Daily Archives

October 5, 2022

ଆହୁରି ୫ ଦିନ ଲାଗି ରହିବ ବର୍ଷା । ଗୁରୁବାର ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

କନକ ବ୍ୟୁରୋ: ଦୁର୍ବଳ ହୋଇଛି ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ହେଲେ ଏବେ ବି ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଯଦିଓ ଲଘୁଚାପ ଦୁର୍ବଳ ହୋଇଛି, ତଥାପି ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦୁର୍ବଳ ହେଲା ଲଘୁଚାପ…

ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ବିଜୟା ଦଶମୀ। ପୂଜା ମଣ୍ଡପରେ ମହାମାୟାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା।

କନକ ବ୍ୟୁରୋ: ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ଜୟ । ଆସୁରିକ ଶକ୍ତି ଉପରେ ଦୈବୀ ଶକ୍ତିର ବିଜୟ । ଆଉ ଏହାର ପ୍ରତୀକ ହେଉଛି ବିଜୟା ଦଶମୀ ବା ଦଶହରା । ମହିଷାସୁରର ପାପଭାରରେ ଯେତେବେଳେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ ସେତେବେଳେ ଧରାପୃଷ୍ଠରେ ଅବତରଣ କରିଥିଲେ ଜଗଦଜନନୀ ମାଆ…

ନିର୍ବାଚନ ବେଳେ ମାଗଣାବଣ୍ଟା ଉପରେ ଲାଗିବ କି ଅଙ୍କୁଶ ? ରାଜନୈତିକ ଦଳକୁ ନିର୍ବାଚନ କମିସନଙ୍କ ପ୍ରସ୍ତାବ

କନକ ବ୍ୟୁରୋ: ନିର୍ବାଚନ ଆସିଲେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନେତା ମାନେ ଦେଇଥାନ୍ତି ଅନେକ ପ୍ରତିଶ୍ରୁତି । ମାଗଣା ଯୋଜନାର ପ୍ରଲୋଭନ ବି ଦେଖାଇଥାନ୍ତି । ହେଲେ ଏବେ ନେତାମାନେ ଏଭଳି କିଛି କରିପାରିବେ ନାହିଁ । ରାଜନୈତିକ ଦଳଗୁଡିକର ମାଗଣା ଯୋଜନା ଉପରେ ଏଣିକି ଲାଗିବ ରୋକ । ଏନେଇ…

ସମାଜରେ ଆଜି ବି ରହିଛି ଅନେକ ଅପଶକ୍ତି, ରାବଣର ଦଶମୁଣ୍ଡ ସହ ସମାନ ଏହି ଅପଶକ୍ତି।

କନକ ବ୍ୟୁରୋ: ରାବଣ ଚରିତ୍ରକୁ ବିଭିନ୍ନ ପୂରାଣରେ ଭିନ୍ନ ଭିନ୍ନ ଭାବରେ ଚିତ୍ରଣ କରାଯାଇଛି । ମହାଜ୍ଞାନୀ, ପଣ୍ଡିତ ବ୍ରାହ୍ମଣ ରାବଣର ଚିତ୍ର ଓ ଚରିତ୍ରକୁ ନେଇ ବିଭିନ୍ନ ସମୟରେ ବିବାଦ ମଧ୍ୟ ହୋଇଛି । କିନ୍ତୁ ଗୋଟିଏ କଥା ସତ ପଣ୍ଡିତ ହୋଇ ବି ତାର ଅହଙ୍କାର ତାକୁ ଓ ତାର ସୁନାର ଲଙ୍କାକୁ…

ଆଦିପୁରୁଷରେ ରାବଣର ରୂପକୁ ନେଇ ବଡ଼ ବିବାଦ । ଟିଜର ରିଲିଜ ହେବା ପରେ ରାବଣର ସାଜସଜ୍ଜା ଓ ପୁଷ୍ପକ ବିମାନର ଚିତ୍ରଣକୁ…

କନକ ବ୍ୟୁରୋ: ବିବାଦ ବଲିଉଡ୍ ସିନେମା ଆଦିପୁରୁଷକୁ ନେଇ । ସିନେମାର ଟିଜରଟି ସାମ୍ନାକୁ ଆସିବା ପରେ ଏହାକୁ ଅନେକ ବିରୋଧ କରାଯାଉଛି । ଏହି ଚଳଚ୍ଚିତ୍ର ପୌରାଣିକ କଥାବସ୍ତୁ ରାମାୟଣ ଉପରେ ଆଧାରିତ ହୋଇଛି । ଯେଉଁଥିରେ ସାଉଥ ସୁପରଷ୍ଟାର ପ୍ରଭାସ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ତୁଲାଉଥିବାବେଳେ…

କାବୁଲରେ ବଡଧରଣର ବିସ୍ଫୋରଣ। ବର୍ତ୍ତମାନ ସୁଦ୍ଧା ୩ ମୃତ, ୨୫ରୁ ଅଧିକ ଆହତ।

କନକ ବ୍ୟୁରୋ: ପୁଣି ରକ୍ତରଂଜିତ ହୋଇଛି ଆଫଗାନିସ୍ତାନର ରାଜଧାନୀ କାବୁଲ । ବୁଧବାରଦିନ କାବୁଲର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମସଜିଦଟି ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର…