Daily Archives

October 19, 2022

ବେଡରେ ନୁହେଁ ଚଟାଣରେ ଚାଲିଛି ଚିକିତ୍ସା । ବେଡ ନଥିବାରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ ଓ ପ୍ରସୂତି

କନକ ବ୍ୟୁରୋ: ବେଡରେ ନୁହେଁ ଚଟାଣରେ ଚାଲିଛି ଚିକିତ୍ସା । ସ୍ମାର୍ଟସିଟି ରାଉରକେଲା ସରକାରୀ ହସପିଟାଲରୁ ଆସିଛି ଏମିତି ଖବର । ଏହି ହସ୍ପିଟାଲକୁ ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ବହୁ ରୋଗୀ ଆସନ୍ତି । ଏପରିକି ବୀରମିତ୍ରପୁରରୁ ନେଇ ଝାଡଖଣ୍ଡ ଅଞ୍ଚଳର ବହୁ ରାଗୀ ଚିକିତ୍ସିତ ହୋଇଥାନ୍ତି ।…

କିସ୍ତିରେ ମୋବାଇଲ କିଣିଲେ ବୋଲି ଜୀବନ ହାରିଲେ ସ୍ତ୍ରୀ । ସ୍ୱାମୀ ସହ ଯୁକ୍ତି କରି ବିଷ ପିଇଲେ ମହିଳା । 

କନକ ବ୍ୟୁରୋ: ଫାଇନାନସରେ ସ୍ୱାମୀ ମୋବାଇଲ କିଣିଲେ ବୋଲି ଜୀବନ ହାରିଲେ ସ୍ତ୍ରୀ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଏମଭି-୧୪ ଗାଁରେ । ଗାଁର  ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଏକ ଦାମୀ ମୋବାଇଲ ଫୋନ୍ ମାଗିଥିଲେ । ତେବେ ଆର୍ଥିକ ସ୍ଥିତି ଭଲନଥିବାରୁ ସେ…

କପିଳ ଦେବ କଲେ ଭବିଷ୍ୟବାଣୀ । ବିଶ୍ୱକପ୍ ସେମିଫାଇନାଲ୍ ଖେଳିପାରିବନି ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଆରମ୍ଭ ହେଇସାରିଛି ବିଶ୍ୱକପ୍, ବାଜି ସାରିଛି ଫଟାଫଟ୍ କ୍ରିକେଟର ବିଗୁଲ । ଟିମ୍ ଇଣ୍ଡିଆ ୱାର୍ମଅପ୍ ମ୍ୟାଚରେ ନିଜର ଜଲୱା ଦେଖେଇବା ସହ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ହରେଇ ସାରିଛି । ଆଉ ବିଶ୍ୱକପ୍ ଜିତିବା ଦୌଡରେ ଏବେ ଆଗରେ ରହିଛି ରୋହିତ ବାହିନୀ । ହେଲେ ଏତିକି…

ଡଲାର ତୁଳନାର ଟଙ୍କାର ମୂଲ୍ୟ ହ୍ରାସ, ଏକ ଡଲାର ତୁଳନାରେ ୮୩ ଟଙ୍କା ପାର କଲା ଭାରତୀୟ ମୁଦ୍ରା।

କନକ ବ୍ୟୁରୋ: ବୁଧବାର ଡଲାର ତୁଳନାରେ ଟଙ୍କାର ମୁଲ୍ୟ ହ୍ରାସ ପାଇଛି । ପାଖାପାଖି ୬୬ ପଇସା ଅର୍ଥାତ ୦.୮ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ଏକ ଡୁଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୩.୦୨ ପହଞ୍ଚିଛି । ଅକ୍ଟୋବର ୭ରେ ପ୍ରତି ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ…

ଜୟ ଶାହାଙ୍କ ବୟାନ ପରେ ପ୍ରତିକ୍ରିୟାଶୀଳ ହେଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । କହିଲା, ଶାହାଙ୍କ ବୟାନ ଏକତରଫା । ୨୦୨୩…

କନକ ବ୍ୟୁରୋ: ବିସିସିଆଇ ସମ୍ପାଦକ ଜୟ ଶାହା ଟିମ୍ ଇଣ୍ଡିଆର ପାକିସ୍ତାନ ଗସ୍ତକୁ ସିଧା ସିଧା ମନା କରିଦେବା ପରେ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ଏନେଇ ପିସିବି ଏସିଆ କ୍ରିକେଟ୍ ପରିଷଦର ଏକ ଜରୁରୀକାଳୀନ ବୈଠକ ଡାକିବାକୁ ଚିଠି ଲେଖିଛି । ଖାଲି ସେତିକି…

ଏହି ରାଜ୍ୟ ସରକାର ଆଣିଲେ କଡା କଟକଣା, ଦିପାବଳୀରେ ବାଣ ଫୁଟାଇଲେ ୬ ମାସ ଜେଲ ଦଣ୍ଡ

କନକ ବ୍ୟୁରୋ : ଆଗକୁ ଆସୁଛି ଆଲୋକର ପର୍ବ ଦିପାବଳୀ । ଏହି ଅବସରରେ ଗାଁରୁ ସହର ଯାଏ ଆଲୁଅରେ ସଜେଇ ହେବା ସହ ସବୁଠି ବାଣ ଫୁଟାଇଥାନ୍ତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ । ହେଲେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଥର ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଛନ୍ତି । ଦିଲ୍ଲୀ…