Daily Archives

July 7, 2022

କାଳୀ ପୋଷ୍ଟର ବିବାଦ ମଧ୍ୟରେ ମହୁଆଙ୍କ ମତକୁ ନେଇ ମୁହଁ ଖୋଲିଲେ ମମତା । କହିଲେ ଏହା ସାଂସଦଙ୍କର ବ୍ୟକ୍ତିଗତ ମତାମତ ।…

କନକ ବ୍ୟୁରୋ: ଦେଶରେ ସାମ୍ପ୍ରଦାୟିକ ହିଂସା ଜାରି ରହିଛି । ନୁପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ଟାର୍ଗେଟ କିଲିଂ ଘଟଣାକୁ ଦେଶରେ ଉତ୍ତେଜନା, ହିଂସାର ମାହୋଲ ସୃ୍ଷ୍ଟି କରିଛି । ଏବେ ନିଆଁରେ ଘିଅ ଡାଳିଛି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନ । ଦେବୀ କାଳୀଙ୍କ ପୋଷ୍ଟର ଉପରେ…

ମାଟ୍ରିକ ପରୀକ୍ଷା ଫଳ: ଉଦାହରଣ ସୃଷ୍ଟି କଲେ ଏହି ସବୁ ପରୀକ୍ଷାର୍ଥୀ

ଏକାଠି ପରୀକ୍ଷା ଦେଲେ, ପାସ କଲେ ଉଦାହରଣ ସୃଷ୍ଟି କଲେ ମା'-ପୁଅ କନକ ବ୍ୟୁରୋ: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ । ପାସ୍ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ଏମିତି କିଛି ବ୍ୟକ୍ତିତ୍ୱ ରହିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କୋରାପୁଟ ଜିଲ୍ଲା ଜୟପୁର…

ଦୁର୍ବଳ ହେଉଛି ଶିବସେନାର ଉଦ୍ଧବ କ୍ୟାମ୍ପ । ଥାନେର ୬୬ କର୍ପୋରେଟର ସିନ୍ଦେଙ୍କ ଟିମରେ ସାମିଲ

କନକ ବ୍ୟୁରୋ: ଦିନକୁ ଦିନ ଦୁର୍ବଳ ହେଉଛି ଶିବସେନାରେ ଉଦ୍ଧବ ଠାକରେଙ୍କ କ୍ୟାମ୍ପ । ବିଧାୟକ, ସାଂସଦଙ୍କ ବିଦ୍ରୋହ ପରେ ଦଳ ଛାଡିଲେ ଶିବସେନାର ୬୬ କର୍ପୋଟେର । । ଥାନେ ମହାନଗର ନିଗମରେ ଦଳର ୬୭ କର୍ପୋରେଟରଙ୍କ ମଧ୍ୟରୁ ୬୬ ଜଣ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଛନ୍ତି । ଏପଟେ ଆଉ ୧୦ ବିଧାୟକ…

ଇସ୍ତଫା ଦେଲେ ବୋରିସ ଜନସନ୍ । କିଏ ହେବ ଇଂଲଣ୍ଡର ନୂଆ ପ୍ରଧାନମନ୍ତ୍ରୀ?

କନକ ବ୍ୟୁରୋ: ସଙ୍କଟରେ ପଡିଯାଇଥିବା ବିଟ୍ରେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଜି ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ସରକାରରେ ୩ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୫୦ ଜଣ ସାଂସଦ ଇସ୍ତଫା ଦେବା ପରେ ଶେଷରେ ପଦବୀ ଛାଡିବାକୁ ବାଧ୍ୟ ହୋଇଛନ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ । ହେଲେ…

୩୦ ବର୍ଷ ପରେ ବେଲଜିୟମରୁ ଫେରିଲେ କନ୍ଧମାଳର ଝିଅ: ସ୍ୱାମୀଙ୍କ ସହ ଆସି ବାପାଙ୍କୁ ଭେଟିଲେ, ହାଲଚାଲ ବୁଝିଲେ

କନକ ବ୍ୟୁରୋ: ମାଆର ମୃତ୍ୟୁ ପରେ ୩ ମାସର ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା । ୩୦ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛି ଝିଅ । ଆଶ୍ରମରୁ ପୋଷ୍ୟ ହୋଇ ବେଲଜିଅମ୍ ଚାଲିଯାଇଥିବା କନ୍ଧମାଳ ଝିଅ ମାମିନା ନିଜ ଜନ୍ମିତ ବାପାଙ୍କୁ ଭେଟିବାକୁ ଫେରିଛି କନ୍ଧମାଳ । କନ୍ଧମାଳ ରାଇକିଆ ବ୍ଲକ…

ମୁଷ୍ଟିଯୋଦ୍ଧା ଶ୍ରୀକାନ୍ତ ଶେଖରଙ୍କୁ ମିଳୁନି ନ୍ୟାୟ । ଜନ୍ମମାଟି ନିଆଳିରେ ନ୍ୟାୟ ଦାବିରେ ପ୍ରତିବାଦ ।

କନକ ବ୍ୟୁରୋ: ଓଡିଆ ଖେଳାଳିଙ୍କୁ ଭାରତୀୟ ମିକ୍ସଡ୍ ମାର୍ଶାଲ ଆର୍ଟ ବା ଏମଏମଏ ଫାଇଟର୍ ଶ୍ରୀକାନ୍ତ ଶେଖରଙ୍କୁ ଆକ୍ରମଣ ପ୍ରତିବାଦରେ ନିଜ ଜନ୍ମ ମାଟିରେ ଲୋକଙ୍କ ଆକ୍ରୋଶ । ଶ୍ରୀକାନ୍ତ ଶେଖରଙ୍କୁ ଦିଲ୍ଲୀରେ ମରଣାନ୍ତକ ଆକ୍ରମଣ ଘଟଣାରେ ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଘଟଣାକୁ ବିରୋଧ…