Daily Archives

November 14, 2022

ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ: ପ୍ରେମିକାର ଗଳା ଚିପି ହତ୍ୟା କରିବା ପରେ ୩୫ ଖଣ୍ଡ କରି କାଟି ଦେଲା ପ୍ରେମିକ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଏମିତି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ, ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରିଯିବ । ଡେଟିଂ ଆପରୁ ପ୍ରେମ, ଏହା ପରେ ଲିଭ୍ ଇନ୍ରେ ରହିଲେ ପ୍ରେମୀଯୁଗଳ । ଶେଷରେ ପ୍ରେମିକାକୁ ତଂଟି ଚିପି ହତ୍ୟା କଲା ପ୍ରେମିକ । କେବେଳ ସେତିକି ନୁହେଁ ମୃତଦେହକୁ…

ରାଜନୀତିରେ ‘ଫସଲ ବୀମା’। ଟାର୍ଗେଟରେ ଚାଷୀଙ୍କ ଭୋଟ୍।

କନକ ବ୍ୟୁରୋ: କିଛିଦିନ ତଳେ ଫସଲ ବୀମାକୁ ନେଇ ଆରମ୍ଭ ହୋଇଥିଲା ପ୍ରତିବାଦ । ଯେତେବେଳେ ଚାଷୀଙ୍କୁ ଫସଲ ବୀମା ମିଳୁନଥିବା ଅଭିଯୋଗରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଶାସକ ବିଜେଡି । ଦଳର ଅଭିଯୋଗ ଥିଲା, ପ୍ରଧାନମନ୍ତ୍ରୀ ଫସଲ ବୀମା…

ବରିହା ପରିବାର ଉପରେ ବିଜେଡିର ଭରଷା। ବର୍ଷା ସିଂ ବରିହାଙ୍କୁ ପଦ୍ମପୁର ବିଜେଡି ଟିକେଟ୍।

କନକ ବ୍ୟୁରୋ : ବହୁ ଅଙ୍କକଷା ପରେ ଶେଷରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ ବିଜେଡି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହାଙ୍କୁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଏନେଇ ଦଳ ପକ୍ଷରୁ…

ଓଡ଼ିଆ ସିନେମା ‘ଦମନ’ ଦେଖି ଖୁସି ହେଲେ ଆଶ୍ରମର ଅନ୍ତେବାସୀ। ପାରଳାଖେମୁଣ୍ଡିର ଇଞ୍ଜିନିୟର ଅନ୍ତେବାସୀଙ୍କ ସହ ବାଣ୍ଟିଲେ…

କନକ ବ୍ୟୁରୋ: ଓଡ଼ିଆ ସିନେମା ଦମନ’ଦେଖି ଖୁବ ଖୁସି ହୋଇଛନ୍ତି ଆଶ୍ରମର ଅନ୍ତେବାସୀ । ସାରାରାଜ୍ୟରେ ଚହଳ ସୃଷ୍ଟି କରିଥିିବା ଓଡ଼ିଆ ଫିଲ୍ମ ଦମନ’ ଦେଖିବାକୁ ଯାଇଥିଲେ ଆଶ୍ରମ ଅନ୍ତେବାସୀ । ଦୀର୍ଘ ଦିନରେ ଏହିଭଳି ଏକ ମୌଳିକ କାହାଣୀ ନେଇ ପ୍ରସ୍ତୁତ ହୋଇଛି ଦମନ’ । ଏହି ଫିଲ୍ମ ପାରଳାଖେମୁଣ୍ଡିର…

ଚିଲିକା ଅଞ୍ଚଳର ଟ୍ୱିଟର ବଏ ରାଜକିଶୋର ନାୟକ। ଟ୍ୱିଟ୍ କରି ସୁଧାରୁଛନ୍ତି ଲୋକଙ୍କ ସମସ୍ୟା।

କନକ ବ୍ୟୁରୋ : ଚିଲିକା ଅଞ୍ଚଳର ଟ୍ୱିଟର ବଏ ରାଜ କିଶୋର ନାୟକ । ପାଠପଢା ସହ ଟୁଇଟର ମାଧ୍ୟମରେ ସାଧାରଣ ଲୋକମାନଙ୍କର ସମସ୍ୟା ସମାଧାନ କରୁଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗାଁର ରାଜକିଶୋର ନାୟକ । ସିଭିଲ ସର୍ଭିସ ପାଇଁ ପଢା ଜାରିରଖିଛନ୍ତି । ପଢା ଭିତରୁ କିଛି ସମୟ ବାହାର…

ଧାନ ବିଲରେ ଫୁଟିଛି କଇଁ ଫୁଲ। ଏକର ଏକର ଚାଷ ଜମିରେ ଜମିଛି ପାଣି, ଅଭିଯୋଗ ପରେ ବି ହୋଇପାରୁନି ନିଷ୍କାସନ।

କନକ ବ୍ୟୁରୋ : ଧାନ ବିଲରେ ଫୁଟୁଛି କଇଁଫୁଲ । ଯେଉଁଠି କ୍ଷେତ୍ରରେ ଧାନ ସହିତ ବିଭିନ୍ନ କିମସର ଫସଲ ଫଳିବା କଥା ସେଠି ଏବେ କଇଁ ଦଳ ଭର୍ତ୍ତି ହୋଇଛି । ଏହ ଦୃଶ୍ୟ ଆସିଛିି କଣାସ ବ୍ଲକରୁ । କଣ୍ଠପଡାରୁ ନେଇ ରାଣୀପଡା ଓ ସୁଧାକର ଅଞ୍ଚଳର ଚାଷୀମାନେ ଚାଷ କାମ ପାଇଁ ବିଭିନ୍ନ ସ୍ଥାନରୁ ଋଣ କରଜ…