Daily Archives

September 18, 2022

ଚିତାକୁ ନେଇ ତେଜୁଛି ରାଜନୀତି। ମୋଦୀଙ୍କୁ କଂଗ୍ରେସର ଟାର୍ଗେଟ। 

କନକ ବ୍ୟୁରୋ: ଦୀର୍ଘ ସାତ ଦଶନ୍ଧି ପରେ ଦେଶକୁ ଆସିଛନ୍ତି ଚିତା । ନାମ୍ବିଆରୁ ଆସିଥିବା ୮ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ବିଜେପି ଏହାର ପୁରା ଶ୍ରେୟ ନେବାକୁ ଚେଷ୍ଟା ଚଳାଇଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି…

ମାଓ ବିରୋଧୀ ଭିଡିଓ କଲେ, ଗୁଳି ଖାଇଲେ। ମାଓବାଦୀଙ୍କ ଟାର୍ଗେଟରେ ଯୁବକ!

କନକ ବ୍ୟୁରୋ: ୟୁଟ୍ୟୁବରେ ନକ୍ସଲ ବିରୋଧୀ ଭିଡିଓ କରିଛନ୍ତି ଛତିଶଗଡ ଭୂତବେଡା ନିବାସୀ ହିନ୍ଦୁ ମାର୍କମ । ଗତ ୧୫ ତାରିଖରେ ବିଚ ରାସ୍ତାରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ମାର୍କମଙ୍କ ନାଁରେ ଅଭିଯୋଗ ହେଲା, ସେ ପୁଲିସ ଇନଫର୍ମର ଥିଲେ । ନବରଙ୍ଗପୁର ଏସପି ଓ ଛତିଶଗଡର ଗାରିଆବନ୍ଧ…

ଉନ୍ମୋଚନ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି: ଦେଖନ୍ତୁ, ନୂଆ ଜର୍ସିରେ ଭାରତୀୟ ଖେଳାଳିଙ୍କୁ

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଉନ୍ମୋଚନ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି । ନୂଆ ଜର୍ସିରେ ନଜର ଆସିଲେ ଭାରତୀୟ ମହିଳା ଓ ପୁରୁଷ ଦଳ । ଜର୍ସି ଉନ୍ମୋଚନ ହେବା ପରେ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ । ଏଥର ବିଶ୍ୱକପରେ ଏହି ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଏହି…

ଲାଞ୍ଚ ନେଉଛି ସାଇବର ଥାନା! ପୋଲ ଖୋଲିଲେ ସ୍ମାର୍ଟସିଟିର ଝିଅ

କନକ ବ୍ୟୁରୋ: ଭୁବନେଶ୍ୱର ସାଇବର ଥାନା ବିରୋଧରେ ସାଙ୍ଘାତିକ ଅଭିଯୋଗ । କୌଣସି ଅପରାଧ ନକରି କିଭଳି ବାରମ୍ବାର ସାଇବର ଥାନାକୁ ଦୌଡିବାକୁ ପଡୁଛି ଏବଂ ଲାଞ୍ଚ ଦେବା ପରେ ବି ମାନସିକ ନିର୍ଯାତନା ଦିଆଯାଉଛି ସେନେଇ କନକ ନ୍ୟୁଜ କ୍ୟାମେରାରେ କହିଛନ୍ତି ଜଣେ ଯୁବତୀ । ଗତ ୫ ମାସରେ ୬୦ଥର ସାଇବର…

ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଧାର୍ଯ୍ୟ ସମୟରେ ଘର ନସାରିଲେ ଦେବାକୁ ପଡିବ ଜରିମାନା।

କନକ ବ୍ୟୁରୋ: ସମାଲୋଚନା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କଠୋର ହୋଇଛି କେନ୍ଦ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ବୟାନବାଜି ଭିତରେ କଠୋର ଆଭିମୁଖ୍ୟ ଦେଖାଇଛି କେନ୍ଦ୍ର । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଓଡିଶା ସମେତ…

କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ବଡ ଅଭିଯୋଗ,‘ପ୍ରଧାନମନ୍ତ୍ରୀଙ୍କ କଥାରେ ପରିଚାଳିତ ଓଡିଶା ସରକାର’

କନକ ବ୍ୟୁରୋ: ରାଜ୍ୟରେ ଭାରତଯୋଡ ପଦଯାତ୍ରା ପାଇଁ ରଣନୀତି ପ୍ରସ୍ତୁତ କରୁଛି ଦଳ । ପଦଯାତ୍ରା ପାଇଁ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସି ଦଳୀୟ ନେତାଙ୍କ ସହ ଆଲୋଚନା କରିି ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି  । ଆଉ ବୈଠକ ପରେ ବିଜେଡି ଓ ବିଜେପିର ଦଳର ସମ୍ପର୍କକୁ ନେଇ ସାଙ୍ଘାତିକ ଅଭିଯୋଗ…