Daily Archives

August 2, 2022

ଜେଲ ଗଲେ ଫେରାର ପ୍ରିନ୍ସିପାଲ: କଲେଜରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରି ଦୀର୍ଘ ଦିନ ଧରି ଥିଲେ ଫେରାର

କନକ ବ୍ୟୁରୋ: ଜେଲ ଗଲେ ଫେରାର ପ୍ରିନ୍ସିପାଲ । କଲେଜରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ପରେ ଦୀର୍ଘ ମାସ ହେବ ଫେରାର ଥିବା ପ୍ରିନ୍ସିପାଲ ଶେଷରେ ଜେଲ ହାଜତକୁ ଯାଇଛନ୍ତି । ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅଧିନ ରାଢୋ ଲୁଇପା ଡିଗ୍ରୀ କଲେଜର ପୂର୍ବତନ ପ୍ରିନ୍ସିପାଲ ଆଦିକନ୍ଦ ଦେଙ୍କ ନାମରେ…

ଜଳ ସମ୍ପଦ ବିଭାଗ ପାଇଁ ରାଜ୍ୟ ସରକାର ଦେଲେ ନୂଆ ନିଯୁକ୍ତି, ଯୋଗଦେଲେ ୧୦୬ ମେକାନିକାଲ ଇଂଜିନିୟର

କନକ ବ୍ୟୁରୋ : ରାଜ୍ୟସରକାରଙ୍କ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଆଜି ଜଳ ସମ୍ପଦ ବିଭାଗର ୧୦୬ ଜଣ ଜୁନିୟର ଇଂଜିନିୟର (ମେକାନିକାଲ) ଯୋଗ ଦେଇଛନ୍ତି । ଏନେଇ ଆୟୋଜିତ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ଦେବା ସହ ନବ ନିଯୁକ୍ତ…

ବାଲେଶ୍ୱର ଔପଦାର ନିଆରା ଯୁବକ ସନ୍ତୋଷ ଦଳେଇ: ଖାଉଛନ୍ତି ଜିଅନ୍ତା ମାଛ ଓ କଂଚା ମାଂସ

କନକ ବ୍ୟୁରୋ: କଂଚା ମାଛ ଖିଆ ମଣିଷ । ଡିଜିଟାଲ ଯୁଗରେ ଲୋକେ କିଛି ନିଆରା କରି ଚର୍ଚ୍ଚାକୁ ଆସିବାକୁ ଚାହୁଁଛନ୍ତି । ସେମିତି କିଛି ନିଆରା କରି ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛନ୍ତି ବାଲେଶ୍ୱର ଦିଲ୍ଲା ଔପଦା ବ୍ଲକ ଜୁରିଆପାଟଣା ଗାଁର ସନ୍ତୋଷ ଦଳେଇ । ୩୩ ବର୍ଷିୟ ଏହି ଯୁବକ ଜିଅନ୍ତା ମାଛ…

ଯାଜପୁରରୁ ଆସିଛି ଶିକ୍ଷକ ଅଭାବର ଅସଲ ଚିତ୍ର। ଏବେ ଶ୍ରେଣୀ ସମ୍ଭାଳୁଛନ୍ତି ଗାଁର ଶିକ୍ଷିତ ବେକାରୀ ଯୁବକ।

କନକ ବ୍ୟୁରୋ: ସରକାରୀ ଶିକ୍ଷକ ନିଯୁକ୍ତି ଦେଇ ସରକାର ନିଜର ଲୋକପ୍ରିୟତା ବଢ଼ାଉଥିବା ବେଳେ ଏବେ ବି ଅନେକ ସ୍କୁଲ ଅଛି ଯେଉଁଠି ଶିକ୍ଷକ ଅଭାବରୁ ପାଠପଢ଼ା ଠପ ହେଉଛି । କିନ୍ତୁ ଯାଜପୁର ପରି ଅଗ୍ରଣୀ ଜିଲ୍ଲାରେ ମଧ୍ୟ ଏମିତି ବିଦ୍ୟାଳୟ ରହିଛି । ଯେଉଁଠି ଶିକ୍ଷକ ଅଭାବ ଦୂର କରୁଛନ୍ତି ଗାଁର…

ଆତ୍ମବିଶ୍ୱାସ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ପାଦରେ ଲେଖନ୍ତି ଓ ପିଲାଙ୍କୁ ପାଠ ପଢାନ୍ତି ଖୋର୍ଦ୍ଧାର ରାମଦାସ…

କନକ ବ୍ୟୁରୋ: ସେ ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ କର୍ମରେ ସେ ଜଣେ ସର୍ବାଙ୍ଗ ସଂପୂର୍ଣ୍ଣ ମଣିଷ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ଶାରୀରିକ ଅକ୍ଷମତା ଆଗରେ ହାରି ନଯାଇ ସଂଘର୍ଷ କରିଛନ୍ତି । ନିଜେ ପାଠ ପଢିଛନ୍ତି, ଆଉ ସରକାରୀ ଚାକିରି କରି ପିଲାଙ୍କୁ ପାଠ ମଧ୍ୟ ପଢାଉଛନ୍ତି । ଆମେ କହୁଛୁ,…

ପାଣି ଭିତରେ ଗବେଷଣା କରୁଛି ଡ୍ରୋନ୍। ସ୍ୱତନ୍ତ୍ର ଡ୍ରୋନ ତିଆରି କରିଛନ୍ତି ରାଉରକେଲା ଏନଆଇଟିର ୧୪ ଜଣିଆ ଟିମ୍। 

କନକ ବ୍ୟୁରୋ: ଆଗରୁ ଆପଣମାନେ ଦେଖିଛନ୍ତି ଆକାଶରେ ଉଡୁଥିବା ଡ୍ରୋନ ଏବଂ ମାଟିରେ ଚାଲୁଥିବା ରୋବର୍ଟ । ହେଲେ ଏହି ଡ୍ରୋନ ପ୍ରସ୍ତୁତ କରିବା କ୍ଷେତ୍ରରେ କମାଲ କରିଛନ୍ତି ରାଉରକେଲା ଏନଆଇଟି ଓଡିଆ ଛାତ୍ର । ଗବେଷଣା ଓ ନିଜସ୍ୱ ଜ୍ଞାନକୌଶଳ ମାଧ୍ୟମରେ ତିଆରି କରିଛନ୍ତି ଅଣ୍ଡର ୱାଟର ଡ୍ରୋନ  ।…