Daily Archives

September 16, 2022

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଛଅ ଜିଲ୍ଲାର ମିଶନ ଶକ୍ତି ମାଆ । ଜାତୀୟ ପତାକା ତିଆରି କରିବାର ସୁଯୋଗ…

କନକ ବ୍ୟୁରୋ: ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇଁ ଆମେ ଗର୍ବିତ । ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ । ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ ଶକ୍ତିର ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହା…

ଗୋଟିଏ ମଞ୍ଚରେ ଜିନପିଙ୍ଗ ଓ ମୋଦୀ, ପରସ୍ପର ମୁହଁକୁ ଚାହିଁଲେ ନାହିଁ କି ହାତ ମିଳାଇଲେ ନାହିଁ

କନକ ବ୍ୟୁରୋ : ଏସସିଓ ମଞ୍ଚରେ ଆଜି ଦେଖିବାକୁ ମିଳିଛି କିଛି ଅଲାଗ ଚିତ୍ର । ଗୋଟିଏ ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଠିଆ ହୋଇଥିଲେ ବି କେହି କାହାରିକୁ ଅନାଇ ନାହାଁନ୍ତି କି ହାତ ମିଳାଇ ନାହାଁନ୍ତି । ଆଉ ଏଥିରୁ ଅନୁମାନ କରିପାରୁଥିବେ…

କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କଢ଼ା ପ୍ରସଙ୍ଗ । ଏଏସଆଇ କାମର ତଦାରଖ କରିବାକୁ ପହଁଚିଲେ ଆମିକସ୍ କ୍ୟୁରି ଓ ବୈଷୟିକ…

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବାଲିମୁକ୍ତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଆଜି ପହଞ୍ଚିଛନ୍ତି ଆମିକସ କ୍ୟୁରି ଆଡଭୋକେଟ ଏନ.କେ ମହାନ୍ତି । ସାଙ୍ଗରେ ଅଛନ୍ତି ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଡକ୍ଟର ଏନସି ପଲ…

ଏସସିଓରେ ମୋଦୀ ଦେଲେ ନୂଆ ପ୍ରସ୍ତାବ । ବିଶ୍ୱ ମଞ୍ଚରେ ଭାରତର ମଡେଲ

କନକ ବ୍ୟୁରୋ : ଉଜବେକିସ୍ତାନର ସମରକନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଭିମୁଖ୍ୟକୁ ରଖିଛନ୍ତି । ଏସସିଓରେ ସାମିଲ ଥିବା ଦେଶ ବିଶ୍ୱର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ । ବିଶ୍ୱର ଆର୍ଥିକ ଯୋଗଦାନରେ ୩୦ ପ୍ରତିଶତ ଯୋଗଦାନ ରହିଛି । ଏସସିଓ ଦେଶମାନେ ଷ୍ଟାର୍ଟଟପ ଏବଂ ଫୁଡ ଫେଷ୍ଟିଭାଲ…

ହନିଟ୍ରାପ୍ ଅଭିଯୋଗ । ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ କଟକର ଯୁବତୀ । ବିଶ୍ୱାସ ଜନ୍ମାଇ ଯୁବତୀଙ୍କୁ ହରିଲୁଟ କଲେ…

କନକ ବ୍ୟୁରୋ: କଟକର ଜଣେ ଯୁବତୀ ହନିଟ୍ରାପର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ । ଯୁବତୀଙ୍କୁ ଉପହାର ପଠାଇବା ଆଳରେ ଚୂନା ଲଗାଇଛି ସାଇବର ଠକ । କଟକର ଯୁବତୀଙ୍କ ପାଖରୁ ପାଖାପାଖି ୮ ଲକ୍ଷ ଟଙ୍କା ଠକି ନେଇଛି ଦୁର୍ବୃତ୍ତ । ଏନେଇ ଠକେଇର ଶିକାର ଯୁବତୀ…

ଅବକାରୀ ଦୁର୍ନୀତି ମାମଲାରେ ଇଡିର ଦ୍ୱିତୀୟ ରେଡ୍ । ତିହାର ଜେଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜେରା

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଚଢାଉ କରାଯାଇଛି । ଗତକାଲି ବିଜେପି ତରଫରୁ ଏନେଇ ଏକ ଷ୍ଟିଙ୍ଗ ଅପରେସନ ଭିଡିଓ ଜାରି କରାଯାଇଥିଲା । ଏହି ଭିଡିଓରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦୁର୍ନୀତି କରିଥିବା ବିଜେପି ଦାବି କରିଛି ।…