Daily Archives

September 13, 2022

କୋଲକାତାରେ ବିଜେପିର ନବାନ୍ନ ପଦଯାତ୍ରା । ବିଜେପି କର୍ମୀ ଓ ପୋଲିସଙ୍କ ମଧ୍ୟରେ ଘମାଘୋଟ ଲଢେଇ

କନକ ବ୍ୟୁରୋ : ମଙ୍ଗଳବାର ଦିନ ଉଠିଛି ପଡିଛି ପଶ୍ଚିମବଙ୍ଗ ରାଜଧାନୀ କୋଲକାତା । କେଉଁଠି ବିଜେପିକର୍ମୀଙ୍କ ଉପରେ ଲାଠିମାଡ ତ ପୁଣି କେଉଁଠି ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୁଲିସ । ଆଉ କେଉଁଠି ବିଜେପି ଓ ପୁଲିସ କର୍ମୀଙ୍କ ଭିତରେ ଦେଖିବାକୁ ମିଳିଛି ଧସ୍ତାଧସ୍ତି, ଟଣାଓଟରା । କିଛି…

ରୁଷକୁ ଟକ୍କର ଦେଉଛି ୟୁକ୍ରେନ, ୨୦ଗାଁକୁ ରୁଷ କବଜାରୁ ଛଡାଇ ଆଣିଲା ୟୁକ୍ରେନ ସୈନ

କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ ଫଳରେ ରକ୍ତାକ୍ତ ହୋଇପଡ଼ିଥିଲା ଅସହାୟ ୟୁକ୍ରେନ । ହା ହା ଚିତ୍କାରରେ କମ୍ପୁଥିଲା ପରିବେଶ, ବାରମ୍ବାର ଗୁଳିକାଣ୍ଡ ଆକ୍ରମଣରେ ୟୁକ୍ରେନ ଅଣନିଶ୍ୱାସୀ ହୋଇପଡ଼ିଥିଲା । ରୁଷକୁ ହରାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଥାଏ ୟୁକ୍ରେନ । ହେଲେ ଏହାରି…

୬ ମାସରେ ପୁଟିନଙ୍କ ୭ ବନ୍ଧୁଙ୍କ ମୃତ୍ୟୁ। ଡାକ୍ତରଖାନାରେ ପଡି. ଦଉଡି ଦେଇ ଆତ୍ମହତ୍ୟାର ନେଲେ ଚରମ ନିଷ୍ପତ୍ତି ।

କନକ ବ୍ୟୁରୋ: ୨୦୨୨ ମାର୍ଚ୍ଚ ୩ ତାରିଖ । ଋଷର ସବୁଠାରୁ ବଡ ତୈଳ ବ୍ୟବସାୟୀ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ରାବିଲ ମଗନୋବ ୟୁକ୍ରେନ ଉପରେ ଆକ୍ରମଣ ନେଇ ଆଲୋଚନା କରିଥିଲେ । କଥାବାର୍ତ୍ତାରେ ଯୁଦ୍ଧ ଶେଷ କରିବା ପାଇଁ ଅପିଲ କରିଥିଲେ । ତେବେ ଏହାକୁ ବର୍ତ୍ତମାନ ୬ ମାସ…

ଜଙ୍ଗଲରେ ସୁରକ୍ଷତି ନୁହଁନ୍ତି ଜନ୍ତୁ: ସୁବର୍ଣ୍ଣପୁରରେ ବେଧଡକ ଚାଲିଛି ବାଘ ଶିକାର

କନକ ବ୍ୟୁରୋ: ବାଘପାଲି ଜଙ୍ଗଲରୁ ବାଘ ମୃତଦେହ ଉଦ୍ଧାର, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ନିକଟ ଜଙ୍ଗଲରେ ଏକ ବାଘର ଗଳିତ ମୃତ ଦେହ ପଡିରହିଛି । ବାଘର ମୃତ କାରଣ ଏ ପର୍ୟ୍ୟନ୍ତ କିଛି ଜଣାପଡି ନାହିଁ । ବାଘର ମୃତଦେହ ଦେଖି ସ୍ଥାନୀୟ ଲୋକମାନେ ବନବିଭାଗକୁ ଖବର…

ମାଛ ବଦଳରେ ମାଛ କଣ୍ଟାରେ ଲାଗିଲା କୁମ୍ଭୀର: ଉଦ୍ଧାର ପରେ ବନ ବିଭାଗକୁ ଖବର ଦେଲେ ଗ୍ରାମବାସୀ

କନକ ବ୍ୟୁରୋ: ମାଛ ବଦଳରେ ବନ୍ସିରେ ଧରାପଡ଼ିଲା କୁମ୍ଭୀର ଛୁଆ । ଯାଜପୁର ବରୀ ବ୍ଲକ ରମ୍ପା ଗାଁର କୁନା ମଲ୍ଲିକ ମାଛ ଧରିବାକୁ ଗାଁ ନିକଟ ପଗିଡିିଆ ନଦୀରେ ବନ୍ସି ପକାଇଥିଲେ । ସେହି ବନ୍ସିରେ ମାଛ ବଦଳରେ ଏକ କୁମ୍ଭୀର ଲାଗି ଯାଇଛି । କୁମ୍ଭୀରକୁ ନେଉଳିଆ ନିକଟରେ ରଖିଛନ୍ତି କୁନା । ଯାହାକୁ…

ଜୀବନ ଯୁଦ୍ଧରେ ଯୁବକଙ୍କୁ ହରାଇ ପାରିନାହିଁ ଦୁର୍ଘଟଣା: ଗୋଟିଏ ଗୋଡ କଟି ଯିବା ପରେ ବି ଟ୍ରାକ୍ଟର ଚଳାଉଛନ୍ତି 

କନକ ବ୍ୟୁରୋ: ଯୁବକଙ୍କୁ ହରେଇ ପାରିନି ଦୁର୍ଘଟଣା । ଦୁର୍ଘଟଣା ହୁଏତ କିଛି ସମୟ ପାଇଁ ଜୀବନକୁ ଯନ୍ତ୍ରଣାମୟ କରିଥିଲା କିନ୍ତୁ ମନବଳ ଭାଙ୍ଗି ପାରିନି । କି ଦୁର୍ଘଟଣାର ଶିକାର ହେବା ପରେ ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ମଙ୍ଗଳପୁରର କ୍ଷୀରୋଦ ମଲିକ ।…