Daily Archives

October 13, 2022

ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗଫାଶରେ ରାଜନୀତି ପାଣି ଗୋଳିଆ। ସମ୍ପର୍କରେ ଥିବା ବହୁ ବିଧାୟକ ଓ ମନ୍ତ୍ରୀଙ୍କ…

କନକ ବ୍ୟୁରୋ: ଅର୍ଚ୍ଚନାଙ୍କ ନାଗଫାଶରେ ବଡ ବଡ ବ୍ୟବସାୟୀ, ନେତା ପଡିଥିବା ନେଇ ଫଟୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ବଢିଛି । ଆଗକୁ ଆଉ କାହାର ନାଁ ଆସିବ ସେନେଇ ପ୍ରମାଦ ଗଣୁଛନ୍ତି ନେତା ଓ ବିଧାୟକ । କାରଣ, ଅର୍ଚ୍ଚନାଙ୍କ ଘରକୁ ବଡବଡିଆଙ୍କ ଯିବାଆସିବା ଲାଗି ରହୁଥିଲା । ସେମାନଙ୍କୁ…

ବହୁଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ମାମଲା, ବୃହତ ଖଣ୍ଡପୀଠରେ ହେବ ଶୁଣାଣି

କନକ ବ୍ୟୁରୋ : ସ୍କୁଲ ଓ କଲେଜରେ ହିଜାବ ପିନ୍ଧିବାର ଅଧିକାର ମିଳିବା ଦରକାର ନା ନାହିଁ । କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ଉପରେ ନିଷ୍ପତି ଏବେ ସୁପ୍ରିମକୋର୍ଟର ବୃହତ ଖଣ୍ଡପୀଠ ନେବେ । ଦୁଇ ଜଣିଆ ଖଣ୍ଡପୀଠ ହିଜାବ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଅଲଗା ଅଲଗା ରାୟ ଦେଇଥିଲେ । ଯେଉଁ…

ଆଣବିକ ଯୁଦ୍ଧ ମୁହାଁ ରୁଷ, କୌଣସି ମୁହୂର୍ତ୍ତରେ ହୋଇପାରେ ଆଣବିକ ଆକ୍ରମଣ

କନକ ବ୍ୟୁରୋ : ବିଶ୍ୱ ମାନଚିତ୍ରରୁ ୟୁକ୍ରେନର ଚିହ୍ନ ଲିଭାଇବାକୁ ଯୁଦ୍ଧ ମୁହାଁ ରୁଷ । ଦୀର୍ଘ ୮ ମାସ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ କ୍ରିମିଆ ଆକ୍ରମଣ ପରେ ଆହୁରି ପ୍ରତିଶୋଧ ପରାୟଣ ହୋଇଉଠିଛି ରୁଷ । ଯୁଦ୍ଧ ଏବେ ଏଭଳି ସ୍ଥିତିରେ ପହଂଚିଛି, ଯେକୌଣସି ସମୟରେ ରୁଷ ଆଣବିକ…

ଦୀପାବଳି ପାଇଁ ଚଳଚଞ୍ଚଳ ପୁରୀର କୁମ୍ପୁରି ଗାଁ। ଘରେ ଘରେ ପ୍ରସ୍ତୁତ କରାଯାଉଛି ମାଟି ଦୀପ। 

କନକ ବ୍ୟୁରୋ: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଆଉ ଦୀପାବଳି ପାଇଁ କୁମ୍ଭକାରମାନେ ଲାଗିପଡିଛନ୍ତି ଦୀପ ପ୍ରସ୍ତୁତିରେ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର କୁମ୍ପୁରି ଗାଁରେ କାରିଗର ମାନେ ଲାଗିପଡିଛନ୍ତି ଦୀପ ପ୍ରସ୍ତୁତିରେ । ଘରେ ଘରେ ପୁରୁଷ ଆଉ ମହିଳାମାନେ ନିଜର କାମ ସାରି ମାଟିକୁ…

ନରବଳି ପରେ ଖାଇଥିଲେ ନରମାଂସ,ସାମ୍ନାକୁ ଆସିଲା ହତ୍ୟାକାରୀଙ୍କ ବର୍ବରତା

କନକ ବ୍ୟୁରୋ : କେରଳର ପଥନାମଥିଟ୍ଟା ନରବଳୀ ଘଟଣାକୁ ନେଇ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଅଭିଯୁକ୍ତ ଦମ୍ପତି ଧନୀ ହେବା ଆଶାରେ କିଭଳି ବର୍ବରତାର ସବୁ ସୀମା ଟପି ଦୁଇ ମହିଳାଙ୍କୁ ବଳି ଦେଇଥିଲେ ଏବଂ ଏହା ପରେ ମୃତଦେହକୁ ୬୧ ଖଣ୍ଡ କରି କାଟି ଏକ ବାଲଟିରେ ଭର୍ତି କରିଥିଲେ, ତାହା…

ଅନାଥ ପିଲାଙ୍କୁ ପରିଚୟ ଦେଉଛି ସୁନ୍ଦରଗଡ଼ ଜିଲ୍ଲାର ପୋଷ୍ୟସନ୍ତାନ କେନ୍ଦ୍ର ଦିଶା ଓ କାର।। ୫ ବର୍ଷରେ ୨୧ ଶିଶୁଙ୍କୁ…

କନକ ବ୍ୟୁରୋ: ଅନାଥ ପିଲାଙ୍କୁ ପରିଚୟ ଦେଉଛି ସୁନ୍ଦରଗଡ଼ ଜିଲ୍ଲାର ପୋଷ୍ୟସନ୍ତାନ କେନ୍ଦ୍ର ଦିଶା ଓ କାରା । ଗତ ୫ ବର୍ଷ ମଧ୍ୟରେ ଏହି ଦୁଇଟି ଅନୁଷ୍ଠାନରୁ ୨୧ ଜଣ ଶିଶୁଙ୍କୁ କୋଳେଇ ନେଇଛନ୍ତି ବିଦେଶୀ ଦମ୍ପତି । ମୋଟ ୧୩୨ ଜଣ ଶିଶୁ ବାପା, ମାଆ ଏବଂ ନୂଆ ପରିବାର ପାଇଛନ୍ତି । ଆଉ ବଦଳିଯାଉଛି…