Daily Archives

July 8, 2022

ଭଉଣୀର ମଙ୍ଗନ ଦିନ ଚାଲିଗଲା ଭାଇର ଜୀବନ: ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ବିଲ ଭିତରୁ ମିଳିଲା ମୃତଦେହ

ଦିନକ ପରେ ହୋଇଥାନ୍ତା ବିବାହ ବିଲରୁ ମିଳିଲା ଭାଇର ମୃତଦେହ ଉତ୍ସବ ବଦଳରେ ଶୋକର ଛାୟା କନକ ବ୍ୟୁରୋ: ସରିଥିଲା ସବୁ ପ୍ରସ୍ତୁତି । ବିବାହ ପାଇଁ ଘରେ ପହଂଚିବାରେ ଲାଗିଥିଲେ ସମ୍ପର୍କୀୟ । କିନ୍ତୁ ଏହା ପୂର୍ବରୁ ଆସିଲା ଦୁଃଖଦ ଖବର । ବିଲ ଭିତରୁ ମିଳିଲା ଭାଇର ମୃତଦେହ । ଆଉ…

ଉତରାଖଣ୍ଡରେ ବଡ ଦୁର୍ଘଟଣା । ପ୍ରଖର ସ୍ରୋତରେ ଭାସିଗଲା କାର, ୯ଜଣଙ୍କ ମୃତ୍ୟୁ ୭ ନିଖୋଜ

କନକ ବ୍ୟୁରୋ : ଦେଶରେ ଚାଲିଛି ମୌସୁମୀ ବର୍ଷା । ଏହି ବର୍ଷା କେଉର୍ ରାଜ୍ୟ ପାଇଁ ଆର୍ଶୀବାଦ ପାଲଟିଛି ତ ଆଉ କେଉଁଠି ଅଭିଶା ସାଜିଛି । ବିଭିନ୍ନ ରାଜ୍ୟରେ ହେଉଥିବା ଲଗାଣବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳନ ହେବାରେ ଲାଗିଛି । ଉତର ଓ ପୂର୍ବୋତର ରାଜ୍ୟରେ ଲଗାଣବର୍ଷା ଏବେ କାଳ ପାଲଟିଛି । ବିଶେଷ…

ଭାରତ ସହ ଦୃଢ ସଂପର୍କକୁ ନେଇ ଏଭଳି ପଦକ୍ଷେପ ନେଇଥିଲେ ସିଞ୍ଜୋ ଆବେ, ମୃତ୍ୟୁ ପରେ ମନେ ପକାଉଛି ଭାରତ

କନକ ବ୍ୟୁରୋ : ଏସିଆ ମହାଦେଶରେ ଭାରତକୁ ଗୁରୁତ୍ୱ. ‘ଚୀନ’କୁ ବିପଦ କହିଥିଲେ ସିଞ୍ଜୋ ଆବେ । ଭାରତ-ଚୀନ ବିବାଦ ମଧ୍ୟରେ ପଛରେ ପଡିଯାଉଥିବା ଭାରତକୁ ସହଯୋଗର ହାତ ବଢାଇଥିବା ଜାପାନ । ଏସିଆ ମହାଦେଶରେ ଭାରତର ଗୁରୁ୍ତ୍ୱକୁ ବୁଝିପାରିଥିଲେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ।…

ପରଲୋକରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ । ୬ ଘଣ୍ଟା ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଝିଲେ ସିଞ୍ଜୋ…

କନକ ବ୍ୟୁରୋ : ପରଲୋକରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ୬ଘଂଟା ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଝିଛନ୍ତି ସିଂଜୋ । ଶୁକ୍ରବାର ସକାଳ ପ୍ରାୟ ୧୧ଟା ୩୦ ମିନିଟରେ ଆତାତାୟୀଙ୍କ ଗୁଳିମାଡର ସେ ଶିକାର ହୋଇଥିଲେ । ନାରା ସହରର ରାସ୍ତା ଉପରେ ନିର୍ବାଚନୀ ଭାଷଣ…

 ଦଳୀୟ ଚିହ୍ନକୁ ନେଇ ମୁହାଁମୁହିଁ ଉଦ୍ଧବ-ସିନ୍ଦେ । ଏବେ ନିର୍ବାଚନ କରିବାକୁ ବିଜେପିକୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ

କନକ ବ୍ୟୁରୋ : ଶିବସେନାର ନେତା ଭାବେ ମହାରାଷ୍ଟର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଏବଂ ଦଳର ପ୍ରତିଷ୍ଠାତାଙ୍କ ପୁଅ ଉଦ୍ଧବ ଠାକରେଙ୍କ ମଧ୍ୟରେ ଦଳୀୟ ଚିହ୍ନକୁ ନେଇ ବିବାଦ ବଢିବାରେ ଲାଗିଛି । ଆଜି ଦଳୀୟ କର୍ମକର୍ତାଙ୍କ ସହ ଆଲୋଚନା କରିବା ପରେ ଦଳୀୟ ଚିହ୍ନ ’ଧନୁ-ତୀର’ କେହି…

ଚାକିରି ମିଳୁଛି ହେଲେ ମିଳୁନି ଭଲ ଦରମା । ଓଡିଶା ସମେତ ସାରା ଭାରତରେ ସୃଷ୍ଟି ହେଉନି ଭଲ ଦରମା ମିଳୁଥିବା ଚାକିରି ।

କନକ ବ୍ୟୁରୋ: ଚାକିରି ପାଇବା ବଡ଼ କଥା ନୁହେଁ, ବଡ଼ କଥା ହେଉଛି ଚାକିରିରେ କେତେ ଦରମା ମିଳୁଛି? ଭାରତରେ ଚାକିରି ନମିଳିବା ବା ବେରୋଜଗାର ନେଇ ଯେତେ ଚର୍ଚ୍ଚା ହୁଏ, ଚାକିରିରେ କାହିଁକି ବଞ୍ଚିବା ଭଳି ଭଲ ଦରମା ମିଳୁନାହିଁ ସେ ନେଇ ଚର୍ଚ୍ଚା ହୁଏ ନାହିଁ । ଭାରତରେ ଏବେ ପ୍ରାୟ ୭୫% ଶ୍ରମଜୀବୀ…