Daily Archives

September 16, 2022

ଘରକୁ ବାହୁଡିଲା ଆହାତ ଡଲଫିନ୍। ଚନ୍ଦ୍ରଭାଗା ସମୁଦ୍ରକୂଳରେ ଲାଗିଥିବା ଡଲିଫିନକୁ ଗଭୀର ସମୁଦ୍ରରେ ଛାଡିଲେ ମତ୍ସ୍ୟଜୀବୀ।

କନକ ବ୍ୟୁରୋ: ଘରକୁ ଫେରିଲା ଆହତ ଡଲଫିନ୍ । ବେଳଭୂମିରେ ଲାଗିଥିବା ଆହାତ ଡଲଫିନକୁ ଗଭୀର ସମୁଦ୍ରରେ ଛାଡିଲେ ମତ୍ସ୍ୟଜୀବୀ । ଆଜି ସକାଳୁ ସମୁଦ୍ର କୂଳରେ ଏକ ଡଲଫିନ ଲାଗିଥିଲା । ତାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା । ଡଲଫିନଟି ଆହତ ହୋଇ କୂଳକୁ ଚାଲି ଆସିଥିବାରୁ ଆଉ ଭିତରକୁ ଯାଇ…

ପାଠପଢା ସାଙ୍ଗକୁ ପରିବାରର ପେଟ ପୋଷୁଛନ୍ତି ଛାତ୍ରୀ। ପକୁଡି ବିକି ପାଠ ପଢୁଛନ୍ତି ଦିଗପହଣ୍ଡିର ଯୁକ୍ତ ୨ ଛାତ୍ରୀ…

କନକ ବ୍ୟୁରୋ: ପାଠପଢା ସାଙ୍ଗକୁ ପରିବାରର ପେଟ ପୋଷୁଛନ୍ତି ଛାତ୍ରୀ । ରୋଗୀଣା ବାପାଙ୍କ ଔଷଧ ଖର୍ଚ ତୁଲାଇବା ସହ ସାନ ଭାଇର ପାଠପଢା ଦାୟିତ୍ୱ ମୁଣ୍ଡାଇଛନ୍ତି ଜଣେ ଯୁକ୍ତ ୨ ଛାତ୍ରୀ । ଯେଉଁ ବସୟରେ ଜଣେ ଛାତ୍ରୀ ପାଠପଢି ଆଗକୁ ଯିବା ପାଇଁ ସ୍ୱପ୍ନ ଦେଖିବା ବେଳେ ସେହି ବୟସରେ ପରିବାରର ଆର୍ଥିକ…

ସୁବର୍ଣ୍ଣପୁର କଳାପଥର ଗାଁରେ ଅଭାବନୀୟ ଘଟଣା। ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ପାଟିତୁଣ୍ଡ-ମାରପିଟ।

କନକ ବ୍ୟୁରୋ: ଲାଇଟ୍ ଲିଭାକୁ ନେଇ ତୁମୁଳକାଣ୍ଡ । ଗାଁ ଦାଣ୍ଡରେ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ । ଆଉ ଏହି ଗଣ୍ଡଗୋଳ ଯୋଗୁଁ ଜଣେ ଲୋକଙ୍କ କାନ ଛିଣ୍ଡିଯିବ, ଏକଥା ହୁଏତ୍ କେହି କେବେ ଭାବିନଥିବେ । ସାମନ୍ୟ ଝଗଡାରୁ ରାଗିଯାଇ ଜଣେ ବ୍ୟକ୍ତି, ଅନ୍ୟଜଣଙ୍କ କାନକୁ କାମୁଡି ଛିଣ୍ଡେଇ ଦେଇଛନ୍ତି ।…

ଗୃହଲକ୍ଷ୍ମୀ ପ୍ରତିଯୋଗିତାରେ ମେଗା ବିଜେତା ହେଲେ ରଞ୍ଜିତ, ଜୀ ସାର୍ଥକ ଦେଲା ୧ ଲକ୍ଷ ଟଙ୍କାର ପୁରସ୍କାର

କନକ ବ୍ୟୁରୋ : ଲୋକପ୍ରିୟ ଓଡିଆ ମନୋରଂଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ଆରମ୍ଭ କରାଯାଇଥିଲା ଏକ ମେଗା ପ୍ରତିଯୋଗିତା । ଯାହାର ନାଁ ରହିଥିଲା ‘ହାତରେ ରିମୋଟ୍ ଧରିଲେ ଗୃହଲକ୍ଷ୍ମୀ, ଦେଖିଲେ ଜୀ ସାର୍ଥକ ଆସିବେ ଲକ୍ଷ୍ମୀ’ । ଏହି ପ୍ରତିଯୋଗିତା ଏପ୍ରିଲ ୯ ରୁ ଆରମ୍ଭ ହୋଇ ମେ ୨୮ ତାରିଖ ପର୍ୟ୍ୟନ୍ତ…

ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଦିବାସୀଙ୍କ ରଣହୁଙ୍କାର। ଅସ୍ତ୍ର ଧରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗିରଫ ଦାବି।

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ଅଫିସର ଆଗରେ ଆଦିବାସୀଙ୍କ ରଣହୁଙ୍କାର । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଦିବାସୀ ମହାସଙ୍ଘ । ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବା ପାଇଁ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି ହେଲେ…

ଗୁଜରାଟ ବିଧାନସଭା ନିର୍ବାଚନରେ ଆପ୍ ତରଫରୁ ରାଘବ ଚଡ୍ଡାଙ୍କୁ ମିଳିପାରେ ବଡ ଦାୟୀତ୍ୱ । ଜାଣନ୍ତୁ କଣ କହିଲେ ଏହି…

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ବି ଏବେଠାରୁ ରାଜ୍ୟରେ ନିର୍ବାଚନୀ ମାହୋଲ ଜୋର ଧରିଛି । ଏହି କ୍ରମରେ ସେଠାରେ ବିଜେପି କଂଗ୍ରେସ ପରିବର୍ତ୍ତେ ଏଥର ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଆକଳନ କରାଯାଇଛି । ଏହି କ୍ରମରେ…