Daily Archives

October 15, 2022

ପୁଣି ନାଟୋକୁ ପରମାଣୁ ଧମକ ଦେଲେ ପୁଟିନ । ଜି-୭ ରାଷ୍ଟ୍ର କହିଲେ ପରବର୍ତ୍ତୀ ସ୍ଥିତି ଘାତକ ହେବାକୁ ଯାଉଛି

କନକ ବ୍ୟୁରୋ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ନାଟୋକୁ ଚେତାବନୀ ଦେଇଛନ୍ତି । ପୁଟିନ କହିଛନ୍ତି ଯେ ରୁଷ୍ ସହ ନାଟୋର କୌଣସି ସିଧାସଳଖ ଯୁଦ୍ଧ କିମ୍ବା ମୁହାଁମୁହିଁ ପରିସ୍ଥିତି ହେଲେ, ଏହା ବିଶ୍ୱ ପାଇଁ ବଡ଼ ବିପର୍ଯ୍ୟୟ ଆଣିବ…

ଏକତରଫା ପ୍ରେମର କରୁଣ ପରିଣତି । ଅଶ୍ଳୀଳ ଭିଡିଓ ଭାଇରାଲ କଲା ଦୁର୍ବୃତ୍ତ । ଲୋକଲଜ୍ଜା ଭୟରେ ଛାତ୍ରୀଙ୍କ ଆତ୍ମହତ୍ୟା

କନକ ବ୍ୟୁରୋ: ନିରାକାରପୁର ଥାନା ଆଗରେ ଛାତ୍ରୀଙ୍କ ମୃତଦେହକୁ ରଖି ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ପରିବାର ଓ ଗ୍ରାମବାସୀ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ ।…

ବଢିପାରେ ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କ ଶକ୍ତି । ଜିନପିଙ୍ଗଙ୍କ ହାତରେ ଶାସନ ଡୋରି ଆସିଲେ ବଢିବ ଭାରତ ଚିନ୍ତା

କନକ ବ୍ୟୁରୋ : ବଢିବ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଶକ୍ତି । ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହୋଇପାରନ୍ତି ସି ଜିନପିଙ୍ଗ୍ । ରବିବାରଠୁ ରାଜଧାନୀ ବେଜିଂରେ ଆରମ୍ଭ ହେବ ଚିନ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ । ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ହେବାକୁ ଥିବା…

ପ୍ରକାଶ ପାଇଲା ତିନି ଦଳର ଷ୍ଟାର ପ୍ରଚାରକ ତାଲିକା । ବିଜେଡି ତାଲିକାରୁ ବାଦ ପଡ଼ିଲେ ସମୀର ଦାଶ । ହେଲେ କେଭି…

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ମାହୋଲ ସରଗରମ ହୋଇପଡ଼ିଥିବା ବେଳେ ତିନି ପ୍ରମୁଖ ଦଳ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି । ପ୍ରାୟ ସବୁ ବଡ଼ ନେତାଙ୍କୁ ସବୁ ଦଳ ପ୍ରଚାର ମୈଦାନକୁ ଆଣିବାକୁ ଚେଷ୍ଟା କରିଛନ୍ତି । ତେବେ କିଛି ପ୍ରମୁଖ ମୁହଁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍…

ଭାରତ ଯୋଡର ୧୦୦୦ କିଲୋମିଟର ଯାତ୍ରା ପୂରା । ମଂଚରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : କର୍ଣ୍ଣାଟକରେ ଶନିବାର ମେଗା ଶୋ କରିଛି କଂଗ୍ରେସ । ଭାରତ ଯୋଡ ଯାତ୍ରା ଚାଲିଛି ଓ ଶନିବାର ଏହା ୧୦୦୦କିଲୋମିଟର ଯାତ୍ରା ପୂରା କରିଛି ଓ ଯାତ୍ରାକୁ ୩୮ଦିନ ପୂରିଛି । ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବେଲ୍ଲାରୀରେ ଏକ ବିଶାଳ ଜନସଭା କରିଛନ୍ତି । ଜନସଭାକୁ ସମ୍ବୋଧିତ…

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ । ୧୮ ତାରିଖରେ ଘୂର୍ଣ୍ଣିବଳୟ, ୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ…

କନକ ବ୍ୟୁରୋ: ୧୮ରେ ଘୂର୍ଣ୍ଣିବଳୟ, ୨୦ରେ ଲଘୁଚାପ କ୍ଷେତ୍ର । ୧୮ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଓ ତା’ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ…