Daily Archives

September 4, 2022

ସରକାରୀ ସ୍ୱାସ୍ଥସେବାକୁ ବଡ଼ ଝଟକା, ସରକାରୀ ଚାକିରିକୁ ପସନ୍ଦ କରୁନାହାନ୍ତି ଡାକ୍ତର । ବଢ଼ୁଛି ଭିଆରଏସ୍ ଆବେଦନ ।

କନକ ବ୍ୟୁରୋ: ଗତ ଦୁଇ ବର୍ଷ ଭିତରେ ରାଜ୍ୟରେ ପ୍ରାୟ ୮୦ ଜଣ ସରକାରୀ ଡାକ୍ତର ନେଇଛନ୍ତି ଭିଆରଏସ ବା ସ୍ୱେଚ୍ଛାକୃତ ଅବସର । ଏହାଛଡା ପ୍ରତିମାସରେ ଆଗୁଆ ଅବସର ନେବା ପାଇଁ ଡାକ୍ତରଙ୍କ ଆବେଦନ ଆସୁଛି । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଦେଇଛି । ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ଗଭୀର ପ୍ରଭାବ…

କିଭଳି ଫିକ୍ସିଂ ହୁଏ ପୁରସ୍କାର? କେନ୍ଦ୍ରମନ୍ତ୍ରୀଙ୍କ ତେରଚ୍ଛା ବାଣ ବଢାଇଲା ବିବାଦ…

କନକ ବ୍ୟୁରୋ: ଅବସର ଥିଲା ପୁରସ୍କାର ବିତରଣର, ଅତିଥି ଥିଲେ କେନ୍ଦ୍ର  ଶିକ୍ଷାମନ୍ତ୍ରୀ । ଆଉ ଟାର୍ଗେଟରେ ଥିଲା ପୁରସ୍କାର ଫିକ୍ସିଂ ଓ ଶ୍ରେୟ ରାଜନୀତି । ଶନିବାରଦିନ ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବ ପକ୍ଷରୁ ଓଡିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଆଉ ନିଜର ଭାଷଣରେ ତେରଛା…

ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ । ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ସମ୍ମାନିତ । ୪…

କନକ ବ୍ୟୁରୋ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଦେଶର ପୂର୍ବତନ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ରାଜବାସୀଙ୍କ…

ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ। ପାଲଘର ଠାରେ ଡିଭାଇଡରରେ ପିଟିହେଲା କାର୍। 

କନକ ବ୍ୟୁରୋ: ଦୁର୍ଘଟଣାରେ ବିଶିଷ୍ଠ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପାଲଘର ନିକଟରେ ସଡକ ଦୁର୍ଘଟଣା ଯୋଗୁଁ ସାଇରସଙ୍କ ଅକାଳ ବିୟୋଗ ହୋଇଛି । ସୂଚନା ଅନୁସାରେ ସାଇରସ ଓ ଅନ୍ୟ ଦୁଇଜଣ ସୁରଟରୁ ମୁମ୍ବାଇ…

ଟସ୍ ଜିତିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ଏସିଆ କପରେ ପୁଣି ଭାରତ-ପାକ୍ ମୁହାଁମୁହିଁ । 

କନକ ବ୍ୟୁରୋ: ଟସ୍ ଜିତିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ଏସିଆ କପରେ ଆଜି ଭାରତ-ପାକ୍ ପୁଣିଥରେ ମୁହାଁମୁହିଁ ହେଉଥିବାବେଳେ, ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ଆଜି ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ୍ ଟସ୍ ଜିତିଥିଲେ । ଏହାପରେ ସେ ପ୍ରଥମେ ବୋଲିଂ…

ପୁଅର ଜୀବନ ରକ୍ଷା ପାଇଁ ଭିକ ମାଗୁଛନ୍ତି ବାପା, ମାଆ । ସିନ୍ଦୁରର ସୁରକ୍ଷା ପାଇଁ ହାତ ପାତି ନେହୁରା ହେଉଛି ସ୍ତ୍ରୀ ।…

କନକ ବ୍ୟୁରୋ: ଗୋଟେ ପଟେ ବାପା, ମାଆ ଦୁଆର ଦୁଆର ବୋଲି ଭିକ ମାଗୁଛନ୍ତି । ଆଉ ଗୋଟେ ପଟେ ସ୍ତ୍ରୀ ନିଜ ସିନ୍ଦୁରର ସୁରକ୍ଷା ପାଇଁ ହାତ ପାତି ନେହୁରା ହେଉଛି । ସତରେ, ଘରର ରୋଜଗାରିଆ ପୁଅ ଯେବେ ରୋଗରେ ପଡେ, ଜୀବନ ଜିଇବାକୁ ସଂଘର୍ଷ କରେ,ସେତେବେଳେ ଏମିତି କିଛି,ଦାରୁଣ ଦୁଃଖର ଖବର ସାମ୍ନାକୁ…