Daily Archives

September 22, 2022

ପୋଲିସ କରୁଛି ପୋଲିସର ତଦନ୍ତ: ୭ ଦିନ ବିତିଯାଇଥିଲେ ବି ଆଗକୁ ବଢୁନି ତଦନ୍ତ

କନକ ବ୍ୟୁରୋ: କଂଟାବାଞ୍ଜି ଅଂଚଳର ଦାଦନ ଦଲାଲଙ୍କ ନିକଟରୁୁ ଜବତ ହୋଇଥିବା ଟଙ୍କା ହିସାବରେ ତାଳମେଳ ନରହିବା ମାମଲାର ତଦନ୍ତ କରୁଛି ବଲାଙ୍ଗୀର ପୋଲିସ । ହୋଟେଲରେ ଚଢ଼ାଉ ଦିନ ପୋଲିସ ଦେଇଥିବା ହିସାବ ଓ ପରବର୍ତି ସମୟରେ ଦେଖାଇଥିବା ଟଙ୍କା ଭିତରେ ପାର୍ଥକ୍ୟ ଥିବା କଥାକୁ ସ୍ୱୀକାର କରିଥିଲେ…

ପୁଣି ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ । ୩ ସନ୍ତାନଙ୍କ ନାମରେ ଠକେଇ ଅଭିଯୋଗ

କନକ ବ୍ୟୁରୋ : ପୁଣି ଅଡୁଆରେ ପଡିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଓ ତାଙ୍କର ୩ଜଣ ସନ୍ତାନଙ୍କ ଉପରେ ଲାଗିଛି ଠକେଇ ଅଭିଯୋଗ । ଟ୍ରମ୍ପ, ତାଙ୍କ ପରିବାର ଓ ଟ୍ରମ୍ପ ଅରଗାନଇଜେନ ବିରୋଧରେ ନ୍ୟୁର୍ୟକର ଏକ ସରକାରୀ ଆଇଜନୀବି ଲେଥିଆର ଜେମସ ଏହି ମାମଲା ରୁଜୁ…

ବିଭିନ୍ନ ରାଜ୍ୟରେ ତଦନ୍ତକାରୀ ସଂସ୍ଥାର ତନାଘନା । ଟେରର ଫଣ୍ଡିଂ ଅଭିଯୋଗ ଆଧାରରେ ଚଢାଉ

କନକ ବ୍ୟୁରୋ : ପିଏଫଆଇ ବା ପପୁଲାର ଫ୍ରଣ୍ଟଅଫ୍ ଇଣ୍ଡିଆ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏର ବଡ ଧରଣର ଚଢାଉ । ଦେଶର ବିଭିନ୍ନ ସ୍ଥାନରେ ରେଡ ରଖିଛି ଏନଆଇଏ   । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଉତରପ୍ରଦେଶ, କର୍ଣ୍ଣାଟକ. ତାମିଲନାଡୁ ସହ ଏକାଧିକ ସ୍ଥାନରେ ଖୋଲତାଡ କରାଯାଉଛି ।…

ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡିଲା ରୁପା ଇଟା: କାର ସିକ୍ରେଟ ଚ୍ୟାମ୍ବରରୁ ଧରିଲା ଅବକାରୀ ବିଭାଗ

କନକ ବ୍ୟୁରୋ: ଧାଡି ଧାଡି ହୋଇ ରଖାଯାଇଛି ଖଣ୍ଡ ଖଣ୍ଡ ରୂପା ଇଟା । ପାଖରେ ରହିଛି ବିଭିନ୍ନ ପ୍ରକାରର ପୁଳା ପୁଳା ରୂପା ଅଳଙ୍କାର । ଆଉ ନଗଦ ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏହା କୌଣସି ଭଣ୍ଡାରର ଦୃଶ୍ୟ ନୁହେଁ । ଏକ କାରରେ ଗଞ୍ଜାମ ଆସ୍କାରୁ ପଶ୍ଚିମବଂଗର ଖଡଗପୁରକୁ ଚାଲାଣ ହେଉଥିବାବେଳେ…

ସରକାରୀ ଅଧିକାରୀ ବନାମ ଜନପ୍ରତିନିଧି: ବୁକ୍ ସର୍କୁଲାର ପାଳନ କରୁନାହାନ୍ତି ବାବୁ! ତାଗିଦ କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଚିଠି । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ସଚିବଙ୍କୁ ଚିଠି ଲେଖାଯାଇଛି । ସାଂସଦ ଓ ବିଧାୟକମାନଙ୍କ ପ୍ରତି ଆଚରଣ ଠିକ୍ ରଖିବାକୁ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି କେନ୍ଦ୍ର ସରକାର । ଜନପ୍ରତିନିଧିଙ୍କୁ…

ସୋସିଆଲମିଡିଆରେ ଟ୍ରୋଲ ହେଲେ ଭୁବନେଶ୍ୱର କୁମାର: ରାଗି ଯାଇ ସମାଲୋଚକଙ୍କ ପାଟି ଚୁପ୍ କଲେ ସ୍ତ୍ରୀ

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ଭାରତର ପରାଜୟ ପରେ ଏବେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି ଭୁବନେଶ୍ୱର କୁମାର । ୧୯ତମ ଓଭରରେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ କ୍ରିକେଟପ୍ରେମୀମାନେ ଟ୍ରୋଲ କରିଛନ୍ତି । ଭୁବନେଶ୍ୱର କୁମାର ଟ୍ରୋଲ ହେବା ପରେ ଏବେ ତାଙ୍କ…