Daily Archives

October 19, 2022

ଆଇଏମଡି ଜିଏଫଏସ ମଡେଲ କହିଲା, ୨୮ ତାରିଖ ସକାଳେ ଓଡିଶାରେ ହୋଇପାରେ ଲ୍ୟାଣ୍ଡଫଲ୍। ଆଗାମୀ ୨୪ ଘଣ୍ଟାରେ ଲଘୁଚାପ, ୨୨ରେ…

କନକ ବ୍ୟୁରୋ: ଆଇଏମ୍ଡି-ଜିଏଫ୍ଏସ୍ ମଡେଲର ଆକଳନ । ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ସିତ୍ରାଙ୍ଗ’ । ଆଇଏମଡି-ଜିଏଫ୍ଏସ୍ ମଡେଲ ଜାରିକରିଛି । ଏହି ମଡେଲ କହୁଛି, ଉତ୍ତର ଓଡ଼ିଶା ଉପକୂଳରେ ହୋଇପାରେ ଲ୍ୟାଣ୍ଡଫଲ୍ । ୨୮ ତାରିଖ ସକାଳ ୫ଟା ୩୦ରେ ବାତ୍ୟା ଛୁଇଁପାରେ ସ୍ଥଳଭାଗ ।…

ପାର୍ବଣ ଋତୁରେ ପୁଣି ଡରାଇଲାଣି କରୋନା , ମହାରାଷ୍ଟ୍ରରେ କରୋନାର ନୂଆ ପ୍ରଜାତି ଚିହ୍ନଟ

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ ଚିନ୍ତା ବଢାଇଲାଣି କରୋନା । ପ୍ରତି ଲହର ପରି ଏଥରକ ମଧ୍ୟ ମହାରାଷ୍ଟ୍ରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନାର ଗୋଟିଏ ନୂଆ ପ୍ରଜାତି ଓ ଓମିକ୍ରନର ୨ଟି ଉପପ୍ରଜାତି ଚିହ୍ନଟ ହୋଇଛି…

ଚାକିରି କରାଇଦେବାକୁ କହି ନକଲି ରାକେଟ ଚଳାଇଥିବା ସଂସ୍ଥା ଉପରେ ଲାଗିବ ରୋକ, ସଚେତନତା ଆରମ୍ଭ କଲା ପୂର୍ବତଟ ରେଳ ବିଭାଗ

କନକ ବ୍ୟୁରୋ :  ଦେଶରେ ଏବେ ବେକାରୀ ସମସ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଶିକ୍ଷିତ ଯୁବକ ଯୁବତୀମାନେ ଚାକିରି ଆଶାରେ କିଛି ବି କରିବାକୁ ପଛାଉ ନାହାଁନ୍ତି । ବାଶ୍ ଏହାର ସୁଯୋଗ ନେଉଛନ୍ତି କିଛି ନକଲି ରାକେଟ । ସେମାନେ ପୂର୍ବତଟ ରେଳବାଇରେ ଚାକିରି କରାଇଦେବାକୁ କହି ବେକାରୀ ଯୁବକ…

ନନ୍ଦନକାନନ ପାଚେରୀ ନିକଟରେ ଜଙ୍ଗଲୀ ହାତୀ ପଲ । ନଜର ରଖିଛି ବନବିଭାଗ

କନକ ବ୍ୟୁରୋ: ନନ୍ଦନକାନନ ପାଚେରୀ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀ ପଲ । ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖରେ ଏହି ହାତୀପଲ ରହିଥିବା ଦେଖିବାକୁ ମିଳିଛି । ନନ୍ଦନକାନନ ପଛପଟ ପାଚେରୀ କଡରେ ପାଣି ଜମି ରହିଥିବା ବେଳ ତା ନିକଟରେ ଥିବା ଚାଷ ଜମି ପାଖରେ ଏହି ହାତୀ ପଲ ରହିଛନ୍ତି । ମଙ୍ଗଳବାର…

ଆନ୍ଧ୍ର ଛାତ୍ରୀଙ୍କ ଟମ୍ କ୍ରୁଜ ଭଳି ଇଂରାଜୀ ଶୈଳୀ, ସରକାରୀ ସ୍କୁଲ ଛାତ୍ରୀଙ୍କ ଆମେରିକୀୟ ଇଂରାଜୀ କହିବା ଶୈଳୀକୁ ନେଇ…

କନକ ବ୍ୟୁରୋ: ପର୍ପଲ ରଙ୍ଗର ୟୁନିଫର୍ମ ଆଉ ରିବନ ସହ ଦୁଇଟି ଲମ୍ବା ବେଣୀ ଥିବା ମେଘନା ଆନ୍ଧ୍ରପ୍ରଦେଶ କାକିନାଡା ଜିଲ୍ଲାର କୌଣସି ସରକାରୀ ସ୍କୁଲର ସାଧାରଣ ଛାତ୍ରୀ ଭଳି ଲାଗନ୍ତି । ତେବେ ଯେତେବେଳେ ସେ କ୍ୟାମେରା ସାମ୍ନାରେ ଇଂରାଜୀ ପରୀକ୍ଷା ପାଇଁ କହିବା ଆରମ୍ଭ କଲେ ଆଉ କହିଥିଲେ– ହାଏ…

ପୁଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ । କେନ୍ଦୁଝରର ଜନଗହଳିପୁର୍ଣ୍ଣ ସ୍ଥାନରେ ଲୁଟେରାଙ୍କ ଦୌରାତ୍ମ୍ୟ

କନକ ବ୍ୟୁରୋ: ସୁନା ଗହଣା ଦୋକାନରୁ ଲୁଟ୍ । ତା ପୁଣି ଏସପି ଅଫିସ୍ ସାମନାରୁ । କେନ୍ଦୁଝରର ଜନଗହଳିପୂର୍ଣ୍ଣ ସ୍ଥାନରୁ ପୁଲିସକୁ ଚ୍ୟାଲେଞ୍ଜ୍ ଦେଇ ଲୁଟ କରିଛନ୍ତି ଲୁଟେରା । ଚାରିପଟେ ସିସିଟିଭି କ୍ୟାମେରା ଲାଗିଛି । ଜନଗହଳି ସ୍ଥାନ ସାଙ୍ଗକୁ ଜିଲ୍ଲାପାଳ, ଏସପି ଓ ବିଭିନ୍ନ ଅଫିସ ସହ ବ୍ୟାଙ୍କ…