Daily Archives

September 25, 2022

ଦିନେ ଷ୍ଟେଜ ସୋରେ ଚମକୁଥିଲେ ଏହି ମଡେଲ, ହେଲେ ଜାଣନ୍ତୁ ଏବେ କାହିଁକି ବିକୁଛନ୍ତି ଚା ?

କନକ ବ୍ୟୁରୋ : ଆପଣମାନେ ଆଗରୁ ଏଭଳି ଅନେକ ଖବର ଶୁଣିଛନ୍ତି । କୋଲକତାର ଜଣେ ଝିଅ ଇଂଗ୍ରାଜୀରେ ଉଚ୍ଚଶିକ୍ଷିତା ହେବା ପରେ ଗୁଜୁରାଣ ମେଣ୍ଟାଇବାକୁ ଚା ଦୋକାନ କରୁଛନ୍ତି ଓ ତାଙ୍କ ଚା ଦୋକାନର ନାମ ଇଂଲିସ ଏମଏ ଚା ଦୋକାନ ରଖିଛନ୍ତି । ସେହିଭଳି ବିହାରର ଜଣେ ଝିଅ ମଧ୍ୟ ଗ୍ରାଜୁଏସନ କରିବା ପରେ…

କ୍ଲିନିକରେ ଲାଗିଲା ନିଆଁ: ଡାକ୍ତରଙ୍କ ସମେତ ୨ ପୁଅ ଝିଅ ଜୀବନ୍ତ ଦଗ୍ଧ, ପତ୍ନୀ ଓ ମା’ଗୁରୁତର

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲା ରେନିଗୁଣ୍ଟାରେ ଥିବା ଏକ କ୍ଲିନିକରେ ନିଆଁ ଲାଗିଗଲା । ଏଥିରେ ଡାକ୍ତରଙ୍କ ସହ ତାଙ୍କର ଦୁଇ ପୁଅ ଝିଅଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ମା’ ଓ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନା…

ଜାମ୍ମୁକାଶ୍ମୀର କୁଫୱାଡାରେ ୨ ଆତଙ୍କବାଦୀ ନିହତ। ୨ଟି ଏକେ-୪୭ ରାଇଫଲ, ହ୍ୟାଣ୍ଡ ଗ୍ରେନଡ୍ ଜବତ କରାଯାଇଛି। 

କନକ ନ୍ୟୁଜ: ଜାମ୍ମୁକାଶ୍ମୀରରୁ ବଡ ଖବର ସାମ୍ନାକୁ ଆସିଛି । ସୁରକ୍ଷାବଳଙ୍କୁ ବଡ ସଫଳତା ମିଳିଛି । ଭାରତୀୟ ସେନା ଏବଂ ସ୍ଥାନୀୟ ପୋଲିସ ନିୟନ୍ତ୍ରଣ ରେଖା ନିକଟରେ ୨ ଆତଙ୍କୀଙ୍କୁ ମାରିଦେଇଛନ୍ତି । ଏମାନଙ୍କ ପାଖରୁ ୨ଟି ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ୪ଟି ହ୍ୟାଣ୍ଡ ଗ୍ରେନେଡ ଜବତ…

ଆସିଲା ଭୁବନେଶ୍ୱରର କ୍ଲବ ସଭାପତି ନିର୍ବାଚନ ଫଳାଫଳ। ଲଗାତାର ଦ୍ୱିତୀୟ ଥର ସଭାପତି ନିର୍ବାଚିତ ହେଲେ ଅସିତ ତ୍ରିପାଠୀ।

କନକ ନ୍ୟୁଜ: ଅସିତ୍ ତ୍ରିପାଠୀ ହେଲେ ରାଜ୍ୟର ସବୁଠାରୁ କ୍ଷମତାଶାଳୀ କ୍ଲବ ସଭାପତି । ଲଗାତର ଦ୍ୱିତୀୟଥର ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଅସିତ୍ ୮୧ ଦଶମିକ ୫ ପ୍ରତିଶତ ଭୋଟ୍ ପାଇଛନ୍ତି । ତାଙ୍କ ସହ ତାଙ୍କ ପ୍ୟାନେଲ…

ସରଗରମ ରାଜସ୍ଥାନ ରାଜନୀତି । ଆଜି ଇସ୍ତଫା ଦେଇପାରନ୍ତି ଅଶୋକ ଗେହଲଟ, ଜାଣନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ ?

କନକ ବ୍ୟୁରୋ : ଅଶୋକ ଗେହଲଟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ହେବା କଥା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ହେଲେ ତାଙ୍କ ପରେ କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏନେଇ ଆଜି ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକ ସନ୍ଧ୍ୟା ୬ ଟାରେ ବସିବ । ଏନେଇ…

ରନଆଉଟକୁ ନେଇ ଦୀପ୍ତିଙ୍କୁ ଟାର୍ଗେଟ କରୁଥିଲେ ଇଂଲଣ୍ଡ କ୍ରିକେଟର ବ୍ରଡ ଓ ଆଣ୍ଡରସନ । ଆଇସିସି ନିୟମର ସ୍କ୍ରିନସଟ୍…

କନକ ବ୍ୟୁରୋ : ଇଂଲଣ୍ଡ ମାଟିରେ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଦଳ । ଇଂଲଣ୍ଡ ଦଳକୁ ୩-୦ରେ ମାତ୍ ଦେଇ ପ୍ରଥମ ଥର ପାଇଁ ଇଂଲଣ୍ଡ ମାଟିରେ ସିରିଜ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଶେଷ ଦିନିକିଆ ମ୍ୟାଚ୍ ଏଥିପାଇଁ ଆହୁରି ସ୍ମରଣୀୟ ହୋଇଥିଲା କାରଣ ଏହା ଭାରତୀୟ ଦ୍ରୁତ ବୋଲର ଝୁଲଣ…