Daily Archives

November 19, 2022

ଚାଷ ବୁଡାଉଛି ଚିଙ୍ଗୁଡି ଘେରି: ବେଆଇନ୍ ଚିଙ୍ଗୁଡି ଘେରିରୁ ବିଷାକ୍ତ ପାଣି ଯୋଗୁଁ ଏକର ଏକର ଫସଲ ନଷ୍ଟ 

କନକ ବ୍ୟୁରୋ: ଫସଲ ଖାଇଗଲାଣି ପାଉଁଶ ପାଣି । ବେଆଇନ୍ ଚିଙ୍ଗୁଡି ଘେରିରୁ ନିର୍ଗତ ହେଉଥିବା ଏହି ବିଷାକ୍ତ ପାଣି ଯୋଗୁ ଏକର ଏକର ଫସଲ ନଷ୍ଟ ହୋଇଗଲାଣି । ଅମଳ ସମୟରେ ଧାନ ଫସଲରେ ଚିଙ୍ଗୁଡି ଘେରିରୁ ନିର୍ଗତ ଲୁଣି ପାଣି ମାଡିଯିବାରୁ ନଷ୍ଟ ହୋଇଯାଇଛି ପ୍ରାୟ ୧୦ ଏକରରୁ ଉର୍ଦ୍ଧ ଜମିରେ ଥିବା ଧାନ…

କରୋନା ବେଳେ ୧୭ଶହ କିଲୋମିଟର ସାଇକେଲ ଚଳାଇ ଗାଁକୁ ଫେରିଥିଲେ: ଏବେ ପାଲଟିଲେ ‘ସାଇକେଲ ଚା’ୱାଲା

କନକ ବ୍ୟୁରୋ: କରୋନାରେ ଜୀବନ ବଂଚାଇ ଚାଲିଆସିଥିଲେ । ସୁଦୂର ମହାରାଷ୍ଟ୍ରରୁ  ୭ ଦିନରେ ପ୍ରାୟ ୧ହଜାର ୭ଶହ କିଲୋମିଟର ରାସ୍ତା ଅତିକ୍ରମ କରି ଘରକୁ ଫେରିଆସିଥିଲେ ଯାଜପୁରର ଯୁବକ ମହେଶ୍ୱର ଜେନା । ରାତି ଦିନ ସାଇକେଲ ଚଳାଇ ପହଂଚିଥିଲେ ଯାଜପୁରରେ । କରୋନାରେ ଜୀବୀକା ତ ହରାଇଥିଲେ ହେଲେ ଏବେ…

ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନ, ଗଡକରୀଙ୍କୁ ଶିବାଜୀ ମହାରାଜଙ୍କ ସହ କଲେ ତୁଳନା

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋସିୟାରୀ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କୋସିୟାରୀ କହିଥିଲେ କି ଛତ୍ରପତି ଶିବାଜୀ ମହାରାଜ ପୁରୁଣା…

ପଦ୍ମପୁର ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ?

କନକ ବ୍ୟୁରୋ: ପଦ୍ମପୁର ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିବେ ପ୍ରଭାରୀ ଏ.ଚେଲ୍ଲା କୁମାର ଓ ରୁଦ୍ର ରାଜୁ । ଏହି ଲିଷ୍ଟରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି…

ପୁଣି ମୁଣ୍ଡ ନେଲା ମୋ ବସ୍। ଭୁବନେଶ୍ୱର ଶତାବ୍ଦୀ ନଗରରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ନାବାଳକ।

କନକ ବ୍ୟୁରୋ: ବେପରୁଆ ଗାଡିଚାଳନା ଯୋଗୁଁ ମୋ ବସ ଦୁର୍ଘଟଣାଗସ୍ତ ହେଉଛି । ଆଉ ଚାଳକଙ୍କ ଏଭଳି ଭୁଲ ଯୋଗୁ ନିରୀହ ଲୋକଙ୍କ ଜୀବନ ଯାଉଛି । ୧୦ ମାସରେ ମୋ ବସ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟହେଲାଣି । ଭୁବନେଶ୍ୱର ରାଜଧାନୀରେ ଗତକାଲି ହୋଇଥିବା ମୋ ବସ୍ ଦୁର୍ଘଟଣାରେ ଜଣେ ୧୩ବର୍ଷର ନାବାଳକର ମୃତ୍ୟୁ…

ପଦ୍ମପୁର ଉପନିର୍ବାଚନ: ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକରୁ ବାଦ ପଡିଲେ ପ୍ରଣବ, ପ୍ରମିଳା, ବ୍ୟୋମୋକେଶ। ବିଜେପି ପାଇଁ…

କନକ ବ୍ୟୁରୋ: ଚାଷୀଙ୍କୁ ନେଇ ବିଜେଡି, ବିଜେପି ଭିତରେ ଟଣାଓଟରା । ବିଜେଡି କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କୁ ଦୋଷ ଦେଉଛି । ସେପଟେ ପଦ୍ମପୁରରେ ଚାଷୀଙ୍କ ଭୋଟ ହାତେଇବାକୁ ଉଦ୍ୟମ ଚାଲିଛି । ଏସବୁ ଭିତରେ ବିଜେପି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପଦ୍ମପୁର…