ଦିର ଭାଙ୍ଗିଦେଇଛି ପ୍ରଶାସନ । ଏହାପରେ ଖୋଲା ଆକାଶ ତଳେ ଧୂନି ନିଆଁ ଜାଳି ରହିଛନ୍ତି ବାବା । ରୋଷଶାଳା ଭାଙ୍ଗିଯାଇଥିବାରୁ ଭୋକ ଉପାସରେ ରହିଛନ୍ତି ଏହି ବାବା ମାନେ । ତେଣୁ ଏବେ ନ୍ୟାୟ…