Daily Archives

June 24, 2022

ଜୀ ସାର୍ଥକର ଅଭିନବ ପ୍ରୟାସ ‘ନାଲି ବିନ୍ଦୁ’ । ଋତୁସ୍ରାବ ସମ୍ପର୍କରେ କରୁଛି ସଚେତନ । ରଜପର୍ବରୁ ଆରମ୍ଭ ହୋଇଛି…

କନକ ବ୍ୟୁରୋ : ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି ଜୀ ସାର୍ଥକ । ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ । ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି ଯାଇଛି । ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି…

ନିଜ ଘରେ କାହିଁକି ମୃତ୍ୟୁକୁ ବାଛିଲେ ରାଇମୋହନ? ବେକରେ ରଶି ଲଗେଇ କାହିଁକି କଲେ ଆତ୍ମହତ୍ୟା? କାରଣ ଖୋଜୁଛି ପୋଲିସର…

କନକ ବ୍ୟୁରୋ: ଓଲିଉଡର ଭେଟେରାନ୍ ଆକ୍ଟର ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ? ତାଙ୍କ ମୃତ୍ୟୁ ପଛର କାରଣ କଣ?…

୧୦ ମାସ ପରେ ଆଫଗାନ ରାଜଧାନୀ କାବୁଲରେ ଖୋଲିଲା ଭାରତୀୟ ଦୂତାବାସ, ସ୍ୱାଗତ ସହ ସୁରକ୍ଷା ଗ୍ୟାରେଣ୍ଟି ଦେଲା ତାଲିବାନ

କନକ ବ୍ୟୁରୋ : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବାର ୧୦ ମାସ ପରେ ଭାରତ ତରଫରୁ କାବୁଲରେ ଥିବା ଦୂତାବାସକୁ ପୁଣି ଖୋଲିଛି । ଗତବର୍ଷ ଅଗଷ୍ଟ ମାସରେ ତାଲିବାନ ତରଫରୁ ଆଫଗାନ ଦଖଲ ନେଇ ଯୁଦ୍ଧ ଚାଲିଥିବା କାରଣରୁ ଭାରତ ସରକାର କାବୁଲରେ ଥିବା ଦୂତାବାସ ବନ୍ଦ କରିଦେଇଥିଲେ । ଏହାସହ ଭୂକମ୍ପରେ…

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – ‘ନାଲି ବିନ୍ଦୁ’ ଅଭିଯାନ

କନକ ବ୍ୟୁରୋ: ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି ଜୀ ସାର୍ଥକ । ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ । ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି ଯାଇଛି । ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି…

ଝିଅକୁ ଶେଷ ମେସେଜ: ‘ବାଏ’ ଲେଖି ବିଦାୟ ନେଲେ ବାପା

କନକ ବ୍ୟୁରୋ: ଆତ୍ମହତ୍ୟା ପୂର୍ବରୁ ନିଜ ଝିଅକୁ ରାଇମୋହନ କରିଥିଲେ ଶେଷ ମେସେଜ । ମେସେଜରେ ‘ବାଏ’ ଲେଖିଥିଲେ ରାଇମୋହନ । ତେବେ ମେସେଜରେ ସେ କାହିଁକି ସେ ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଏହି ମେସେଜ ଲେଖି ସେ ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଇଥିଲେ । ତେବେ ପାରିବାରିକ…

ସିନେମା ହେଉ କି ଯାତ୍ରା ସବୁଠି ଥିଲା ରାଇଙ୍କ ରାଜ୍: ଡାଇଲଗ ଆଉ ଅଭିନୟରେ ଜିତୁଥିଲେ ଦର୍ଶକଙ୍କ ହୃଦୟ 

କନକ ବ୍ୟୁରୋ: ଓଲିଉଡ ଜଗତର ସେ ଥିଲେ ଜଣେ ନିକ୍ଷୁଣ କଳାକାର । ତାଙ୍କ ଅଭିନୟରେ ଏମିତି ଯାଦୁ ଥିଲା ଯେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ଦର୍ଶକ ଚାହିଁ ରହିଥିଲେ । ସେ ହୁଏତ ଆଜି ଆମ ଭିତରେ ନାହାନ୍ତି ହେଲେ ତାଙ୍କ କଳା ଦର୍ଶକଙ୍କ ଭିତରେ ତାଙ୍କୁ ଜୀବିତ ରଖିବ । ବରିଷ୍ଠ ଓଲିଉଡ ଅଭିନେତା…