Daily Archives

June 26, 2022

ଏସଏଚଜି ମହିଳାଙ୍କ ରଙ୍ଗିନ ମାଛ ଚାଷ: ସହଯୋଗର ହାତ ବଢାଇଛି ମିଶନ ଶକ୍ତି

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମହିଳାଙ୍କୁ ରୋଜଗାର ଦେଇଛି ମିଶନ ଶକ୍ତି । ମହିଳାଙ୍କ ବିକାଶ କ୍ଷେତ୍ରରେ ଶକ୍ତି ବଢିଛି, ସଶକ୍ତ ହୋଇଛି । ଗାଁ ଠାରୁ ସହର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ତିଆରି ହୋଇଛି ଅନେକ ପ୍ରକଳ୍ପ । ସ୍ୱାବଲମ୍ବୀ ହୋଇଛନ୍ତି ହଜାର ହଜାର ସଂଖ୍ୟକ ସ୍ୱୟଂ…

ପିଜୁଳି ଚାଷ କରି ଲକ୍ଷପତି: ୟୁଟ୍ୟୁବରୁ ଚାଷ ପ୍ରଣାଳୀ ଶିଖି ବାଡ଼ିରେ ଲାଗାଇଛନ୍ତି ୨୫୦ରୁ ଅଧିକ ଚାରା

କନକ ବ୍ୟୁରୋ: କୃଷି ପ୍ରଧାନ ଦେବଗଡ ଜିଲ୍ଲାର ଚାଷୀ ମୁଖ୍ୟତଃ ଧାନଚାଷ ଉପରେ ନୀର୍ଭର କରି ଜୀବିକା ନିର୍ବାହ କରନ୍ତି । ସମୟ କ୍ରମେ ପନିପରିବା ଓ ଫଳ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ଚାଷୀ । ପାରମ୍ପାରିକ ଚାଷ କାର୍ଯ୍ୟରେ ପରିବର୍ତନ କରି ଲାଭାବାନ ହେଉଛନ୍ତି ବାରକୋଟ ବ୍ଲକ କେଲଡା ପଂଚାୟତ…

ୱାନ ଷ୍ଟେସନ ୱାନ ପ୍ରଡ଼କ୍ଟ ଯୋଜନାରେ କଟକ ରେଳ ଷ୍ଟେସନରେ ଓରମାସ ପକ୍ଷରୁ ଖୋଲିଛି ଷ୍ଟଲ । ଷ୍ଟଲରେ ଚମକୁଛି କଟକର ରୂପା…

କନକ ବ୍ୟୁରୋ: କଟକ ରେଳ ଷ୍ଟେସନରେ ଖୋଲିଛି ସ୍ୱତନ୍ତ୍ର ଓରମାସ୍ ଷ୍ଟଲ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରୁଥିବା ବିଭିନ୍ନ ପ୍ରକାରର ହାତ ତିଆରି ସାମଗ୍ରୀ ଗୋଟିଏ ସ୍ଥାନରେ ପାଇବା ପାଇଁ ଏଭଳି ପ୍ରୟାସ କରାଯାଇଛି । ୱାନ ଷ୍ଟେସନ ୱାନ୍ ପ୍ରଡକ୍ଟ ଯୋଜନାରେ ଓରମାସ ପକ୍ଷରୁ ଏହି ଷ୍ଟଲ…

ବିବାଦ ଘେରରେ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରା । ମୃତ ବନ୍ଧୁଙ୍କ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

କନକ ବ୍ୟୁରୋ: ବୀରେନ୍ଦ୍ର ଲାକ୍ରା । ବିଶ୍ୱ ହକି ଜଗତର ଏକ ଜଣାଶୁଣା ନାଁ । ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କ ହକିରେ ଅବଦାନକୁ କେହି ଭୁଲିପାରିବେ ନାହିଁ । କିନ୍ତୁ ଏବେ ବୀରେନ୍ଦ୍ରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଅଲିମ୍ପିଆନ  ବିରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମନଜିତ…

ଦିନକୁ ଦିନ ଗମ୍ଭୀର ହେଉଛି ମହାରାଷ୍ଟ୍ର ସଙ୍କଟ: ଉଦ୍ଧବ ଠାକରେ ପାଇଁ ବାହାରିଲେ ପତ୍ନୀ ରଶ୍ମୀ ଠାକରେ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରାଜନୈତିକ ସଂକଟ ଭିତରେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଗୌହାଟିରେ ଡେରା ପକାଇଥିବା ବିଦ୍ରୋହୀ ଗୋଷ୍ଠୀ ଦିନେ ଦୁଇ ଦିନ ଭିତରେ ମହାରାଷ୍ଟ୍ର ଫେରି ସରକାର ଗଠନ ପାଇଁ ଦାବି କରିବେ ବୋଲି ସୂଚନା ମିଳିଛି । ଉଦ୍ଧବ…

ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଆଜି ଯାଏଁ ପହଞ୍ଚିନଥିଲା ବିଜୁଳି । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଚାଲିଛି ବିଜୁଳ…

କନକ ବ୍ୟୁରୋ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ପହଞ୍ଚିନଥିଲା ବିଜୁଳି । ହେଲେ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ଗାଁରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ ଏହାପରେ ସାମ୍ନାକୁ ଆସିଥିଲା ଦ୍ରୋପଦୀଙ୍କ ମୟୂରଭଞ୍ଜ କୁଷୁମ ବ୍ଲକ ଉପରବେଡାର…