Daily Archives

October 25, 2022

ଦିନେ ଲଗାନ୍ ଦେଉଥିଲେ, ଏବେ ଲଗାମ୍ ଧରିବେ ।  ଯିଏ ଶାସନ କରୁଥିଲେ, ଏବେ ସେ ଶାସିତ ହେବେ । ସୋସିଆଲ୍ ମିଡିଆରେ ଭାଇରାଲ…

କନକ ବ୍ୟୁରୋ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ତେବେ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଗୋଟିଏ ଫଟୋ ଏବେ ବେଶ୍ ଚର୍ଚ୍ଚା ସାଉଣ୍ଟିଛି । ଏମିତିକି ନେତା ମନ୍ତ୍ରୀ ବି ଏ ଫଟୋକୁ ସେୟାର କରିଛନ୍ତି । ଆଉ ଯାହାର ଶୀର୍ଷକ ରହିଛି ଲଗାନରୁ ଲଗାମ୍ ପର୍ଯ୍ୟନ୍ତ…

ଭୁବନେଶ୍ୱର ଆକାଶରେ ସୂର୍ଯ୍ୟପରାଗ। ମହାଜାଗତିକ ଦୃଶ୍ୟ ଦେଖୁଛନ୍ତି ରାଜଧାନୀବାସୀ   

କନକ ବ୍ୟୁରୋ:  ରାଜଧାନୀ ଭୁବନେଶ୍ୱର ଆକାଶରେ ଦୃଶ୍ୟମାନ ହୋଇଛି ବର୍ଷର ଶେଷ ସୂର୍ଯ୍ୟପରାଗ । ୪ଟା ୫୫ ପରେ ଏହା ସ୍ପଷ୍ଟ ପ୍ରତ୍ୟୟମାନ ହୋଇଛି । ଲୋକେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାକୁ ଦେଖୁଛନ୍ତି । ସେହିଭଳି ପ୍ଲାନେଟୋରିୟମରେ ମଧ୍ୟ ଲୋକଙ୍କୁ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି ।

ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କୁ ଦିଆଯାଇପାରେ ବିଶ୍ରାମ ! ଜାଣନ୍ତୁ କାହାକୁ ମିଳିପାରେ ସୁଯୋଗ?

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ମହାବିଜୟ ହାସଲ କରିବା ପରେ ନେଦରଲାଣ୍ଡ ବିପକ୍ଷରେ ୨୭ ଅକ୍ଟୋବରରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଉ ଏଥିପାଇଁ ପଡିଆରେ ଦୀର୍ଘ ଘଣ୍ଟା ଧରି ଝାଳ ବୁହାଇଛି ଭାରତ । କାରଣ ନେଦରଲାଣ୍ଡ ବିପକ୍ଷରେ ମ୍ୟାଚ୍ ବିଜୟୀ ହୋଇ ସେମିଫାଇନାଲ ରାସ୍ତାକୁ ଆହୁରି ସହଜ…

ଭାରତରେ ଦୃଶ୍ୟମାନ ହେଲା ଶେଷ ସୂର୍ଯ୍ୟପରାଗ, ବିଭିନ୍ନ ସ୍ଥାନରେ ଦେଖୁଛନ୍ତି ଲୋକେ।

କନକ ବ୍ୟୁରୋ: ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିସାରିଛି । ଏହା ଆଂଶିକ ସୂର୍ଯ୍ୟପରାଗ ଯାହା ୟୁରୋପ, ଉତ୍ତର ପୂର୍ବ ଆଫ୍ରିକା ଏବଂ ପଶ୍ଚିମ ଏସିଆର କିଛି ଅଞ୍ଚଳରେ ଦୃଶ୍ୟମାନ ହେଉଛି । ଭାରତରେ ବର୍ତ୍ତମାନ ସୁଦ୍ଧା ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ, ଉଜୈନ ଭଳି ଅଞ୍ଚଳରେ…

ଇଟାନଗର ନାହାରଲଗୁନରେ ଭୟାନକ ଅଗ୍ନିକାଣ୍ଡ, ଜଳିଗଲା ୭ ଶହରୁ ଅଧିକ ଦୋକାନ

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଦେଖିବାକୁ ମିଳିଛି ଭୟାନକ ଅଗ୍ନିକାଣ୍ଡ । ଇଟାନଗର ନାହାରଲଗୁନ ଠାରେ ଅଗ୍ନିକାଣ୍ଡ ଘଟି ୭୦୦ ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ କାହାର ଜୀବନ ଯାଇଥିବା ନେଇ କୌଣସି ସୂଚନା ମିଳିପାରି ନାହିଁ । ସୂଚନା ମୁତାବକ…

ମାନବ ସଭ୍ୟତା ଓ ସୂର୍ଯ୍ୟପରାଗ। କେବେ ଠାରୁ ସୂର୍ଯ୍ୟପରାଗ ନେଇ ରହିଛି ତଥ୍ୟ ପଢନ୍ତୁ…

କନକ ବ୍ୟୁରୋ: ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟପରାଗ । ୧୩ଶହ ବର୍ଷ ପରେ ଦୀପାବଳି ଅମାବାସ୍ୟାରେ ଲାଗୁଛି ସୂର୍ଯ୍ୟପରାଗ । ନାସାର ସୂଚନା ଅନୁଯାୟୀ ୫ହଜାର ବର୍ଷ ପୂର୍ବେ ମଣିଷ ସୂର୍ଯ୍ୟପରାଗ ବିଷୟରେ ପ୍ରଥମେ ଜାଣିବାକୁ ପାଇଥିଲା । ଆଇଲ୍ୟାଣ୍ଡରେ ସାଢେ ୩ହଜାର ବର୍ଷ ପୂର୍ବେ ୩୦ ନଭେମ୍ବରରେ…