ଭାରତ ବନାମ ଶ୍ରୀଲଙ୍କା, ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତି।

60

କନକ ବ୍ୟୁରୋ: ଏସିଆ କପ ସୁପର ୪ ମୁକାବିଲାରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି ଶ୍ରୀଲଙ୍କା । ଅଧିନାୟକ ଦାସୁନ ସନକା ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ରବି ବିଷ୍ଣୋୟୀଙ୍କ ସ୍ଥାନରେ ଅଶ୍ୱିନୀ ଶେଷ ଏକାଦଶରେ ସାମିଲ ହୋଇଛନ୍ତି ।