Daily Archives

October 28, 2022

କମ୍ପୁଛି ଧାମନଗରର ନିର୍ବାଚନମଣ୍ଡଳୀ: ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ପଦଯାତ୍ରା ଓ ରୋଡ ଶୋ ସହ ଗାଁ ଗାଁ ବୁଲି ସୂରଜଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ଟୁଡୁ କହିଛନ୍ତି ମୋଦିଙ୍କ ବିକାଶ ଧାରାକୁ ଆଧାର କରି ଧାମନଗର ବାସୀ ସୁରଜଙ୍କୁ ଆର୍ଶୀବାଦ ଦେବା ସହିତ ବିଜୟୀ କରିବେ । ଦୁଇ…

ଭିଜିଲାନ୍ସ ଚଢ଼ାଉ ବେଳେ ସାମନାକୁ ଆସିଲା ସାଂଘାତିକ ତଥ୍ୟ । କ୍ରିପ୍ଟୋକରେନ୍ସିରେ ଚୋରିଧନ ନିବେଶ କରାଯାଇଥିବା ସୂଚନା ।

କନକ ବ୍ୟୁରୋ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅ୍ଧମ ଜଣେ ଅଧିକାରୀଙ୍କ ଘରେ ଭିଜିଲାନ୍ସ । ଆରଡବ୍ଲ୍ୟୁଏସଏସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଚଢ଼ାଉ ବେଳେ ତାଙ୍କର କ୍ରିପ୍ଟୋ କରେନ୍ସି ଲିଙ୍କ୍ ସାମ୍ନାକୁ ଆସିଛି…

ଥମୁନି ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନି ଖାଇବା ବିବାଦ: ହେତୁବାଦୀଙ୍କ ବିରୋଧରେ ଦାୟର ହେଲା ମାମଲା

କନକ ବ୍ୟୁରୋ: ସୂର୍ଯ୍ୟପରାଗରେ ଚିକେନ ବିରିୟାନି ଖାଇବାକୁ ନେଇ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଏ ନେଇ ଓଡିଶା ବ୍ରାହ୍ମଣ ସମାଜ ଓ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପୁରୀ ସିଂହଦ୍ୱାର ଓ ଟାଉନ ଥାନାରେ ଏତଲା ଦେଇଥିଲେ । ଏତଲା ଅଧାରରେ ମାମଲା ରୁଜୁ କରିଛି ପୁଲିସ । ଦୁଇ ଜଣେ ହେତୁବାଦୀ…

ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗାଁ ଲୋକ । ନଦୀରେ ନିର୍ମାଣ କରିଛନ୍ତି ଅସ୍ଥାୟୀ କାଠ ପୋଲ । 

କନକ ବ୍ୟୁରୋ: ଗମନାଗମନର ସମସ୍ୟା । ରାସ୍ତାଟିଏ ପାଇଁ ବହୁବାର ଅନୁରୋଧ କଲେ । ହେଲେ ହୋଇପାରିଲାନି ରାସ୍ତା କି ବ୍ରିଜ୍ । ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ । ଲୋକଙ୍କ ବାଟ ଓଗାଳୁଛି ଝଂଜାବତୀ ନଦୀ  । ଅନ୍ୟ ଦିନ ତ ଦୂର କଥା ବର୍ଷା ଦିନରେ ବି ସ୍ଥିତି ବେହାଲ ହୋଇପଡୁଛି ।…

ଉତ୍ତର ପ୍ରଦେଶ ବ୍ୟବସାୟୀଙ୍କୁ ନେଇ ଆମେରିକାରେ ଚର୍ଚ୍ଚା, ୫୦ ହଜାର ଚାକିରି ଦେବାକୁ ଘୋଷଣା

କନକ ବ୍ୟୁରୋ : ଦିନକୁ ଦିନ ଭାରତୀୟମାନେ ବିଦେଶରେ ବଡ ବଡ ପଦରେ ଅବସ୍ଥାପିତ ହେଉଛନ୍ତି । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ତ ବ୍ରିଟେନର ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରଧାନମନ୍ତ୍ରୀ । ଏସବୁ ଭିତରେ ପୁଣି ଜଣେ ଭାରତୀୟ ବ୍ୟବସାୟୀ ଆମେରିକାରେ ଚର୍ଚ୍ଚା ସାଉଣ୍ଟୁଛନ୍ତି । ମାଇକ୍ରୋନ…

ଦୟନୀୟ ସ୍ଥିତିରେ କଳାକାର । ଭତ୍ତା ପାଇବା ପାଇଁ ଦେଉଛନ୍ତି ପରୀକ୍ଷା ।

କନକ ବ୍ୟୁରୋ: ଭତ୍ତା ଟଙ୍କା ପାଇଁ କଳାକାର ଦେଉଛନ୍ତି ପରୀକ୍ଷା । ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି ସମସ୍ତ କଳାକାର । ହଜିଯାଉଥିବା କଳାକୁ ବଞ୍ଚାଇ ରଖିବାକୁ ଘୋଷଣା ହୋଇଛି ଭତ୍ତା ।  ହେଲେ ଭତ୍ତା ପାଇବାକୁ ଚାଲିଛି ପରୀକ୍ଷା । କଳାକାର ମାନେ ସାଜିଛନ୍ତି ପରୀକ୍ଷାର୍ଥୀ । ଏଭଳି ଖବର ଆସିଛି…