Daily Archives

September 13, 2022

ଚିନ୍ତା ବଢାଇଲା କୋଣାର୍କ ଓ ଜଗତସିଂପୁରରେ ସମୁଦ୍ରର ଜୁଆର: ୨୧ଶହ ମସିହା ସୁଦ୍ଧା ସମୁଦ୍ର ପତନ ଆହୁରି ବଢ଼ିବା ଆଶଙ୍କା

କନକ ବ୍ୟୁରୋ: ସମୁଦ୍ର ଜୁଆର ମାଡ଼ି ଆସିବାରୁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତା ଏବେ ବିପଦରେ ପଡିଯାଇଛି । ୫ ଫୁଟ ଉଚ୍ଚ ଜୁଆର ମାଡରେ ମେରାଇନ ଡ୍ରାଇଭର ରାସ୍ତା ଓ ସୁରକ୍ଷା ପ୍ରାଚୀର ଭାଙ୍ଗି ଯାଇଛି । ବିଶେଷକରି ଚନ୍ଦ୍ରଭାଗା-ଇକୋ ରିଟ୍ରିଟ୍ ରାସ୍ତାର ସାହୁଖଣତା ଠାରେ ସ୍ଥିତି ସବୁଠୁ…

ଗୋଟିଏ ପଟେ ବର୍ଷା ତ ଅନ୍ୟ ପଟେ ମରୁଡି: ଉପକୂଳରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡି ଭାଂଗୁଛି ପାଣି । ଜଳାର୍ଣ୍ଣବ ହୋଇଛି ତଳିଆ ଅଂଚଳ । ଆଉ ଦ୍ୱିତୀୟ ଦୃଶ୍ୟଟି ହେଉଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ । ଯେଉଁଠ କମ୍ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି…

ଅଟୋରିକ୍ସାରେ ଯାତ୍ରା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ନିମନ୍ତ୍ରଣ ରକ୍ଷା କଲେ, ରାତ୍ରୀଭୋଜନରେ ଯୋଗ ଦେଲେ

କନକ ବ୍ୟୁରୋ : ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଚଳଚଂଚଳ ରାଜ୍ୟରାଜନୀତି । ବିଭିନ୍ନ ଦଳ ଏଠାରେ ପହଁଚି ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି । ଏହା ଭିତରେ ବିଜେପି ଓ କଂଗ୍ରେସର ପରମ ପ୍ରତିଦ୍ୱନ୍ଦୀ ଦଳ ଆମ ଆଦମୀ ପାର୍ଟିର ଲକ୍ଷ୍ୟରେ ରହିଛି ଗୁଜରାଟ । ଏହା ଭିତରେ ଆପ ମୁଖିଆ ଅରବିନ୍ଦ…

ସିକନ୍ଦରାବାଦରେ ଓଡି଼ଆ ଦମ୍ପତ୍ତିଙ୍କ ମୃତ୍ୟୁ: ଧୂଆଁର ଚାଦରରେ ଅଟକିଗଲା ଜୀବନ!

କନକ ବ୍ୟୁରୋ: ହାଇଦ୍ରାବାଦ ସିକନ୍ଦରାବାଦର ଘଟଣା, ଯେଉଁଠି ଉପର ମହଲାରେ ଥିବା ଲଜରେ ଥିଲେ ଓଡିଆ ଦମ୍ପତ୍ତି ଚନ୍ଦନ ଜେଠୀ ଏବଂ ତାଙ୍କ ପତ୍ନୀ ମିତାଲୀ ମହାପାତ୍ର । ତଳେ ଇଲେକ୍ରିଟକ ସୋ’ରୁମ ଥିଲା । ସର୍କସର୍କିଟରୁ ଅଗ୍ନିକାଣ୍ଡ ଘଟିବାରୁ ଉପର ମହଲାକୁ ନିଆଁ ବ୍ୟାପିଯାଇଥିଲ।। ପରେ ଧୂଆଁର…

ମହାରାଣୀଙ୍କ ଅନ୍ତେଷ୍ଟିକୁ ବସରେ ଯିବେ ବାଇଡେନ୍, ମାନିବାକୁ ପଡିବ ରାଜପରିବାରର ପ୍ରୋଟକଲ

କନକ ବ୍ୟୁରୋ : ବିଟ୍ରେନର ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ମହାରାଣୀଙ୍କ ଶେଷ ଯାତ୍ରାରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବଡ଼ କଥା ହେଉଛି ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶର ନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ…

୨୦୨୨ରେ ଫେରିଲା ୨୦୧୯ ଡାଏଲଗ୍: ବିଜେଡିକୁ ଓପାଡି ଫୋପାଡି ଦେବାକୁ ଜୁଏଲଙ୍କ ଆହ୍ୱାନ

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ସମୟରେ ବିଜେପିର ଚାଣକ୍ୟ ଅମିତ ଶାହା ଯେମିତି ବୟାନ ଦେଇଥିଲେ ଏବେ ଠିକ୍ ସେମିତି ଆହ୍ୱାନ ଦେଇଛନ୍ତି ବିଜେପିର ବରିଷ୍ଠ ସାଂସଦ ଜୁଏଲ ଓରାମ । ଉଭୟଙ୍କ ବୟାନର ଅର୍ଥ ପ୍ରାୟ ସମାନ । ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳକୁ କଳେ ବଳେ କୌଶଳେ ଗାଦି ଚ୍ୟୁତ କରିବା ।…