Daily Archives

October 25, 2022

ଘରଚଟିଆର ବନ୍ଧୁ ପାଲଟିଛନ୍ତି ସମ୍ବଲପୁରର ସୁବ୍ରତ । ହଜି ଯାଉଥିବା ପକ୍ଷୀଙ୍କ ପାଇଁ ନିଜ ଘରେ ତିଆରି କରିଛନ୍ତି ୩୦ରୁ…

କନକ ବ୍ୟୁରୋ: କିଚିରି ମିଚରି ଶବ୍ଦରେ ଫାଟି ପଡୁଛି ପରିବେଶ । ଘର ସାରା ଘୁରି ବୁଲୁଛନ୍ତି ବିଲୁପ୍ତ ହୋଇଯାଉଥିବା ପକ୍ଷୀ ଗୁଡିକ । ଗାଁ ଦାଣ୍ଡରେ ଆଉ ସେହି କିଚିରି ମିଚିରି ଶଦ୍ଦ ଶୁଭୁନଥିବା ବେଳେ ପକ୍ଷୀମାନଙ୍କ ବଂଶ ଲୋପ ପାଇଗଲାଣି । ହେଲେ ବିଲୁପ୍ତ ଘର ଚଟିଆଙ୍କ ବଂଶ ରକ୍ଷା କରିବାକୁ ଆଗଇ…

ପୁଲିସ ଛାଉଣୀରେ ପରିଣତ ହେଲା ଚାନ୍ଦୁଆ ସହର ପିପିଲି । ଗୁଳିମାଡ ପରେ ବୋମାମାଡ ଯୋଗୁ ବଢୁଛି ଉତ୍ତେଜନା ।

କନକ ବ୍ୟୁରୋ: ପିପିଲିରେ ପୁଲିସ ଛାଉଣୀ । ଫେଲ୍ ମାରିଛି ବୁଝାମଣା । ଏହାରି ଭିତରେ ଅଶାନ୍ତ ହୋଇପଡ଼ିଛି ପିପିଲି । ୭ନମ୍ବର ୱାର୍ଡରେ ପୁଲିସ ଛାଉଣୀ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୀପାବଳିରେ ବୋମାମାଡ ସହ ଜଣଙ୍କୁ ଗୁଳିମାଡ ହୋଇଥିଲା । ଯାହାଫଳରେ ଅଶାନ୍ତ ହୋଇପଡ଼ିଛି ପିପିଲି ।…

ଗୋପରେ ଫେଲ ମାରିଛି ସରକାରୀ ଯୋଜନା। ଆଜିବି ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ଯୋଜନା।

କନକ ବ୍ୟୁରୋ: ଫେଲ୍ ମାରିଛି ସରକାରଙ୍କ ଯୋଜନା । କିଛି ଗରିବ ହତାଧିକାରୀଙ୍କ ପାଖରେ ଯେମିତି ସବୁ ଅପହଞ୍ଚ ପାଲଟିଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋପ ଅଞ୍ଚଳର ଷୋଳପୁର ଗାଁରେ । ଫାଇଲିନ୍ ପରେ ପରେ କିଛି ଲୋକଙ୍କ ସ୍ଥିତିରେ ଆସିପାରିନି ସୁଧାର । ଅତି ଦୟନୀୟ ଅବସ୍ଥାରେ ସେମାନଙ୍କ…

ଦିବ୍ୟାଙ୍ଗଙ୍କ ସାଥି ପାଲଟିଛି ରାଉରକେଲାର ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର । ୬ ଶହରୁ ଅଧିକ ଭିନ୍ନକ୍ଷମଙ୍କୁ…

କନକ ବ୍ୟୁରୋ: ସେମାନେ ବି ହୋଇପାରିବ ସକ୍ଷମ । ଦିବ୍ୟାଙ୍ଗ ହୋଇଗଲ ବି ଜଣେ ଜୀବନ ସାରା ଅକ୍ଷମ ହୋଇ ରହିବ ତା ନୁହେଁ । ଏହାର ନିଦାନ ବି ଅଛି । ଭିନ୍ନକ୍ଷମଙ୍କ ବରଦାନ ପାଲଟିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇଛି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ବେସାହାରା ଦିବ୍ୟାଙ୍ଗ ମାନଙ୍କର କୃତ୍ରିମ…

ବମ୍ବେ ହାଇକୋର୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ରାୟ : ବିନା ପ୍ରମାଣରେ ସ୍ୱାମୀକୁ ମଦୁଆ ଓ ଚରିତ୍ରହୀନ କହିବା ନିଷ୍ଠୁରତା ସହ…

କନକ ବ୍ୟୁରୋ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି କି ବିନା ପ୍ରମାଣରେ କୌଣସି ସ୍ତ୍ରୀ ତାର ସ୍ୱାମୀକୁ ମଦୁଆ କିମ୍ବା ଚରିତ୍ରହୀନ କହିବା ନିଷ୍ଠୁରତା ସହ ସମାନ । ଏହି ମାମଲାରେ ବମ୍ବେ ହାଇକୋର୍ଟ ପୁଣେର ଏକ ଦମ୍ପତ୍ତିଙ୍କ ବିବାହ ବିଛେଦ ନେଇ ପରିବାର ଅଦାଲତ ଦେଇଥିବା ରାୟକୁ…

ଜାଣିରଖନ୍ତୁ ପେଟ୍ରୋଲ ପମ୍ପର ନିୟମ । ପେଟ୍ରୋଲ ପମ୍ପରେ ରହିଛି ଆପଣଙ୍କର କି କି ଅଧିକାର?

କନକ ବ୍ୟୁରୋ: ପେଟ୍ରୋଲ ଦାମକୁ ନେଇ ଏବେ ସବୁୁଠି ଟେନସନ୍ । ପେଟ୍ରୋଲ ଦର ଏବେ ସବୁଠି ଶହେ ଉପରେ ଥିବାବେଳେ, ମହଙ୍ଗା ଦର ସମସ୍ତଙ୍କୁ ବାଧିବାରେ ଲାଗିଛି । ଆଉ ଏଭଳି ସମୟରେ ଅନେକ ଥର ଅଭିଯୋଗ ଆସେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଠକେଇ ନେଇ । କିଏ କହେ ପେଟ୍ରୋଲ ପମ୍ପରେ ସେ ଠକେଇର ଶିକାର…