Daily Archives

October 14, 2022

ଓଡ଼ିଶାରେ ଖଡଗେ । ପିସିସି ସଭ୍ୟଙ୍କୁ ଭେଟି ଦଳର ସର୍ବୋଚ୍ଚ ପଦବୀ ପାଇଁ ଭୋଟ୍ ଦେବାକୁ କଲେ ନିବେଦନ, କହିଲେ, କଂଗ୍ରେସର…

କନକ ବ୍ୟୁରୋ : କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଲଢୁଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଜୋରଦାର ପ୍ରଚାର । ବୁଲି ବୁଲି ସବୁ ରାଜ୍ୟରେ ପ୍ରଚାର କରୁଛନ୍ତି ଆଉ ସମର୍ଥନ ଲୋଡୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ଆସି ତାଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ମଲ୍ଲିକାର୍ଜୁନ…

ବିମାନରେ ବୋମାଥିବା ଭୟ, ଦିଲ୍ଲୀରେ ଜରୁରୀ ଅବତରଣ କଲା ମସ୍କୋରୁ ଆସିଥିବା ବିମାନ

କନକ ବ୍ୟୁରୋ : ବିମାନରେ ବୋମା ଥିବା ଭୟ ଭିତରେ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କଲା ମସ୍କୋରୁ ଆସିଥିବା ବିମାନ ଏସୟୁ ୨୩୨ । ୩୮୬ ଯାତ୍ରୀଙ୍କ ସହ ମୋଟ ୪୦ ଜଣଙ୍କୁ ବିମାନରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଋଷର ଏରୋଫ୍ଲଟ ଏୟାରକ୍ରାଫ୍ଟର ଏହି ବିମାନ ଗୁରବାର ରାତି ୨ଟା ୧୫ ମିନିଟରେ ଦିଲ୍ଲୀର…

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ । ୧୧ ଥର ଛୁରୀ ମାରିବା ପରେ ଗୁରୁତର

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ । ଆକ୍ରମଣର ଶିକାର ହୋଇଥିବା ୨୮ ବର୍ଷିୟ ଆଇଆଇଟି ଛାତ୍ର ସୁଭମ ଗାର୍ଗ ସେଠାରେ ମେକାନିକାଲ ଇଞ୍ଜିନିୟରିଂରେ ଗବେଷଣା କରୁଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ସିଡନର ନ୍ୟୁ ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟରେ ୧୧ ଥର ଛୁରା ସୁଭମଙ୍କୁ…

ମହିଳା କମିଶନରେ ଦୀପିକା । କହିଲେ, ପୁଅକୁ ବାପାର ପରିଚୟ ନମିଳିବା ପର୍ଯ୍ୟନ୍ତ ଜାରି ରହିବ ଲଢ଼େଇ ।

କନକ ବ୍ୟୁରୋ : ପୁଅକୁ ବାପା ପରିଚୟ ଦେବା ପାଇଁ ଜାରି ରହିଛି ଦୀପିକାଙ୍କ ଲଢେଇ । ବ୍ରହ୍ମପୁରର କେ. ଦୀପିକା ଆଜିବି ମହିଳା କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ତାଙ୍କ ପୁଅର ବାପା ଦୀନେଶ ବୋଲି ଡିଏନଏ ଟେଷ୍ଟ ହୋଇ ସାରିଛି । ସେପଟେ ଦୀନେଶ ଆଜି ବି କମିଶନଙ୍କ…

ବାଜିଲା ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ । ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେନାହିଁ…

କନକ ବ୍ୟୁରୋ : ନଭେମ୍ବର ୧୨ରେ ହେବ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ହିମାଚଳପ୍ରଦେଶର ୬୮ ବିଧାନସଭା ଆସନ ପାଇଁ ୧୨ ତାରିଖରେ ଭୋଟ ପଡିବ ଓ ଡିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ପାଇଁ ଅକ୍ଟୋବର…

୧୮ରେ ଘୂର୍ଣ୍ଣିବଳୟ ହେବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା । ଆଇଏମଡି କହିଲା ଆଗାମୀ ୫ ଦିନ ଯାଏଁ ନାହିଁ…

କନକ ବ୍ୟୁରୋ :  ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ତାର ପାଶ୍ୱର୍ବର୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ହେଲେ ଆସନ୍ତା ୫ ଦିନ ଭିତରେ ବାତ୍ୟା ସମ୍ପର୍କରେ କୌଣସି…