Daily Archives

August 23, 2022

ୟୁରୋପକୁ ଦାଉ ସାଜିଛି ମରୁଡି। ଜଳୁଛି ଜଙ୍ଗଲ, ଶୁଖୁଛି ନଦୀ।

କନକ ବ୍ୟୁରୋ: ୟୁରୋପରେ ଶୁଖୁଛି ନଦୀ । ୟୁରୋପ ମହାଦେଶର ବିଭିନ୍ନ ନଦୀର ଜଳସ୍ତର ଶୁଖିଯାଇଥିବାବେଳେ ଅନେକ ଚିତ୍ର ସାମ୍ନାକୁ ଆସଛି ଯେଉଁଠି ଲାଗୁଛି ଏହା କେବଳ ମରୁଭୂମି । ଏହି ଚିତ୍ର ସବୁ ସ୍ପେନ, ଇଟାଲିର ବିଭିନ୍ନ ନଦୀର । ମରୁଡି କାରଣରୁ ଫ୍ରାନସର ବିଭିନ୍ନ ନଦୀ ଶୁଖିଲା ପଡିଛି । ଫ୍ରାନସର…

ବନ୍ୟାଞ୍ଚଳରୁ ଉଦ୍ଧାର ହୋଇଛନ୍ତି ୫୮୨ ଗର୍ଭବତୀ ମହିଳା: ଜନ୍ମ ନେଇଛନ୍ତି ୨୫୫ ଶିଶୁ

କନକ ବ୍ୟୁରୋ: ପୁରୀ ଜିଲ୍ଲା ପିପିଲି ବ୍ଲକ ରାମଚନ୍ଦ୍ରପୁରର ଘଟଣା । ବନ୍ୟାଂଚଳରୁ ଉଦ୍ଧାର ହୋଇ ଆସିବା ପରେ ପିଲାଟି ଜନ୍ମ ହୋଇଛି । ଅତି ବିପଦ ସଂକୂଳ ଅବସ୍ଥାରେ ବନ୍ୟା ପାଣି ଘେରରୁ ପ୍ରସୂତିଙ୍କୁ ଉଦ୍ଧାର କରି ଆଣିବା ପରେ, ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପାଣି ଘେରରୁ ଉଦ୍ଧାର ହୋଇ…

ବଢିବ ନୌସେନାର ଶକ୍ତି, ସାମିଲ ହେବ ଆଇଏନଏସ ବିକ୍ରାନ୍ତ। ସ୍ୱଦେଶୀ କୌଶଳରେ ନିର୍ମିତ ଏୟାରକ୍ରାପ୍ଟ କ୍ୟାରିୟର।

କନକ ବ୍ୟୁରୋ: ଖୁବ ଶୀଘ୍ର ସ୍ୱଦେଶୀ କୌଶଳରେ ନିର୍ମିତ ଏୟାରକ୍ରାପ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି । ସେପ୍ଟେମ୍ବର ୨ରେ ନୌସେନାକୁ ଏହି ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୁରୁଣା ଆଇଏନଏସ ବିକ୍ରାନ୍ତର ଅବସର…

କମୁଛି ସୁବର୍ଣ୍ଣରେଖାର ଜଳସ୍ତର: ଗାଁରୁ ଛାଡୁନି ପାଣି, ନଈବନ୍ଧ ପାଲଟିଛି ସାହାରା

କନକ ବ୍ୟୁରୋ: ବାପାଙ୍କ କାନ୍ଧରେ କୁନି ଶିଶୁ । ଜଣକୁ କାନ୍ଧରେ, ଆର ଜଣକୁ ଛାତିରେ ଧରି ପାଣି ଘେର ଦେଇ ନଦୀବନ୍ଧକୁ ଆସୁଛି ବାପା । ଟ୍ୟୁବ ସହାୟତାରେ ଗାଁ ଦାଣ୍ଡ ପାରି ହେଉଛନ୍ତି କୁନି କୁନି ଝିଅ । ବାଲେଶ୍ୱର ଜିଲ୍ଲା ବନ୍ୟା ପ୍ରଭାବିତ ଭୋଗରାଇର ଏ ହେଉଛି ଦୃଶ୍ୟ । ଭୋଗରାଇର ବ୍ଲକର ୫୦ଟି…

ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ସସପେନ୍ସ। ପରିବାର ଲୋକଙ୍କ ଅଭିଯୋଗ, ମୃତ୍ୟୁ ପଛରେ ରହିଛି ଷଡଯନ୍ତ୍ର!

କନକ ବ୍ୟୁରୋ: ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାରଭାବେ ଜଣାଶୁଣା ସୋନାଲୀ ଫୋଗାଟଙ୍କ ହଠାତ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେମିତି କେଉଁ ପରିସ୍ଥିତିରେ ସୋନାଲିଙ୍କ ମୃତ୍ୟୁ ହେଲା, ସେନେଇ ଖୋଳତାଡ କରୁଛି ପୁଲିସ । ଏହା ଭିତରେ ମୃତ ସୋନାଲିଙ୍କ ପରିବାରର ନୂଆ ଅଭିଯୋଗ ପୂରା ଘଟଣାକୁ…

କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି: ବିଜେଡି-ବିଜେପି କଥା କଟାକଟି

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହେଲାଣି ବୟାନବାଜି । ଆଉ ସରଗରମ ହେଲାଣି ରାଜନୀତି । ଅମିତ ଶାହଙ୍କ ଓଡିଶା ଦଖଲ ନେଇ ବୟାନ ପରେ ଆଉ ଜଣେ କେନ୍ଦ୍ରମନ୍ତ୍ରଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ଓଡିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଏନଡିଏ ସହ…