Daily Archives

November 19, 2022

ମନ୍ତ୍ରୀଙ୍କୁ ଜେଲରେ ମାଲିସ, ପ୍ରଶ୍ନ ଘେରରେ ତିହାଡ଼ ଜେଲ

କନକ ବ୍ୟୁରୋ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଏବେ ଯେଉଁ ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି ତାକୁ ମନରେ ଅନେକ ପ୍ରଶ୍ନ ଉଠିପାରେ । ମନି ଲଡ୍ରିଂ ମାମଲାରେ ମନ୍ତ୍ରୀ ଏବେ ତିହାଡ ଜେଲରେ ରହିଛନ୍ତି ଆଉ ଏହା ଭିତରେ ମନ୍ତ୍ରୀଙ୍କୁ କେମିତି ଏଭଳି ସେବା ଓ ସୁବିଧା…

ପଦ୍ମପୁରରେ ପ୍ରଚାରକୁ ଓହ୍ଲାଇଲେ ସୂରଜ ସୂର୍ଯ୍ୟବଂଶୀ। ରାତିରେ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ…

କନକ ବ୍ୟୁରୋ: ଧାମନଗରର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ଏବେ ପଦ୍ମପୁର ଉପନିର୍ବାଚନରେ ବିଜେପି ପାଇଁ ସାଜିଛନ୍ତି ଷ୍ଟାର ପ୍ରଚାରକ୍ । ତାଲିକା ଘୋଷଣା ପରେ ପରେ ସୂରଜ ପହଞ୍ଚି ଯାଇଛନ୍ତି, ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଳ ବ୍ଳକରେ । ସେଠାରେ ପ୍ରଭୁ ନୃସିଂହନାଥଙ୍କୁ ଦର୍ଶନ…

ଡିସେମ୍ବର ୨ ରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର “ପ୍ରତୀକ୍ଷା” ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ଲାଗି ହୋଇଛି…

କନକ ବ୍ୟୁରୋ :  ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ଆସନ୍ତା ଡିସେମ୍ବର ୨ ରେ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ୱାଶିଂଟନ ଡିସି ଏମସି ମଣ୍ଟଗୋମେରି ସିକ୍କିନଠାରେ 'ପ୍ରତୀକ୍ଷା'ର…

ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ୩୦ ଏକର ଜମିରୁ ନଷ୍ଟ କଲେ ଗଞ୍ଜେଇ ଗଛ, ଆନୁମାନିକ ମୂଲ୍ୟ ୨କୋଟିରୁ ଅଧିକ

କନକ ବ୍ୟୁରୋ: ବେଆଇନ୍ ଗଂଜେଇ ଚାଷ ନଷ୍ଟ କରାଯାଇଛି । ଏକର କି ଦୁଇ ଏକର ନୁହେଁ ପ୍ରାୟ ୩୦ଏକର ଚାଷ ଜମି ନଷ୍ଟ କରାଯାଇଛି । ମାଲକାନଗିରି ଚିତ୍ରକୋଣ୍ଡା ବଡପଦର ପଂଚାୟତର ଦୁଇଟି ଗାଁରେ ଚଢାଉ କରାଯାଇ ଗଛ ସବୁ ନଷ୍ଟ କରାଯାଇଛି । ଚିତ୍ରକୋଣ୍ଡା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଏହି…

ଅବଧି ପରେ ବି ମନ୍ଥର ଗତିରେ ଚାଲିଛି ବ୍ରିଜ୍ କାମ: ୫ବର୍ଷରୁ ଅଧିକ ଦିନ ବିତିଗଲା ହୋଇପାରିଲାନି ସ୍ଥାୟୀ ପୋଲ

କନକ ବ୍ୟୁରୋ: ବର୍ଷ ପାହିଗଲା ସରିଲାନି ପୋଲ କାମ । ୫ବର୍ଷରୁ ଅଧିକ ଦିନ ବିତିଗଲା ଚବେରୀ ପୋଲ ଉପରେ ସ୍ଥାୟୀ ପୋଲ ନିର୍ମାଣ କାମ । ଅବଧି ଶେଷ ହୋଇ ମଧ୍ୟ ୩ ବର୍ଷ ବିତିଗଲାଣି । ହେଲେ ନିର୍ମାଣ କାମ ସରିବାର ନାଁ ନେଉନି । ବିକାଶ ପାଇଁ ବାଧକ ସାଜିଛି ଚବେରି ନଦୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର…

ସରକାରଙ୍କ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ: ଗାଡିରେ ଲଦି ହୋଇ ଯାଉଛନ୍ତି ଆବଶ୍ୟକଠୁ ଅଧିକ ସ୍କୁଲ ପିଲା

କନକ ବ୍ୟୁରୋ: ପାଠ ପଢିବା ପାଇଁ ବାଜିରେ ଲାଗୁଛି ଜୀବନ । ଦିନ ଦିପହରରେ ସରକାରଙ୍କ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରାଯାଉଛି । ସ୍କୁଲ ପିଲାମାନଙ୍କୁ ନେବାଆଣିବା କରୁଥିବା ଯାନବାହାନ ମୋଟର ଯାନ ନିୟମ ପାଳନ କରିବେ । ଏନେଇ ଏସ୍ଓପି ଜାରି ହୋଇଛି । ହେଲେ ସବୁ ନିୟମର ଉଲ୍ଲଂଘନ ହେଉଛି । ଏମିତି…