Daily Archives

July 8, 2022

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି । ଆତତାୟୀର ଗୁଳିରେ ଟଳି ପଡିଲେ ସିଞ୍ଜୋ ଆବେ ।

କନକ ବ୍ୟୁରୋ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ୱ ରାଜନୀତିର ଜଣେ ପ୍ରଭାବଶାଳୀ ନେତା ସିଞ୍ଜୋ ଆବେଙ୍କୁ ଗୁଳି କରି କରାଯାଇଛି ହତ୍ୟା । ଏହି ଗୁଳିମାଡ ଜାପାନରେ ହୋଇଥିଲା, କିନ୍ତୁ ଏହାର ଶବ୍ଦ ସାରା ବିଶ୍ୱରେ ଗୁଞ୍ଜରିତ ହୋଇଛି । ଜାପାନ ପରି ଏକ ଶାନ୍ତି ପ୍ରିୟ ରାଷ୍ଟ୍ରରେ ଜଣେ ଏତେ…

ନବୀନ ନିବାସ ଯାଇ ମଧ୍ୟାହ୍ନ ଭୋଜନ କଲେ ଦ୍ରୌପଦୀ ମୁର୍ମୁ । ପ୍ରଜାପିତା ବ୍ରହ୍ମକୁମାରୀଙ୍କୁ ଅନୁସରଣ କରୁଥିବାରୁ…

କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁଙ୍କୁ ଶୁଦ୍ଧ ଶାକାହାରୀ ମଧ୍ୟାହ୍ନ ଭୋଜନରେ ଆପାୟିତ କଲେ ମୁଖ୍ୟମନ୍ତ୍ରୀ । ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଜାପିତା ବ୍ରହ୍ମକୁମାରୀ ଦିକ୍ଷିତା ହୋଇଥିବାରୁ…

ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱର ଶ୍ରେୟ ନେବାକୁ ବିଜେଡି-ବିଜେପି ପ୍ରତିଯୋଗିତା । ଦିନ ତମାମ ଲାଗିରହିଲା ସ୍ୱାଗତ…

କନକ ବ୍ୟୁରୋ: ଆଜି ଓଡିଶା ଆସି ବିଜେପି ଓ ବିଜେଡିର ସମର୍ଥନ ଲୋଡିଛନ୍ତି ଦ୍ରୌପଦୀ ମୁର୍ମୁ । ସେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଅର୍ଥାତ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟର ପ୍ରାର୍ଥୀ । ଯେଉଁ ସାମୁଖ୍ୟରେ ବିଜେଡି ନାହିଁ । ଏପରିକି ଓଡିଶାରେ ବିଜେପି ପ୍ରମୁଖ ବିରୋଧୀ ଦଳ…

ସ୍ୱର୍ଣ୍ଣ ଜିତିଲେ ଓଡିଆ ଝିଅ: ମାତ୍ର ୩ ଦିନର ଟ୍ରେନିଂରେ ଜାତୀୟ କ୍ରସ ବୋ-ସୁଟିଂରେ ସୁନା ଜିଣିଛନ୍ତି ରାୟଗଡାର ନେହା…

କନକ ବ୍ୟୁରୋ: ଏବେ କଥା ହେବା ସୁନା ଝିଅ ନେହାଙ୍କ କଥା । ସ୍ୱର୍ଣ୍ଣ ଝିତିଲେ ରାୟଗଡାର ଝିଅ । ମାତ୍ର ୩ ଦିନର ଟ୍ରେନିଂରେ ଜାତୀୟ କ୍ରସ ବୋ ସୁଟିଂ ଚାମ୍ପିୟନସିପ୍ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ରାୟଗଡାର ନେହା ପଟନାୟକ । ଟିଭିରେ ଅଭିନବ ବିନ୍ଦ୍ରା, ମାନୁ ବାକିରଙ୍କୁ ଦେଖି…

ପୌର ସଂସ୍ଥାରେ ଚାଲିଛି ଲାଞ୍ଚ କାରବାର: ରାସନକାର୍ଡ ପାଇଁ ଲାଞ୍ଚ ନେଉଥିଲେ କର୍ମଚାରୀ

କନକ ବ୍ୟୁରୋ: ପୌର ସଂସ୍ଥାରେ ଚାଲିଛି ଲାଂଚ କାରବାର । କୋରାପୁଟ ଜୟପୁର ପରେ ଏବେ ମାଲକାନଗିରିରୁ ଆସିଛି ଏଭଳି ଅଭିଯୋଗ । ଜୟପୁରୁ ପୌରପରିଷଦ କାର୍ଯ୍ୟାଳୟରେ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ଲାଂଚ ନେବା ଘଟଣାର ଦୁଇ ଦିନ ପରେ ମାଲାକନଗିରି ପୌର ପରିଷଦରେ ରାସନକାର୍ଡ ପାଇଁ ହଜାର ହଜାର ଟଙ୍କା…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସାପୋଲ । ଫସି ରହିଛନ୍ତି ୧୦୦ରୁ ଅଧିକ ଯାତ୍ରୀ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା-ସାତପଡ଼ା ଚିଲିକା ମଝିରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଭସାପୋଲ ଉପରେ ଫସିଛନ୍ତି ୧୦୦ରୁ ଅଧିକ ଯାତ୍ରୀ । ଚିଲିକାରେ ପାଣି କମ ଥିବାରୁ ଜହ୍ନିକୁଦା ଘାଟ ଠାରୁ ମାତ୍ର ତିନି ଶହ ମିଟିର ଦୂର ଚିଲିକା ମଝିରେ ଯାତ୍ରୀବାହୀ…