Daily Archives

September 14, 2022

ବଡବଡିଆଙ୍କ ସହ ଫଟୋ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ: ପଦାକୁ ଆସିଲା ପୂଜକଙ୍କ କଳା କାରାନାମା

କନକ ବ୍ୟୁରୋ: ଫଟୋ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ । ପୁଣି ଏଡିଟେଡ୍ ଫଟୋ । ମୁଣ୍ଡର ଚନ୍ଦନ ଚିତା ଟାଣି ଫଟୋରେ ଥିବା ପୂଜକଙ୍କ କଳା କାରନାମା ଏବେ ପଦାକୁ ଆସୁଛି । ଏହି ଠକ ପୂଜକ ଜଣଙ୍କ ହେଉଛନ୍ତି, କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢୋଲ ଅଂଚଳର ବାସୁଦେବ ପଣ୍ଡା ।…

କୋର୍ଟରେ ସତ୍ୟପାଠ ଦାଖଲ କଲେ ବର୍ଷା: ମାମଲାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା । କଟକ ଫ୍ୟାମିଲି କୋର୍ଟରେ ସତ୍ୟପାଠ ଦାଖଲ କଲେ ବର୍ଷା । ମାମଲାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଅଯଥା ସମୟ ନନେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।…

ବିସିସିଆଇକୁ ସୁପ୍ରିମକୋର୍ଟର ଆସ୍ୱସ୍ତି, ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ନିଜ ପଦରେ ରହିପାରନ୍ତି ଗାଙ୍ଗୁଲି ଓ ଜୟ ଶାହା

କନକ ବ୍ୟୁରୋ : ବିସିସିଆଇକୁ ସୁପ୍ରିମକୋର୍ଟଙ୍କ ତରଫରୁ ବଡ ଆଶ୍ୱସ୍ଥି ମିଳିଛି । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ପଦରେ ରହିପାରନ୍ତି । ଏହାସହ ଜୟ ଶାହା ବି ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବିସିସିଆଇର ସଚିବ ପଦରେ ରହିପାରନ୍ତି ବୋଲି ଅନୁମାନ କରାଯାଇଛି । ଏନେଇ…

ପଶ୍ଚିମବଙ୍ଗ ଷ୍ଟାଇଲରେ ଓଡ଼ିଶାରେ ଲଢିବ ବିଜେପି: ଦିଦିଙ୍କ ପରି ନବୀନଙ୍କୁ କରିବେ ଟାର୍ଗେଟ

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଷ୍ଟାଇଲରେ ଓଡ଼ିଶାର ନିର୍ବାଚନ ଲଢିବ ଭାରତୀୟ ଜନତା ପାର୍ଟି । ଦିଦିଙ୍କ ବିରୋଧରେ ଯେଉଁଭଳି ଭାବରେ ବିଜେପି ରଣହୁଙ୍କାର ଦେଉଥିଲା, ଠିକ୍ ସେହି ଭଳି ଢଙ୍ଗରେ ନବୀନଙ୍କ ବିରୋଧରେ ଲଢିବାକୁ ପ୍ରସ୍ତୁତ ହେଉଛି ବିଜେପି । ପୁରୀରେ ଚାଲିଥିବା ୩ଦିନିଆ ପ୍ରଶିକ୍ଷଣ ଶିବିର…

କେବେ ରକ୍ଷକ ତ କେବେ ଶିକ୍ଷକ: ଡ୍ୟୁଟି ପରେ ଗରିବ ପିଲାଙ୍କୁ ପାଠ ପଢାଉଛନ୍ତି କନଷ୍ଟେବଳ 

କନକ ବ୍ୟୁରୋ: ସାମଜରେ ପ୍ରାୟ କମ ଲୋକ ଅଛନ୍ତି ଯେଉଁମାନେ ନିଜ ବଳକା ସମୟକୁ ସମାଜର ଭଲ ପାଇଁ ଲଗାଇଥାନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ମାନଙ୍କ ଭିତରେ ଉଦହାରଣ ସୃଷ୍ଟି କରନ୍ତି । ତେବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ । ଯେଉଁଠି…

କୋହଲିଙ୍କ ଅବସରକୁ ନେଇ ବଡ ବୟାନ ଦେଲେ ପାକିସ୍ତାନର ଆଫ୍ରିଦି । ସୋସିଆଲ ମିଡ଼ିଆରେ ମୁହଁ ଚୁପ୍ କରିଦେଲେ ଭାରତୀୟ…

କନକ ବ୍ୟୁରୋ : ଏସିଆ କପରେ ପୁରୁଣା ଫର୍ମକୁ ଫେରିବା ସହ ୭୧ତମ ଶତକ ହାସଲ କରିବା ପରେ ଚର୍ଚ୍ଚାରେ ବିରାଟ କୋହଲି । ବିରାଟ ଆଉ କିଛି ବର୍ଷ କ୍ରିକେଟ ଖେଳନ୍ତୁ ବୋଲି ସାଥୀ କ୍ରିକେଟର ଓ ପୂର୍ବତନ କ୍ରିକେଟର କହିଛନ୍ତି । କିନ୍ତୁ ଏସବୁ ଭିତରେ ବିରାଟଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନର…