Daily Archives

September 14, 2022

ପୁଟିନଙ୍କ ସୁରକ୍ଷାରେ ବଡ ତ୍ରୁଟି, କାରକେଡ୍ ଉପରେ ଆକ୍ରମଣ ।

କନକ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି । ସୂଚନା ଅନୁସାରେ ନିକଟରେ ଗୋଟିଏ କାର୍ଯ୍ୟକ୍ରମରେ ବେଳେ ତାଙ୍କ କାର ଉପରେ ବିସ୍ଫୋରକ ସାମଗ୍ରୀରେ ଆକ୍ରମଣ କରାଯାଇଥିଲା । ଗୋଟିଏ କାର ହଠାତ୍ ପୁଟିନଙ୍କ କାରକେଡ ଆଗକୁ ଚାଲିଆସିଥିଲା । ଏହି ସମୟରେ ଆଉ ଏକ…

୬୦ଦିନରେ ପହଂଚିଲା କିଡନୀ ରୋଗୀଙ୍କ ଧାରଣା । ଲୋୟର ପିଏମଜିରେ ହାତରେ ଦୀପ ଧରି ପ୍ରତିବାଦ ପରେ ଚାଲି ଚାଲି ଯାଉଛନ୍ତି…

କନକ ବ୍ୟୁରୋ : ଔଷଧ ପାଇଁ ଭିକ ମାଗୁଛନ୍ତି କିଡନୀ ରୋଗୀ । ଭଲ ଔଷଧ ଦେଇ ବଂଚାଇ ଦେବାକୁ ସରକାରଙ୍କୁ ନିବେଦନ କରୁଛନ୍ତି । ହାତରେ ଦୀପ ଧରି ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି । ଲୋୟର ପିଏମଜିରେ ଧାରଣାରତ କିଡନୀ ରୋଗୀଙ୍କର ଧାରଣା ଆଜି ୬୦ ଦିନରେ ପହଂଚିଛି । କିଡନୀ ପ୍ରତ୍ୟାରୋପଣ ପରେ…

ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ ଖାଲି କର ସରକାରୀ ବଙ୍ଗଳା

କନକ ବ୍ୟୁରୋ : ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଦିଲ୍ଲୀ ହାଇକୋର୍ଟ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି , ଆସନ୍ତା ୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରନ୍ତୁ । ସୁବ୍ରମଣ୍ୟମ୍ ସ୍ୱାମୀ କିଛିଦିନ ଆଗରୁ ଦିଲ୍ଲୀ…

ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ

କନକ ବ୍ୟୁରୋ: ଲଣ୍ଡନ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ । ୧୭ରୁ ୧୯ ତାରିଖ ଯାଏଁ ଲଣ୍ଡନରେ ଅବସ୍ଥାନ କରିବେ । ଭାରତର ପ୍ରତିନିଧି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ କ୍ରିୟା ପାଇଁ…

ସେୟାର ମାର୍କେଟରେ ଟଙ୍କା ବୁଡିଗଲା ବୋଲି ହାରିଦେଲେ ଜୀବନ । ଟଙ୍କା ଦୁଇ ଗୁଣା କରିବା ପାଇଁ ଧାର କରି ଜଣେ ବ୍ୟକ୍ତିଙ୍କ…

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ସେୟାର ବଜାରରେ ଟଙ୍କା ବିନିଯୋଗ କରୁଛନ୍ତି । ଆଉ ଏଥିରୁ ଲାଭବାନ ମଧ୍ୟ ହେଉଛନ୍ତି । କେବଳ ଲାଭବାନ ହେଉନାହାନ୍ତି, ଏଥିରେ ନିବେଶକଙ୍କୁ କ୍ଷତି ମଧ୍ୟ ସହିବାକୁ ପଡିଥାଏ । କିନ୍ତୁ ସେୟାର ବଜାରରେ ଟଙ୍କା ଲଗାଇବା ଏକ ରିସ୍କ କାମ ଜାଣି ମଧ୍ୟ…

କୋରାପୁଟ-ରାୟଗଡା ଲାଇନର ଦୋହରିକରଣ କାର୍ଯ୍ୟରେ ଅଘଟଣ: ମାଟି ଅତଡା ଧସି ୨ ଶ୍ରମିକ ମୃତ

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଲକ୍ଷ୍ମୀପୁର ବ୍ଲକ ୨ ନମ୍ବର ଟନେଲରେ ଧସିଲା ମାଟି । ମାଟି ଅତଡା ଧସିଯିବାରୁ ୨ ଜଣ ଶ୍ରମିକଙ୍କ ଚାପି ହୋଇ ମୃତ୍ୟୁ ହୋଇଛି । କୋରାପୁଟ-ରାୟଗଡା ଲାଇନର ଦୋହରିକରଣ କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ୨ ମୃତକ ହେଲେ ବୁର୍ଜାର…