Daily Archives

September 5, 2022

ପିପିଲି ଚନ୍ଦ୍ରାଦେଇପୁର ଅଞ୍ଚଳରେ ନାଲି ପିମ୍ପୁଡ଼ି ଭୟ । ଗାଁରେ ପହଁଚିଲା ମେଡିକାଲ ଟିମ୍

କନକ ବ୍ୟୁରୋ: ପିପିଲି ଚନ୍ଦ୍ରଦେଇପୁର ବ୍ରାହ୍ମଣ ସାହିରେ ପିମ୍ପୁଡ଼ି ଘଉଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ଗାଁରେ ମେଡ଼ିକାଲ ଟିମ୍ ପହଞ୍ଚି ପିମ୍ପୁଡ଼ି ମାରିବା କାମ ଆରମ୍ଭ କରିଛନ୍ତି । ବିଡ଼ିଓ, ପେଷ୍ଟ କଂଟ୍ରୋଲର, ଓୟୁଏଟି ଟିମ୍ ପହଞ୍ଚି ଏହାର ଅନୁଧ୍ୟାନ କରିଛନ୍ତି । ତେବେ…

ଆଫଗାନିସ୍ତାନର ରୁଷ ଦୂତାବାସ ନିକଟରେ ବିସ୍ଫୋରଣ: ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା

କନକ ବ୍ୟୁରୋ: ବିସ୍ଫୋରଣରେ ଦୋହଲିଲା ଆଫଗାନିସ୍ତାନ ରାଜଧାନୀ କାବୁଲ । କାବୁଲ ସ୍ଥିତ ରୁଷ ଦୂତାବାସ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଘଟଣାରେ ଏବେ ସୁଦ୍ଧା ରୁଷ ଦୂତାବାସର ଦୁଇଜଣ କୁଟନୀତିଜ୍ଞଙ୍କ ସହ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ…

୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ । ଦୁଇ ଦିନ ମଧ୍ୟରେ ନେଇପାରେ ଲଘୁଚାପ ରୂପ ।

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜିବ ଓଡିଶା । ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ଆସୁଥିବାରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ଆଉ ୯ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ…

ବର୍ଷାରେ ବୁଡିଲା ସିଲିକନ ସିଟି ବେଙ୍ଗାଲୁରୁ: ଘରଠୁ ଘାଟ ସବୁଠି ପଶିଲା ବର୍ଷାପାଣି, ରାସ୍ତା ପାଲଟିଲା ନଦୀ

କନକ ବ୍ୟୁରୋ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଦିନିକିଆ ବର୍ଷା ଏତେ ମାତ୍ରାରେ ହୋଇଛି କି କିଛି ଘଂଟା ଭିତରେ ସହରରେ ବନ୍ୟା ଭଳି ସ୍ଥିତି ଉପଜିଛି । ରବିବାର ରାତିରେ ହୋଇଥିବା ପ୍ରବଳ ବର୍ଷା ପରେ ଏଠାକାର ସ୍ଥିତି ସଂଗୀନ ହୋଇପଡିଛି । ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ…

ସାଂଘାତିକ ଅଭିଯୋଗ ଆଣିଲେ ସୋରେନ୍: କହିଲେ, ଲୋକେ କିଣନ୍ତି ସାମଗ୍ରୀ, ବିଜେପି କିନ୍ତୁ କିଣୁଛି ବିଧାୟକ

କନକ ବ୍ୟୁରୋ: ବିରୋଧୀଙ୍କ ହଙ୍ଗାମା ଭିତରେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ସରକାର ଆସ୍ଥା ଭୋଟ ଜିତିଛି । ୮୧ ସଦସ୍ୟତା ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ହେମନ୍ତ ସୋରେନଙ୍କ ସପକ୍ଷରେ ପଡ଼ିଛି ୪୮ ଭୋଟ୍ । ଝାଡ଼ଖଣ୍ଡରେ ରାଜନୈତିକ ହଲଚଲ ଭିତରେ ସୋରେନ୍ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ…

ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ସାମନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ସୁଇସାଇଡ୍ ନୋଟ୍ ।

କନକ ବ୍ୟୁରୋ: ନର୍ସିଂ ଛାତ୍ରୀ କୁନି କଅଁରଙ୍କ ଆତ୍ମହତ୍ୟାକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ପୋଲିସ ହାତରେ ଲାଗିଥିବା କୁନିଙ୍କ ଶେଷ ଚିଠି ଘଟଣାକୁ ଆହୁରି ରହସ୍ୟମୟ କରିଛି । ଚିଠିରେ ଉଲ୍ଲେଖ ରହିଛି ନିଦ ନହେବାରୁ ଆତ୍ମହତ୍ୟା କରିଛନ୍ତି କୁନି । ହେଲେ ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି, ୨…