Daily Archives

September 3, 2022

ଟି-୨୦ ବିଶ୍ୱକପରୁ ବାଦ୍ ପଡିପାରନ୍ତି ରବିନ୍ଦ୍ର ଜାଡେଜା: ଆହତ ଯୋଗୁଁ ୩ ମାସ ଯାଏଁ ନେଇପାରନ୍ତି ବିଶ୍ରାମ 

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରୁ ବାଦ ପଡିପାରନ୍ତି  ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ତାଙ୍କୁ ଆଣ୍ଠୁ ଅସ୍ତ୍ରୋପଚାର ଯୋଗୁଁ ସେ ୩ ମାସ ଖେଳଠୁ ଦୂରରେ ରହିପାରନ୍ତି । ବର୍ତ୍ତମାନ…

ମଜବୁତ ହେଉଛି ଦେଶର ଅର୍ଥନୀତି: ବିଶ୍ୱର ୫ମ ବୃହତ ଅର୍ଥନୈତିକ ଦେଶ ହେଲା ଭାରତ, ପଛରେ ପଡିଲା ବ୍ରିଟେନ

କନକ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଆସିଛି ଭଲ ଖବର । ଦେଶର ଅର୍ଥନୀତି ମଜବୁତ ହେବାରେ ଲାଗିଛି । ଏହାର ସିଧା ପ୍ରଭାବ ଅର୍ନ୍ତଜାତୀୟ ସ୍ତରରେ ଦେଖିବାକୁ ମିଳିଛି । ୟୁରୋପରେ ମାନ୍ଦାବସ୍ଥା ଭିତରେ ଘରୋଇ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ହୋଇଛି । ଏହା ଫଳରେ ଭାରତ ଏବେ ବିଶ୍ୱର ୫ମ ବୃହତ…

ରାୟଗଡା ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ, କାମ ନାହିଁ ତ ଦରମା ନାହିଁ

କନକ ବ୍ୟୁରୋ:  ଜମିଜମା କାମରେ ସବୁବେଳେ ତଲସିହ ଅଫିସ ଗୁଡିକରେ ଭିଡ ଦେଖିବାକୁ ମିଳିଥାଏ । କିନ୍ତୁ କାମର ଚାପ ହେଉ କି ଅବହେଳା ଅନେକ ସମୟରେ ଲୋକଙ୍କୁ ଠିକ ସମୟରେ ସେବା ଦେବା ସମ୍ଭବ ହୋଇନଥାଏ । ଏବେ କାମରେ  ଅବହେଳା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ…

ଏନସିଆରବି ଦେଲା ଚିନ୍ତାଜନକ ତଥ୍ୟ, ଜେଲରେ ରହୁଛନ୍ତି ଅଧିକ ଗରିବ ଲୋକ

କନକ ବ୍ୟୁରୋ: ଆଇନ ଆଖିରେ ଧନୀ ଗରିବ ସମସ୍ତେ ସମାନ । ଆମ ସମ୍ବିଧାନ ଏହା କୁହେ । କିନ୍ତୁ ଏନସିଆରବି ଜାରି କରିଥିବା ରିପୋର୍ଟ ଅନ୍ୟ କଥା କହୁଛି । ଜେଲର ଚାରିକାନ୍ଥ ଭିତରେ ରହୁଥିବା ଅଧିକାଂଶ କଏଦୀ ଗରିବ ଶ୍ରେଣୀର । ଓଡିଶା ସମେତ ସାରା ଦେଶର ବିଭିନ୍ନ ଜେଲର ରହୁଥିବା ବିଚାରଧୀନ କଏଦୀକୁ ନେଇ…

ବେଙ୍ଗାଳୁରୁରେ ଗଣେଶ ପୂଜା ପାଳିଲା ଓଡିଆ ୟୁଥ କମିଟି: ଯୋଗଦେଲେ ୧୦ ହଜାରରୁ ଅଧିକ ପ୍ରବାସୀ ଓଡିଆ 

କନକ ବ୍ୟୁରୋ: ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଆ ୟୁଥ୍ କମିଟି, ବେଙ୍ଗାଲୁରୁ ତରଫରୁ  କୁନ୍ଦନାହାଲିଠାରେ ବଡ଼ ଧୁମ୍ ଧାମରେ ଗଣେଶ ପୂଜା ପାଳିତ ହୋଇ ଯାଇଛି । ଦୀର୍ଘ ଦୁଇ ବର୍ଷ ପରେ କୋରୋନା କଟକଣା କୋହଳ ହୋଇଥିବାରୁ ଏଥିରେ ୧୦୦୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇ ପୂଜା ଓ…