କନକ ବ୍ୟୁରୋ: ଅଲଟିମେଟ୍ ଖୋ ଖୋରେ ଓଡିଶା ଜଗରନଟସ୍ ଚାମ୍ପିୟନ୍ ହୋଇଛି । କଡା ମୁକାବିଲାରେ ତେଲୁଗୁ ଯୋଦ୍ଧାସକୁ ପରାସ୍ତ କରିଛି ଓଡିଶା । ମାତ୍ର ଗୋଟିଏ ପଏଣ୍ଟରେ ବିଜୟ ହାସଲ କରିଛି ଦଳ । ପୁଣେର ଛତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଅନୁଷ୍ଠିତ ଏହି ଫାଇନାଲରେ ଟ୍ରଫି ହାତେଇଛି ଓଡିଶା ଦଳ
ଅଲଟିମେଟ୍ ଖୋ ଖୋ: ଓଡିଶା ଜଗରନଟସ୍ ଚାମ୍ପିୟନ, ତେଲୁଗୁ ଯୋଦ୍ଧାସ ୧ ପଏଣ୍ଟରେ ପରାସ୍ତ
/kanak/media/post_attachments/wp-content/uploads/2022/09/Fb0yg7qaQAA4O4h.jpg)