Daily Archives

September 6, 2022

ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଆର୍ଯ୍ୟ ସମାଜ ବିବାହ ପ୍ରମାଣପତ୍ର ବୈଧ ନୁହେଁ

କନକ ବ୍ୟୁରୋ : ଆର୍ଯ୍ୟ ସମାଜ ଦ୍ୱାରା ଜାରି କରାଯାଉଥିବା ବିବାହ ପ୍ରମାଣପତ୍ରକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ରାୟ ମୁତାବକ ଆର୍ଯ୍ୟସମାଜ ସୋସାଇଟି ଦ୍ୱାରା ଜାରି କରାଯାଉଥିବା ବିବାହ ପ୍ରମାଣପତ୍ରକୁ ଆପଣ ବୈଧରୂପେ ପ୍ରମାଣ ପାଇଁ ବ୍ୟବହାର…

ପିଓକେରେ ଅନୁପ୍ରବେଶ ପାଇଁ ଆଇଏସଆଇର ମାଷ୍ଟରପ୍ଲାନ୍। ୧୫୦ରୁ ଅଧିକ ଆତଙ୍କବାଦୀ ସୀମାରେ ପ୍ରସ୍ତୁତ!

କନକ ବ୍ୟୁରୋ: ପାକିସ୍ତାନରୁ ବିପୁଳ ସଂଖ୍ୟାରେ ଆତଙ୍କବାଦୀ ପିଓକେର ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛନ୍ତି । ସୁରକ୍ଷା ଏଜେନ୍ସିର ସୂଚନା ଅନୁସାରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ୯ଟି ଲଞ୍ଚି ପ୍ୟାଡ ପ୍ରସ୍ତୁତ ରଖିଛି । ଏହା ଜରିଆରେ ଅଧିକ ସଂଖ୍ୟାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ…

ଚନ୍ଦାହାଣ୍ଡି ଉପାନ୍ତ ଗାଁରେ ଝାଡାବାନ୍ତି ଆତଙ୍କ: ଗୋଟିଏ ପରିବାରରେ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ଗାଁରେ ପହଂଚିଲା…

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଗାଁରେ ବ୍ୟାପୁଛି ଝାଡାବାନ୍ତି । ଗୋଟିଏ ସପ୍ତାହରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ଗାଁରେ ପହଂଚିଛି ମେଡିକାଲ ଟିମ୍ । ଆକ୍ରାନ୍ତଙ୍କ ଚିକିତ୍ସା କରାଇ ରୋଗକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଗି ପଡିଛନ୍ତି ମେଡିକାଲ ଟିମ୍ ।…

ମୋହନାରେ ମମତା କାର୍ଡ ବଣ୍ଟନରେ ବ୍ୟାପକ ଦୁର୍ନୀତି: କାର୍ଡ ପାଇଁ ୩ଶହ ଟଙ୍କା ଲାଞ୍ଚ ଦେବାକୁ ପଡୁଥିବା ଅଭିଯୋଗ

କନକ ବ୍ୟୁରୋ: ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଥିବା କିଛି ଅସାଧୁ ସାସ୍ଥ୍ୟକର୍ମୀଙ୍କ ଯୋଗୁଁ ସରକାରଙ୍କ ଯୋଜନା ଏବେ ବାଟବଣା ହେଉଛି । ମାତ୍ର ୩୦୦ ଟଙ୍କା ଲାଞ୍ଚ ନଦେଲେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀ ଗର୍ଭବତୀ ମହିଳାଙ୍କୁ ମମତା କାର୍ଡ ଦେଉନଥିବା ଭଳି ସଙ୍ଗୀନ ଅଭିଯୋଗ ଆସୁଛି। ଗଜପତି…

ପ୍ରବଳ ବର୍ଷାରେ ଭିଜିବ ଓଡିଶା: ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜିବ ଓଡିଶା । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ଯାହା ୪୮ ଘଂଟାରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୭ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି…

ବିମାନରେ ମହିଳାଙ୍କୁ ଏଭଳି ସାହଯ୍ୟ କଲେ ରାହୁଲ । ଦେଖିଥିବା ଲୋକ ପ୍ରଶଂସାରେ ପୋତି ପକାଇଲେ

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଜାତୀୟ ସଭାପତି ତଥା ଏବେକାର ସାଂସଦ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟେରେ ଦେଖିବାକୁ ମିଳିଛି ଯେ ବିମାନ ଭିତରେ ଜଣେ ମହିଳାଙ୍କ ବ୍ୟାଗ ଉଠାଇ ରାହୁଲ ଗାନ୍ଧୀ ଲଗେଜ କ୍ୟାରିଅରରେ ରଖୁଛନ୍ତି । ଏହି…