Daily Archives

November 14, 2022

ସୁଧୁରୁନି ସ୍ଥିତି, ପଛକୁ ହଟୁନି ଚୀନ ସେନା। ସୀମାରେ ସ୍ଥାୟୀ ନିର୍ମାଣ କାର୍ଯ୍ୟ ଜାରି।

କନକ ବ୍ୟୁରୋ: ଏଲଏସିରେ ସୁଧୁରୁନି ସ୍ଥିତି, ପଛକୁ ହଟୁନି ଚୀନ ସେନା । ଏବେ ବି ଜାରି ରଖିଛି ସ୍ଥାୟୀ ନିର୍ମାଣ କାର୍ଯ୍ୟ । ଭାରତୀୟ ସେନା ମୁଖ୍ୟଙ୍କ ବୟାନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବ ଲଦାଖ ଗୋଗ୍ରା ହଟ ସ୍ପ୍ରିଙ୍ଗ୍ ଅଞ୍ଚଳର ପାଟ୍ରୋଲିଂ ପଏଣ୍ଟ ୧୫ରୁ ଭାରତ ଏବଂ ଚୀନ…

ବିଶ୍ୱରେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା: ଭାରତ ବନିଛି ଡାଇବେଟିସର ରାଜଧାନୀ, ସାବଧାନ କରାଇଲେ ଡାକ୍ତର 

କନକ ବ୍ୟୁରୋ: ପ୍ରତିବର୍ଷ ନଭେମ୍ବର ୧୪କୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ, ସଭାସମିତି ତଥା ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ମଧୁମେହ ରୋଗ ପ୍ରତି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି । ତଥାପି ବଢ଼ି ଚାଲିଛି ମଧୁମେୟ ରୋଗୀଙ୍କ…

ବାପା ଇଞ୍ଜିନିୟର, ପୁଅ କଣ୍ଟ୍ରାକ୍ଟର: ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଘରେ…

କନକ ବ୍ୟୁରୋ: ଆଲିଶାନ ବଙ୍ଗଳା, ଘରେ ନାମୀ ଦାମୀ ଘଟାଂ ଓ ରୂପା ଗ୍ଲାସ । ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଏଭଳି ଦାମୀ ସାମଗ୍ରୀ ଦେଖି ତାଜୁବ ହୋଇଛି ଭିଜିଲାନ୍ସ ଟିମ । ଆୟବର୍ହିଭୂତ ସମ୍ପତି ଠୁଳ ନେଇ ମୟୂରଭଞ୍ଜ ଉଦଳା ସବଡିଭିଜନର ଆରଡବ୍ଲୁଏସ ଭାବେ କାର୍ଯ୍ୟରତ ରବିନାରାୟଣ ପଣ୍ଡାଙ୍କ…

ଏଏସଓ ପରୀକ୍ଷା ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ। ଓପିଏସସି ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ।

କନକ ବ୍ୟୁରୋ : ଏଏସ୍ଓ ପରୀକ୍ଷା ବିବାଦରେ ହାଇକୋର୍ଟଙ୍କ ଶୁଣାଣି ଶେଷ ହୋଇଥିବା ବେଳେ  ରାୟ ସଂରକ୍ଷିତ ରହିଛି । ନୂଆ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟ କହିଛନ୍ତି । ଏଏସଓ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପରେ ମାମଲାର ଶୁଣାଣି କରିଛନ୍ତି…

ଅର୍ଚ୍ଚନା ନାଗ ମାମଲାରେ ଇଡିର ତଦନ୍ତ ଜୋରଦାର। ଫୋକସରେ ୨ କୋଟି ଟଙ୍କାର ବ୍ୟାଙ୍କ ଜମା। 

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି ତାର ତଦନ୍ତକୁ ଜୋରଦାର କରିଛି ।  ତେବେ ଫୋକସରେ ରହିଛି କୁଆଡୁ ଆସିଲା ନଗଦ ୨ କୋଟି ଟଙ୍କା ? ବ୍ୟାଙ୍କକୁ ଯାଇ ଇଡି ଖୋଳତାଡ ଆରମ୍ଭ ବି କରିଛି ।  ଛାନଭିନ ବେଳେ ପ୍ରବର୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଥିଲା ଅର୍ଚ୍ଚନା-ଜଗବନ୍ଧୁଙ୍କ…

ପଦ୍ମପୁର ଉପନିର୍ବାଚନ ପାଇଁ ୩ ରାଜନୈତିକ ଦଳର ପ୍ରାର୍ଥୀ ତୟାର: ଶୋଭାଯାତ୍ରା ଆସି ଶକ୍ତି ପ୍ରଦର୍ଶନ କଲେ ପ୍ରଦୀପ…

କନକ ବ୍ୟୁରୋ: ବିଜେପିର ପ୍ରାର୍ଥୀ ପ୍ରସ୍ତୁତ ଥିଲେ, ଦଳୀୟ ନେତା ଓ କର୍ମୀ ପ୍ରସ୍ତୁତ ଥିଲେ । ହେଲେ ଠିକ୍ ନାମାଙ୍କନ ଦାଖଲ ପୂର୍ବରୁ ପଦ୍ମପୁରରେ ବଦଳିଗଲା ବିଜେପିର ନିଷ୍ପତି । ଚାଷୀଙ୍କ ସାଥୀରେ ବସିପଡ଼ିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ…