Daily Archives

July 17, 2022

ଆପଣଙ୍କ ସାହାଯ୍ୟ ଅପେକ୍ଷାରେ କୁନି ପୁଅ ସତ୍ୟବ୍ରତ । ୧୦ ବର୍ଷ ହେଲା ଯନ୍ତ୍ରଣାରେ କଟୁଛି ଜୀବନ । ହାର୍ଟ ଅପରେସନ୍…

କନକ ବ୍ୟୁରୋ: ପୁଅ ପାଇଁ ମା ଆଖିରେ ଏ ଲୁହ ଦେଖିଲେ, କାହା ଆଖିରେ ବି ପାଣି ଆସିଯିବ । ରୋଗୀଣା ପୁଅକୁ କାନ୍ଧରେ ଧରି ବାହୁନି ବାହୁନି କାନ୍ଦୁଛି ମା । ଆଉ ନିଜ ସନ୍ତାନର ସୁରକ୍ଷା ପାଇଁ ଖୋଜୁଛି ସାମାନ୍ୟ ଟିକିଏ ସାହାଯ୍ୟ । ଏ କୁନିପୁଅର ନାଁ ହେଉଛି ସତ୍ୟବ୍ରତ ମଲ୍ଲିକ । ବୟସ କହିଲେ, ଏଇ…

ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକ ଉଦ୍ଧାର। ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମବାହିନୀ।

କନକ ବ୍ୟୁରୋ: ନାଗାବଳୀ ନଦୀରେ ଫସିଥିବା ଦୁଇ ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି । ଅଗ୍ନିଶମବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛିା ହଠାତ ବନ୍ୟା ପାଣି ଆସିବା ଫଳରେ ୨ ଜଣ ନଦୀ ମଧରେ ଫସିଯାଇଥିଲେ । ରାୟଗଡା ଜିଲ୍ଲା ଦେଇ ଯାଇଥିବା ନାଗାବଳୀ ନଦୀରେ ଏହି ଦୁଇ…

ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର ମାରିଲେ ବିରୋଧୀ ମେଣ୍ଟ

କନକ ବ୍ୟୁରୋ : ରାଷ୍ଟ୍ରପତି ପ୍ରାର୍ଥୀ ପରେ ଗତକାଲି ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖେଡଙ୍କ ନାମ ଘୋଷଣା କରାଯାଇଥିଲା । ଏହାର ଜବାବରେ ଆଜି ବିରୋଧୀ ମେଣ୍ଟ ପକ୍ଷରୁ ମାର୍ଗେରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।…

୩୭ ହଜାର ଫୁଟ ଉଚ୍ଚରେ ଏୟାର ଇଣ୍ଡିଆରେ ମିଳିଲା ଚଢ଼େଇ: ଡେକ୍ ୱିଣ୍ଡୋ ୧୦ ମିନିଟ ଖୋଲା ରଖିବା ପରେ ଚାଲିଗଲା ଚଢ଼େଇ

କନକ ବ୍ୟୁରୋ: ୩୭ହଜାର ଫୁଟ୍ ଉଚ୍ଚରେ ଉଡ଼ୁଥିଲା ବିମାନ । ଆଉ ଅଚାନକ ପାଇଲଟ୍ ବସିଥିବା କକପିଟ୍ ଭିତରେ ଗୋଟିଏ ଚଢ଼େଇକୁ ଆବିଷ୍କାର କଲେ । ଏଭଳି ଅସହଜ ପରିସ୍ଥିତି ଖୁବ୍ କମ୍ ଦେଖିବାକୁ ମିଳେ । ଶୁକ୍ରବାର ବାହାରିନରୁ କୋଚି ଅଭିମୁଖେ ବାହାରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ । ଯଦିଓ…

ବୋଲବମ ଭକ୍ତଙ୍କ ପାଇଁ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା। ଜଗିବେ ୬ ପ୍ଲାଟୁନ ଫୋର୍ସ, ୫୦ ହୋମଗାର୍ଡ।

କନକ ବ୍ୟୁରୋ: ବୋଲବମ ପାଇଁ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଭିଡକୁ ଲକ୍ଷ କରି କମିସନରେଟ ପୋଲିସର ସ୍ବତନ୍ତ୍ର ପ୍ରସ୍ତୁତି କରିଛି । ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି, ଲିଙ୍ଗରାଜ ମନ୍ଦିରରେ ପାଣି ଢାଳିବା ପାଇଁ ୪ ସପ୍ତାହ ଯାଏଁ ଭିଡ଼ ରହିବ । ଏହିପାଇଁ…

ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ: କାଲେ ପୋଲ ଉପରେ ଚାଲିଲା ଡ଼ଙ୍ଗା

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ମୋଟୁ କାଲେ ପୋଲ ଉପରେ ଚାଲିଲା ଡ଼େଙ୍ଗା । ମୋଟୁ ବନ୍ୟା ଯୋଗୁଁ ଏବେ ବି ଅନେକ ଗାଁ ଜଳ ମଗ୍ନ ହୋଇ ରହିଛି । ଅଲମା, ପେଟା, ବିନାୟକପୁର, ମିରଲିଗୁଡ଼ା ଗାଁ ଜଳମଗ୍ନ ହୋଇ ପଡ଼ିଥିବାରୁ ସେଠାରେ ଡଙ୍ଗା ଯୋଗେ ରିଲିଫ ପ୍ରଦାନ କରାଯାଉଛି । ଆନ୍ଧ୍ର କାଲେରୁ ଅଂଚଳରେ…