Daily Archives

September 16, 2022

ପୁଣି ଥରେ ଭାରତରେ ଦୌଡିବ ‘ଚିତା, ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ଆସୁଛନ୍ତି ୮ଟି ବାଘ ଓ ବାଘୁଣୀ

କନକ ବ୍ୟୁରୋ : ପୁଣି ଭାରତରେ ଦେଖିବାକୁ ମିିଳିବ ବିଲୁପ୍ତ ପ୍ରଜାତିର ଚିତାବାଘ । ଏହାର ବାଂଶ ଭାରତରେ ଲୁପ୍ତ ହୋଇଯାଉଥିବାରୁ କେନ୍ଦ୍ର ସରକାର ନାମିବ୍ୟାରୁ ୮ ଟି ଚିତାବାଘ ଆଣିବାର ବ୍ୟବସ୍ଥା କରିଛନ୍ତି । ଏହାକୁ ଏବେ ବିମାନ ଯୋଗେ ଭାରତ ଅଣାଯାଉଛି । ଆଉ ଏ ହେଉଛି ସେଇ ବିମାନ । ଚିତାକୁ…

ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ନୀତିଶ? ୨୦୨୪ ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଆଗୁଆ…

କନକ ବ୍ୟୁରୋ: ନୀତିଶ କୁମାରଙ୍କ ଏକ ବୟାନ ଏବେ ଜାତୀୟ ରାଜନୀତିରେ  ଝଡ଼ ସୃଷ୍ଟି କରିଛି । ନୀତିଶ କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନରେ ଯଦି ଅଣବିଜେପି ଦଳ କେନ୍ଦ୍ରରେ ସରକାର ଗଠନ କରେ, ତେବେ ଦେଶର ପ୍େରତ୍ୟକ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ । ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ…

ନିଶା ନିବାରଣ କେନ୍ଦ୍ରରୁ ଆସିଲା ଅଭାବନୀୟ ଦୃଶ୍ୟ । ଯୁବକଙ୍କୁ ନିଷ୍ଠୁର ଭାବେ ମାଡ ମାରୁଛନ୍ତି ପରିଚାଳକ ।

କନକ ବ୍ୟୁରୋ: ନିଶା ଖାଉଥିବା ଯୁବକଙ୍କ ନିଶା ଛଡାଇବାକୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡିଥାନ୍ତି । ଭାବିଥାନ୍ତି ତାଙ୍କ ପିଲା ନିଶା ନିବାରଣ କେନ୍ଦ୍ରରେ ରହିବା ପରେ ସୁଧୁରି ଯିବ । ଆଉ ନିଶା ଖାଇବ ନାହିଁ । କିନ୍ତୁ ଯେଉଁମାନେ ନିଶା ନିବାରଣ କେନ୍ଦ୍ରରେ…

ଧାନ ଚାଷ ଆରମ୍ଭରୁ ଖାଲି ସମସ୍ୟା ଆଉ ସମସ୍ୟା। ଗଜପତି ଚାଷୀଙ୍କୁ ସୋସାଇଟିରେ ମିଳୁନି ସାର।

କନକ ବ୍ୟୁରୋ: ଚାଷ କାମ ଆରମ୍ଭରୁ ଶେଷ ଯାଏଁ ଖାଲି ସମସ୍ୟା ହିଁ ସମସ୍ୟା । ହଳ କରିବା ଠାରୁ ଧାନ ଅମଳ କରିବା ଯାଏଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ବିଭିନ୍ନ ଜିଲ୍ଲାରୁ ଗଜପତି ଜିଲ୍ଲାରେ ଅଭାବି ସାର ବିକ୍ରି ଅଭିଯୋଗ । ପ୍ୟାକେଟ ପିଛା ସରକାରୀ ଧାର୍ଯ୍ୟ ମୂଲ୍ୟର ଦୁଇଗୁଣ…

ମୁଖ୍ୟ ଚୟନକର୍ତ୍ତାଙ୍କ ଶସ୍ତା ଚୟନ । ପାକିସ୍ତାନ ଦଳର ବିଶ୍ୱକପ୍ ଟିମ୍ ଘୋଷଣା ପରେ ବର୍ଷିଲେ ଆମିର । ପଢନ୍ତୁ, ସେ କଣ…

କନକ ବ୍ୟୁରୋ: ଆସନ୍ତା ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଗୁରୁବାର ବିଶ୍ୱକପ୍ ପାଇଁ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି । ବାବର ଆଜମଙ୍କ ଅଧିନାୟକତ୍ୱରେ ଏହି ଟିମ୍ ବିଶ୍ୱକପ୍ ଖେଳିବ । ତେବେ ଦଳ ଘୋଷଣା ପରେ…

ଆସନ୍ତାକାଲି ବିଶ୍ୱକର୍ମା ପୂଜା। ଶିଳ୍ପଦେବଙ୍କ ପୂଜା ପାଇଁ ଅନୁଗୁଳର ନାଲକୋ ସହରରେ ବ୍ୟାପକ ଆୟୋଜନ।

କନକ ବ୍ୟୁରୋ: ରାତି ପାହିଲେ ବିଶ୍ୱ ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ଏଥିପାଇଁ ସଜେଇ ହୋଇଛି ଅନୁଗୁଳର ନାଲକୋନଗର । ଚଳିତ ବର୍ଷ ନାଲକୋ ନଗରରରେ ୧୭ଟି ମଣ୍ଡପରେ ବିଶ୍ୱନିର୍ମାତା ପୂଜା ପାଇବେ । ପୂଜା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚଛି ।…