Daily Archives

July 17, 2022

କାଲି ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏନଡିଏର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୂଜାର୍ଚ୍ଚନା । ଦ୍ରୌପଦୀ ମୁର୍ମୁଙ୍କ…

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନର ୨୪ ଘଣ୍ଟା ପୂର୍ବରୁ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଦୀପଦାନ କରି ବିଜୟ କାମନା କରିଛନ୍ତି ବିଜେପି ବିଧାୟକ ଓ କର୍ମୀ । ଶ୍ରୀମନ୍ଦିର ସିଂହଦ୍ୱାର ଓ ଲିଙ୍ଗରାଜ ମନ୍ଦିର ଆଗରେ ଦୀପ ଜଳାଇ ଦ୍ରୌପଦୀଙ୍କ ଶୁଭ ମନାସିଛନ୍ତି ଭାରତୀୟ ଜନତା ପାର୍ଟିର…

ଅଣଓଡିଆଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇ ବିଦା ହେଲେ ସିଇଓ । ତୁରନ୍ତ କାର୍ଯ୍ୟରୁ ନିଲମ୍ବନ ନେଇ ଉତ୍କଳ ହସ୍ପିଟାଲ…

କନକ ବ୍ୟୁରୋ: କାଲି କ୍ଷମା ମାଗିଲେ ଆଜି ସସପେଣ୍ଡ ହେଲେ । ଉତ୍କଳ ହସ୍ପିଟାଲରେ ଓପିଡି ମ୍ୟାନେଜର ନିଯୁକ୍ତି ପାଇଁ ଅଣଓଡିଆଙ୍କୁ ଅଗ୍ରାଧିକାର ମିଳିବା ନେଇ ବିଜ୍ଞପ୍ତି ପ୍ରକାଶ କରିବା ସିଇଓଙ୍କୁ ମହଙ୍ଗା ପଡିଛି । ସୋସିଆଲ ମିଡିଆରେ ପ୍ରତିବାଦ ପରେ ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ ଆଲୋକ…

ଚିକିତ୍ସିତ ହେଉଥିବା ନାବାଳକର ଦୁଃଖ ଶୁଣିବ କିଏ? ଶିଶୁର ସୁରକ୍ଷା ପାଇଁ ଧାରଣା ଦେଲେ ଅଳିଆ ଗଦାରୁ ଉଦ୍ଧାର କରିଥିବା…

କନକ ବ୍ୟୁରୋ: ଅଳିଆ ଗଦାରୁ ଖାଦ୍ୟ ଖୋଜୁଥିବା ନାବାଳକର ଥଇଥାନ ପାଇଁ ସଂଘର୍ଷ । ଅପପୁଷ୍ଟିର ଶିକାର ଶିଶୁର ଚିକିତ୍ସା ପାଇଁ ଧାରଣା । ପ୍ରଶାସନିକ ଅଧିକାରୀଙ୍କ ଗୋଡ ଧରିଲେ ଶିଶୁର ସୁରକ୍ଷା ପାଇଁ ଧାରଣା ଦେଇଥିବା ଯବତୀ । ଦେଖନ୍ତୁ ରାସ୍ତା ଉପରେ ଧାରଣାରେ ବସିଛନ୍ତି ଭାଇ-ଭଉଣୀ । କୁନି ପୁଅର…

ଫଟୋ ଉଠାଇବାକୁ ଯାଇ ନାଗାବଳୀ ନଦୀରେ ଫସିଗଲେ ଦୁଇଭାଇ । ୫ ଘଣ୍ଟା ଧରି ପଥର ଉପରେ ରହି କରୁଥିଲେ ଜୀବନ ପାଇଁ ସଂଘର୍ଷ ।…

କନକ ବ୍ୟୁରୋ: ପଥର ଉପରେ ମଣିଷ ଆଉ ଚାରି ପାଖରେ ପାଣି ହିଁ ପାଣି । ପାଣିର ତୀବ୍ରତା ଏତେ ଯାହା ବି ଆଗରେ ପଡିବ ତାହାକୁ ଭସାଇ ନେବ । ରାୟଗଡା ସହର ନିକଟ ନାଗାବଳୀ ନଦୀର ଦୃଶ୍ୟ ଦେଖିବା ମାତ୍ରେ ଯେ କେହି ଭାବିବ କେମିତି ପାଣି ଭିତରେ ଫସିଗଲେ ଦୁଇ ବ୍ୟକ୍ତି ଆଉ କେମିତି ହେବେ ଉଦ୍ଧାର ।…

ଶିକ୍ଷାନୁଷ୍ଠାନରେ ଶ୍ରମିକ ସାଜିଲେ ଛାତ୍ର: ସ୍କୁଲକୁ ପଢ଼ିବାକୁ ଆସିଥିବା କୁନି କୁନି ପିଲା ହାତରେ କଲମ ବଦଳରେ ଧରିଲେ…

କନକ ବ୍ୟୁରୋ: କୁନି କୁନି ପିଲାଙ୍କ ହାତରେ ଶାବଳ । ଶିକ୍ଷାନୁଷ୍ଠାନରେ ଶ୍ରମିକ ସାଜିଛନ୍ତି ଛାତ୍ର । ପୁଣି ଶିକ୍ଷକଙ୍କ ଉପସ୍ଥିତିରେ ହାତରେ ଶାବଳ, ହାତୁଡି ଧରି କାମ କରୁଛନ୍ତି ପିଲାମାନେ । ଯାଜପୁର ବଡଚଣା ବ୍ଲକ ବାହାଦୂରନଗର ପ୍ରାଥମିକ ବଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।…

ପୋଲାଭରମ୍ ପ୍ରକଳ୍ପ କରି ଫାଇଦା ନେଉଛି ଆନ୍ଧ୍ର, ବନ୍ୟାରେ ବୁଡିଗଲାଣି ଓଡିଶାର ସୀମାନ୍ତ ଗାଁ

କନକ ବ୍ୟୁରୋ: ପୋଲାଭରମ୍ ପ୍ରକଳ୍ପ କରି ଆନ୍ଧ୍ରପ୍ରଦେଶ ଫାଇଦା ନେଉଛି । ଏପଟେ ଓଡିଶାର ସୀମାନ୍ତ ଗାଁ ବନ୍ୟାରେ ବୁଡିଗଲାଣି । ପ୍ରକଳ୍ପ ଯୋଗୁଁ ଗୋଦାବରୀର ପଛୁଆ ପାଣି ମାଲକାନଗିରି ମୋଟୁ ଅଂଚଳରେ ପଶି ଯାଇଛି । ଯଦିଓ ବର୍ତମାନ ଧିରେ ଧିରେ ଗୋଦାବରୀ ନଦୀରେ ଜଳସ୍ତର କମୁଛି, କିନ୍ତୁ ମୋଟୁ ଅଂଚଳ…