Daily Archives

October 28, 2022

କାଳିଆ ଯୋଜନାରେ କେଳେଙ୍କାରୀ । ନବରଙ୍ଗପୁର କୋଷାଗୁମୁଡା ନୂନପାଣିରେ ଚାଷୀଙ୍କ ଟଙ୍କା ହଡପ

କନକ ବ୍ୟୁରୋ: ଗାଁରୁ ଗାଁକୁ ମାଡିଚାଲିଛି କାଳିଆ ଟଙ୍କା କେଳେଙ୍କାରୀ ଘଟଣା । ଏବେ ପୁଣି ନବରଙ୍ଗପୁରରେ ଏହି କାଳିଆ ଟଙ୍କା ହେରଫେର ହୋଇଥିବା ଘଟଣା ସାମନାକୁ ଆସିଛି । କାଳିଆ ଟଙ୍କା ନେଇ ଅଭିଯୋଗର ତାଲିକା ବି ଲମ୍ବି ଚାଲିଛି । ନବରଙ୍ଗପୁରର ଅଲେଖଗୁଡା ଗାଁ ପରେ ପରେ ଏବେ ଯୋଡି ହୋଇଛି…

ଥାନାବାବୁଙ୍କ ଥାର୍ଡ ଡିଗ୍ରୀ । ବିନା କାରଣରେ ଥାନାରେ ଯୁବକଙ୍କୁ ମାଡ ମାରିଲେ ବନ୍ଧପଡ଼ା ପୁଲିସ । 

କନକ ବ୍ୟୁରୋ: ଥାନାବାବୁଙ୍କ ଥାର୍ଡ ଡିଗ୍ରୀ । କାରଣ ନକହି ଯୁବକଙ୍କୁ ପିଟିଲେ । ଯୁବକ ଜଣକ ବାହାରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ । ଥାନାରେ  ରଖିବା ସହିତ କାରଣ ନକହି ନିଧୂର୍ମ ପିଟିଚାଲିଥିଲେ । ସିଂଘାଣିମୁଣ୍ଡାର ସୁରେଶ ସାହୁଙ୍କୁ ପୁଲିସ ଉଠାଇ ନେଇ ମାଡ…

ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀ ମମତା । କନ୍ଧମାଳରେ ରକ୍ତମୁଖା ମାଓବାଦୀ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ୍ ।

କନକ ବ୍ୟୁରୋ: ମୋଷ୍ଟ ୱାଣ୍ଟେଡ୍ ମହିଳା ମାଓବାଦୀ ମମତା, କନ୍ଧମାଳରେ ରକ୍ତମୁଖା ମାଓବାଦୀ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମାଓନେତ୍ରୀ ନେତୃତ୍ୱରେ ସକ୍ରିୟ ହୋଇପଡ଼ିଛନ୍ତି ମହିଳା ମାଓବାହିନୀ । ପୁଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଛି ମାଓ ନେତ୍ରୀ ମମତା । କନ୍ଧମାଳ-କଳାହାଣ୍ଡି…

କମେଣ୍ଟ ମାରିବାକୁ କେନ୍ଦ୍ର କରି କଙ୍ଗାରୁ କୋର୍ଟ । ତାଳଚେର ବାଲୁଗାଁରେ ଯୁବକଙ୍କୁ ଗାଁ ଦାଣ୍ଡରେ ଶାସ୍ତି

କନକ ବ୍ୟୁରୋ: ଅନୁଗୁଳର କଙ୍ଗାରୁ କୋର୍ଟ । କମେଣ୍ଟ ମାରିବାକୁ ନେଇ ଯୁବକଙ୍କୁ ଗାଁ ଦାଣ୍ଡରେ ଲଣ୍ଡା କଲେ ଲୋକ । ଅନୁଗୁଳ ଜିଲ୍ଲା ତାଳଚେର ବାଲୁଗାଁରୁ ଆସିଛି ଏପରି ଖବର । ସେହି ଗାଁର ଛାତ୍ରୀମାନେ କଲେଜକୁ ପାଠ ପଢ଼ିବାକୁ ଯାଉଥିବା ବେଳେ ୩ ଜଣ ଯୁବକ ସେମାନଙ୍କୁ ଲଗାତର ଭାବେ କମେଣ୍ଟ ମାରୁଥିଲେ…

୧୦ କିଲୋ ବ୍ରାଉନସୁଗାର ଜବତ: ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ

କନକ ବ୍ୟୁରୋ: ଚଳିତ ବର୍ଷ ସବୁଠାରୁ ବଡ଼ ପରିମାଣ ବ୍ରାଉନସୁଗାର ଜବତ କରିଛି ପୋଲିସ । ୧୦ କେଜିର ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ ହେବ । ଏନେଇ ସୂଚନା ଦେଲେ ଆଇଜି ହିମାଂଶୁ ଲାଲ । ଏହି ଘଟଣାରେ ୬ ଜଣ ଧଳା ଜହର ବ୍ୟବସାୟୀ ଗିରଫ ହୋଇଛନ୍ତି । ମୁଖ୍ୟ…

ପାକିସ୍ତାନ ହାରୁ ହାରୁ ଟିମ୍ ଇଣ୍ଡିଆ ଉପରେ ବର୍ଷିଲେ ସୋଏବ ଅଖତର । କହିଲେ, ଆସନ୍ତା ସପ୍ତାହରେ ଭାରତ ବି ଘରକୁ ଫେରିବ ।

କନକ ବ୍ୟୁରୋ : କ୍ରିକେଟ ହେଉଛି ଅନିଶ୍ଚିନ୍ତତାର ଖେଳ । ଆଉ ଏହାର ଝଲକ ପାକିସ୍ତାନ-ଜିମ୍ବାୱେ ମ୍ୟାଚରେ ଦେଖିବାକୁ ମିଳିଛି । ରୋମାଞ୍ଚକର ମୁକାବିଲାରେ ପାକିସ୍ତାନକୁ ୧ ରନରେ ମାତ୍ ଦେଇ ଜିମ୍ବାୱେ ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । କାରଣ ଜିମ୍ବାୱେ ବିପକ୍ଷରେ ପ୍ରଥମରୁ ହିଁ…