Daily Archives

September 4, 2022

ପରିଣତ ବୟସରେ ସଫଳ ଚାଷୀ । ମାଛ, କୁକୁଡା ଓ ପରିବା ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

କନକ ବ୍ୟୁରୋ : ପରିଣତ ବୟସରେ ମାଛ, କୁକୁଡ଼ା, ପନିପରିବା ଚାଷ କରି ସଫଳତା ପାଇଛନ୍ତି ଯାଜପୁର ଦାନଗଦି ବ୍ଲକ ରଣାଗୁଣ୍ଡି ଗାଁର ଧୀରେନ୍ଦ୍ର ମହାନ୍ତ । ଯେଉଁ ବୟସରେ ଅନ୍ୟ ମାନଙ୍କ ଉପରେ ନିର୍ଭର କରିବା କଥା ସେହି ବୟସରେ ଜଣେ ସଫଳ ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଏହି…

ମହିଳାଙ୍କୁ ରୋଜଗାର ଦେଇଛି ଫିନାଇଲ ପ୍ରସ୍ତୁତିି । ୨୦ ପ୍ରତିଶତ ଲାଭ ହେଉଥିବା କହିଲେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର…

କନକ ବ୍ୟୁରୋ : ସବୁ କ୍ଷେତ୍ରରେ ଏବେ ମହିଳା ମାନେ ଆଗୁଆ । ନିଜେ ପାଇଁ ନିଜେ ବାଛୁଛନ୍ତି ରୋଜଗାରର ବାଟ । ଆଉ ଏଥି ପାଇଁ ବଳ ଯୋଗାଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ଏହି ଗୋଷ୍ଠୀ ମାଧ୍ୟମରେ ଜୟପୁର ସହର ବ୍ୟାଙ୍କ କଲୋନୀର ମହିଳା ମାନେ ଫିନାଇଲ ପ୍ରସ୍ତୁତ କରି ସହରରକୁ ଯୋଗାଉଛନ୍ତି । ଉଦ୍ୟୋଗଟି ଛୋଟ…

ଦେଶରେ ପରିଚୟ ସୃଷ୍ଟି କରିଛି କଳାହାଣ୍ଡି ଜିଲ୍ଲାର ହାବସପୁରୀ ଶାଢୀ । ବୁଣାକାର ପାଉଁଛନ୍ତି ଉତ୍ତମ ରୋଜଗାର

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ହାବସପୁରୀ ଶାଢି ରାଜ୍ୟ ତଥା ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ହାବସପୁରୀ ଶାଢ଼ୀର ପ୍ରଚାର ଓ ପ୍ରସାର ପାଇଁ ସରକାର କିମ୍ବା ପ୍ରଶାସନର ତତ୍ପରତା ଦେଖାଉ ନଥିବାରୁ ଏବେ ଏହା ବିଲୁପ୍ତ ହେବାକୁ ବସିଛି । ଫଳରେ ବୁଣାକାରମାନେ…

ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ହଲ୍ଲାବୋଲ। ଦିଲ୍ଲୀ ରାମଲୀଳା ମଇଦାନରେ ଏକାଠି ହେଲେ କଂଗ୍ରେସ କର୍ମୀ। 

କନକ ବ୍ୟୁରୋ: ସେପ୍ଟେମ୍ବର ୭ ଭାରତ ଯୋଡୋ ଯାତ୍ରା ପୂର୍ବରୁ ଏକାଠି ହୋଇଛନ୍ତି କଂଗ୍ରେସ ନେତା । ଦରଦାମ ବୃଦ୍ଧି ଏବଂ ବେକାରୀ ଭଳି ସମସ୍ୟାକୁ ପ୍ରସଙ୍ଗ କରି ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଦିଲ୍ଲୀ ରାମଲୀଳା ମୈଦାନରେ ଆୟୋଜିତ ହୋଇଛି ହଲ୍ଲା ବୋଲ ରାଲି । ହଜାର ହଜାର କଂଗ୍ରେସ କର୍ମୀ ଏବଂ…

ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଟ୍ୟୁସନ ଗଲେ ଆଉ ଫେରିଲେନି…

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ବରିକୁଳ ଗାଁରେ ନବମ ଶ୍ରେଣୀ ଛାତ୍ରୀ ଅମ୍ରିତା ଦାସଙ୍କ ମୃତ୍ୟୁ ନେଇ ହଇଚଇ ସୃଷ୍ଟି ହୋଇଛି । ସବୁଦିନ ଭଳି ଶନିବାର ଦିନ ଅମ୍ରିତା ଦାସ ଘର ଠାରୁ କିଛି ଦୂରକୁ ଟିଉସନ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ପରିବାର ଲୋକ ଅମ୍ରିତାଙ୍କୁ ଅନେକ…

ଓଡିଶାରେ ବଢୁଛି ଆତ୍ମହତ୍ୟା, ଜାତୀୟ ହାରଠାରୁ ଅଧିକ । ବିଚାରପତି, ଅଭିନେତା, ଇଂଜିନିୟରଙ୍କ ଭଳି ଉଚ୍ଚଶିକ୍ଷିତ ମଧ୍ୟ…

କନକ ବ୍ୟୁରୋ: ଓଡିଶାରେ ଉଦବେଗଜନକ ଭାବେ ଆତ୍ମହତ୍ୟା ବଢିବାରେ ଲାଗିଛି । ଏପରି କି ଆତ୍ମହତ୍ୟା ମାମଲାରେ ଜାତୀୟ ହାରଠାରୁ ଓଡିଶା ଆଗରେ ରହିଛି । ଏହାଛଡା କଟକ-ଭୁବନେଶ୍ୱର ଟୁଇନ ସିଟିରେ ଆତ୍ମହତ୍ୟା ବଢିବା ଚିନ୍ତା ବଢାଇ ଦେଇଛି । ଏହାକୁ ନେଇ ପୁଲିସ ଭବନରେ ଆୟୋଜିତ କର୍ମଶାଳାରେ ଆତ୍ମହତ୍ୟାର…