Daily Archives

September 4, 2022

ଲଣ୍ଡନରୁ ଚୋରୀ ହୋଇଥିଲା ଏହି ଦାମୀ କାର ବେଣ୍ଟଲେ ମୁଲସନ୍ନେ । ଏବେ କରାଚୀରୁ ହେଲା ଜବତ୍

କନକ ବ୍ୟୁରୋ :  ଲଣ୍ଡନରୁ ଚୋରୀ ହୋଇଥିବା ବେଣ୍ଟଲେ ମୁଲସନେ କମ୍ପାନୀର ଏକ ଦାମୀ କାରକୁ ପାକିସ୍ତାନର କରାଚୀରୁ ଜବତ କରାଯାଇଛି । ଏନେଇ ବ୍ରିଟିସ ଆଇନ ପ୍ରବର୍ତ୍ତନ ଏଜେନ୍ସି ସୂଚନା ଦେଇଛି । ସୂଚନା ମୁତାବକ ପାକିସ୍ତାନ ସୀମାଶ୍ଳୁକ ବିଭାଗ ଶନିବାର ଦିନ କରାଚୀରୁ ଏକ ଦାମୀ କାର ଜବତ କରିଛିା…

୨୦୨୯ ସୁଦ୍ଧା ଭାରତ ତୃତୀୟ ଶ୍ରେଷ୍ଠ ଅର୍ଥବ୍ୟବସ୍ଥା! ବ୍ରିଟେନ ପରେ ଏହି ଦେଶକୁ ମାତ୍ ଦେବାର ରହିଛି ଯୋଜନା …

କନକ ବ୍ୟୁରୋ: ଭାରତ, ୟୁନାଇଟେଡ୍ କିଙ୍ଗଡମ୍ ବା ୟୁକେକୁ ପଛରେ ପକାଇ ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଅର୍ଥବ୍ୟବସ୍ଥା ପାଲଟିଛି । ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ୩.୫ ଲକ୍ଷ ଡଲାରର ହୋଇସାରିଛି । ବ୍ରିଟେନର ବର୍ତ୍ତମାନର ଅର୍ଥବ୍ୟବସ୍ଥା ୩.୨ ଲକ୍ଷ ଡଲାର ଥିବା ବେଳେ ଭାରତ ଏହାକୁ ଅତିକ୍ରମ କରିଛି ।…

ଲଣ୍ଡନ ବିଜନେସ୍ ସ୍କୁଲରୁ ଟାଟା ସନ୍ସର ସବୁଠୁ ଯୁବ ଚେୟାରମ୍ୟାନ୍ । ରତନ ଟାଟାଙ୍କ ପରେ ସମ୍ଭାଳିଥିଲେ ଟାଟା ସନ୍ସ ।…

କନକ ବ୍ୟୁରୋ: ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ତଥା ଉଦ୍ୟୋଗପତି ସାଇରସ ମିସ୍ତ୍ରୀଙ୍କ ଅକାଳ ବିୟୋଗ ଘଟିଛି । ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହେଇଥିଲା । ତେବେ ଗତ ଗୋଟିଏ ବର୍ଷ ଭିତରେ ମିସ୍ତ୍ରୀ…

ସାଇରସ ମିସ୍ତ୍ରୀଙ୍କୁ ବଞ୍ଚାଇ ପାରିଲା ନାହିଁ ଦାମୀ କାର, ଜାଣନ୍ତୁ କଣ ରହିଛି କାରଣ

କନକ ବ୍ୟୁରୋ : ଭାରତର ବଡ ଉଦ୍ୟୋଗପତିଙ୍କ ମଧ୍ୟରେ ଅନ୍ୟତମ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ଏକ ଦାମୀ କାରରେ ମୁମ୍ବାଇରୁ ଗୁଜରାଟ ଫେରୁଥିବା ବେଳେ ପାଲଘର ନିକଟରେ ତାଙ୍କ ଗାଡି ଏକ ଡିଭାଇଡର ସହ ଧକ୍କା ଦେଇଥିଲା । ଗାଡିରେ…

ଦୁର୍ଘଟଣାରେ ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ପରଲୋକ । ମୁମ୍ବାଇ ନିକଟ ପାଲଘର ଠାରେ ହୋଇଥିଲା…

କନକ ବ୍ୟୁରୋ : ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରବିବାର ଦିନ ସେ ମୁମ୍ବାଇ ନିକଟରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଇଛି । ସାଇରସ ମିସ୍ତ୍ରୀ ଓ ଅନ୍ୟ ୪ ଜଣ ଲୋକ ପାଲଘର ଯାଉଥିବା ବେଳେ…

ଆଜି ପୁଣି ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଆହତ ଜନିତ ସମସ୍ୟାରେ ଦୁଇ ଦଳ । ଦେଖନ୍ତୁ, ଚୂଡାନ୍ତ ଏକାଦଶରେ…

କନକ ବ୍ୟୁରୋ: ଏସିଆ କପରେ ଆଜି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପୁଣି ଥରେ ଭେଟିବ ଟିମ୍ ଇଣ୍ଡିଆ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଏହି ମ୍ୟାଚ୍ ପ୍ରସାରିତ ହେବ । ତେବେ ଏହି ମ୍ୟାଚରେ ଦୁଇ ଦଳର…